ବ୍ରାଜିଲର ପ୍ରସିଦ୍ଧ ଗାୟକ ଏମସି କେଭିନଙ୍କ ଦେହାନ୍ତ, ହୋଟେଲର ପଞ୍ଚମ ମହଲାରୁ ଖସି ପଡିଥିଲେ
ନୂଆଦିଲ୍ଲୀ ୧୮/୦୫: ସିଙ୍ଗିଙ୍ଗ୍ ଇଣ୍ଡଷ୍ଟ୍ରୀରୁ ବହୁତ ଦୁଃଖଦ ଖବର ସାମ୍ନାକୁ ଆସିଛି । ବ୍ରାଜିଲର ପ୍ରସିଦ୍ଧ ଗାୟକ ଏମସି କେଭିନଙ୍କର ୨୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ମୃତ୍ୟୁ ରହସ୍ୟମୟ ପରିସ୍ଥିତିରେ ହୋଇଛି। କେଭିନ ହୋଟେଲର ପଞ୍ଚମ ମହଲାରୁ ଖସିପଡିଥିବା ଜଣାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ମେ ୧୬ରେ ଘଟିଥିଲା । ବ୍ରାଜିଲର ରିଓ ଡି ଜେନେରିଓର ଏକ ହୋଟେଲରେ କେଭିନ ଏକାଦଶ […]