ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବସ୍ ଭିତରେ ଜୀବନ ହାରିଲେ ପ୍ରବାସୀ ! ପୋଲିସର ଛାନଭିନ୍

ଭଦ୍ରକ, ୨୦।୦୫ : ବସ୍ ଭିତରେ ଜୀବନ ହାରିଲେ ପ୍ରବାସୀ । ଭୟରେ ଓହ୍ଲାଇ ଚାଲିଗଲେ ଅନ୍ୟ ପ୍ରବାସୀ । ଏପରି ଏକ ଘଟଣା ଘଟିଛି ଭଦ୍ରକ ବନ୍ତ ଛକ ନିକଟରେ । ସୂଚନା ଅନୁସାରେ, ଏକ ବସ୍ କୋଏମ୍ବାଟୁରରୁ ପ୍ରବାସୀଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା । ଏଥିରେ ଥିବା ଜଣେ ପ୍ରବାସୀ ବସ୍ ଭିତରେ ହିଁ ପ୍ରାଣ ହରାଇଥିବା କୁହାଯାଉଛି। ତାଙ୍କ ମୃତ୍ୟୁ ପରେ ବସରୁ ଓହ୍ଲାଇ ଅନ୍ୟ ପ୍ରବାସୀମାନେ ପଳାଇଛନ୍ତି । ବସଟି ବନ୍ତ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପରିବା ବିକୁଥିଲେ କରୋନା ଆକ୍ରାନ୍ତ, ମାସ୍କ ବି ପିନ୍ଧିନଥିଲେ, ଘରକୁ ପଠାଇଲେ ତହସିଲଦାର…

କୁତ୍ରା, ୨୦/୦୫: ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ମୃତ୍ୟ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି । ସଂକ୍ରମିତମାନେ କଟକଣା ମାନୁ ନଥିବା କାରଣରୁ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । କୁତ୍ରା ବ୍ଲକ ଅନ୍ତର୍ଗତ ଚୁନିପଡ଼ାର ରାସ୍ତା କଡ଼ରେ ଜଣେ ଅମାନିଆ କରୋନା ସଂକ୍ରମିତ ପରିବା ବିକୁଥିଲେ । ଏହି ଖବର କୁତ୍ରା ତହସିଲଦାର ରବୀନ୍ଦ୍ର ସେଠୀଙ୍କ ନିକଟରେ ପହଞ୍ଚିଲା ପରେ […]

ରାଶିଫଳ

ମେ’ ୧୯ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ମଙ୍ଗଳଙ୍କ ପ୍ରଭାବରୁ ଆରୋଗ୍ୟ ଲାଭ ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ, କିନ୍ତୁ ଆତ୍ମୀୟସ୍ୱଜନଙ୍କ ପାଇଁ ଚିନ୍ତା ବଢିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ । ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି । ରୋଗୀ- ବ୍ୟାୟାମ୍ କରିବା ଉଚିତ୍ । ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ । କର୍ମଜୀବି- ଉନ୍ନତିର ମାର୍ଗ ମିଳିବ । ବ୍ୟବସାୟୀ- ନୂଆ […]

ମନୋରଞ୍ଜନ

ଗର୍ଭବତୀ ମହିଳାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ସେୟାର କଲେ ଅନୁଷ୍କା ଶର୍ମା, କହିଲେ-କରୋନା କାଳରେ କିପରି ୨୪ ଘଣ୍ଟା ମିଳିବ ସହାୟତା

ନୂଆଦିଲ୍ଲୀ ୧୯/୦୫: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସାମାଜିକ କାର୍ଯ୍ୟରେ ଆଗ୍ରହ ଦେଖାଉଛନ୍ତି। ନିକଟରେ ଅନୁଷ୍କା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ କୋଭିଡ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ବର୍ତ୍ତମାନ ଗର୍ଭବତୀ ଏବଂ ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନୁଷ୍କା ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଯାହାଦ୍ୱାରା ମହିଳାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ […]

ମନୋରଞ୍ଜନ

ଡାକ୍ତରଙ୍କୁ ସୋନୁ ସୁଦଙ୍କ ପ୍ରଶ୍ନ! ଜୀବନ ବଞ୍ଚାଇବା ପାଇଁ ଅନ୍ୟ କୌଣସି ଔଷଧ ନାହିଁ?

ନୂଆଦିଲ୍ଲୀ ୧୯/୦୫: ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ ଲୋକମାନଙ୍କୁ ଅନେକ ସାହାଯ୍ୟ କରୁଛନ୍ତି । ଏହାର ସୂଚନା ସେ ନିଜ ସୋସିଆଲ ଆକାଉଣ୍ଟରୁ ଦେଉଛନ୍ତି । କିନ୍ତୁ ସୋନୁ ସୁଦଙ୍କ ସର୍ବଶେଷ ଟ୍ୱିଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସୋନୁ ସୁଦ ତାଙ୍କର ଶେଷ ଟ୍ୱିଟରେ ଡାକ୍ତରଙ୍କୁ ପ୍ରଶ୍ନ କରି ଲେଖିଛନ୍ତି, “ଏକ ସରଳ ପ୍ରଶ୍ନ, ଯେତେବେଳେ ସମସ୍ତେ ଜାଣନ୍ତି ଯେ ଏହି ନିର୍ଦ୍ଦିଷ୍ଟ ଇଞ୍ଜେକ୍ସନ କୌଣସି ସ୍ଥାନରେ ଉପଲବ୍ଧ ନୁହେଁ, […]

ମନୋରଞ୍ଜନ

‘କରୋନାରୁ ବଞ୍ଚାଇବ ଗୋ ମୂତ୍ର’, ସାଧ୍ୱୀ ପ୍ରଜ୍ଞାଙ୍କ ବିବୃତ୍ତିରେ ଭଡକିଲେ ଦେବୋଲିନା, କହିଲେ-ବନ୍ଦ କର ଏସବୁ

ନୂଆଦିଲ୍ଲୀ ୧୯/୦୫: କରୋନା ମହାମାରୀ ଦେଶରେ ହାହାକାର ସୃଷ୍ଟି କରିଛି। କରୋନାରୁ ବଞ୍ଚିବା ପାଇଁ କିଛି ଲୋକ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିୟମ ପାଳନ କରୁଥିବାବେଳେ କିଛି ଲୋକ ଦେଶୀ ଉପାୟ ଗ୍ରହଣ କରୁଛନ୍ତି। ଏହି ସମୟରେ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର କହିଥିଲେ ଯେ ଗାଈ ମୂତ୍ର ପିଇବା ଦ୍ୱାରା ଫୁସଫୁସ ସଂକ୍ରମଣ ଦୂର ହୋଇଥାଏ, ସାଧ୍ୱୀ ପ୍ରଜ୍ଞାଙ୍କ ଏହି ବିବୃତ୍ତିରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ କ୍ରୋଧିତ ହୋଇଛନ୍ତି। ସେ ଏହାକୁ ନେଇ ସୋସିଆଲ ମିଡିଆରେ […]

ରାଶିଫଳ

ମେ’ ୧୮ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାର କମ୍ ସମ୍ଭାବନାକୁ ଦେଖି ମାନସିକ ଚିନ୍ତା ବଢିଯିବ । ଆଶାନୁଯାୟୀ ସାହାର୍ଯ୍ୟ ପାଇପାରିବେ । ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୯ । ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ଅସୁସ୍ଥ ଅନୁଭବ କରିବେ । ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ । କର୍ମଜୀବି- ଅର୍ଥ ମିଳିବ । କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ […]

ମନୋରଞ୍ଜନ

କରୋନା ମୁକାବିଲା ପାଇଁ ସିଏମ୍ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଦେଲେ ରଜନୀକାନ୍ତ

କୋଭିଡ୍‌ ରୋଗୀଙ୍କ ଲାଗି ସହାୟତାର ହାତ ବଢ଼ାଇଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଏ ନେଇ ସୋମବାର ସେ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟିଥିଲେ। ଦେଶ କରୋନା ଭୂତାଣୁର ଦ୍ୱିତୀୟ ଲହର ସହ ମୁକାବିଲା କରୁଥିବା ବେଳେ ସୁପରଷ୍ଟାର୍‌ ରଜନୀକାନ୍ତ ସିଏମ୍‌ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତାଙ୍କର ଏହି ଦାନ କରୋନା ବିରୋଧୀ ଲଢ଼େଇରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ‌ରଜନୀକାନ୍ତଙ୍କ ସମେତ ଅନ୍ୟ ତାମିଲ୍‌ ସେଲିବ୍ରିଟିମାନେ ମଧ୍ୟ […]

ମନୋରଞ୍ଜନ

ସୋନୁଙ୍କୁ ସାବାସି ଦେଲେ ପ୍ରିୟଙ୍କା

ପ୍ରିୟଙ୍କା ଲେଖିଥିବା ବହି ‘ଅନଫିନିଶଡ୍‌’ ଅନେକଙ୍କ ଦ୍ବାରା ପ୍ରଶଂସିତ ହେଇଛି। ଏହି ବହିକୁ ନେଇ ନ୍ୟୁୟର୍କ ସିଟି ବିଲ୍‌ବୋର୍ଡ ମଧ୍ୟ ଫିଚରାଇଜ୍ କରିଛି। ଏବେ ପୁଣି ପ୍ରିୟଙ୍କା ସାଜିଛନ୍ତି ରେଣ୍ଟୁରାଣ୍ଟ ମାଲିକାଣୀ। ନ୍ୟୁୟର୍କରେ ସ୍ବାମୀ ନିକ୍ ଜୋନାସଙ୍କ ସହ ମିଶି ଗୋଟେ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଏହି ରେଷ୍ଟୁରାଣ୍ଟର ନାମ ରହିଛି ‘ସୋନା’। ଏହାରା ଇଂରାଜୀ ଅର୍ଥ ରହିଛି ଗୋଲ୍ଡ। ଏଠାରେ ସ୍ବତନ୍ତ୍ର ଭାବେ କେବଳ ଭାରତୀୟ ଖାଦ୍ୟ ଉପଲବ୍‌ଧ ହେବ। ନ୍ୟୁୟର୍କରେ ରହୁଥିବା ଏବଂ ନ୍ୟୁୟର୍କ ଭ୍ରମଣରେ […]

ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ଉର୍ବଶୀ ରୌତେଲା, ‘ଭର୍ସେସ୍ ବେବି’ ରେ ପିନ୍ଧିଥିବା ଡ୍ରେସର ମୂଲ୍ୟ ୧୫ କୋଟି

ନୂଆଦିଲ୍ଲୀ ୧୮/୦୫: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କ ମୂଲ୍ୟବାନ ଡ୍ରେସ୍ କୁ ନେଇ ପୁଣି ଥରେ ଚର୍ଚ୍ଚାରେ । ବାସ୍ତବରେ ଉର୍ବଶୀଙ୍କ ପ୍ରଥମ ଇଣ୍ଟରନେସ୍ନାଲ୍ ଗୀତ ‘ଭର୍ସେସ୍ ବେବି’ ରିଲିଜ୍ ହୋଇଥିବାବେଳେ ଏହି ଗୀତରେ ଉର୍ବଶୀ ପିନ୍ଧିଥିବା ଡ୍ରେସ୍ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରୁଛି। ଅଭିନେତ୍ରୀ ଏହି ଗୀତରେ ଇଜିପ୍ଟର ସୁପରଷ୍ଟାର ମହମ୍ମଦ ରମଦାନଙ୍କ ସହ ନଜର ଆସିଛନ୍ତି। ଏହି ଗୀତରେ ଉର୍ବଶୀଙ୍କ ଶୈଳୀ ଲୋକମାନଙ୍କୁ ବେଶ ପସନ୍ଦ ଆସୁଛି, ଏହି ସମୟରେ ତାଙ୍କୁ ଏକ […]