କଙ୍ଗନା ରଣାୱତଙ୍କ ବଡିଗାର୍ଡ ବିରୋଧରେ ମାମଲା ରୁଜୁ, ବିବାହର ପ୍ରତିଶୃତି ଦେଇ ବଳତ୍କାର କରିଥିବାର ଅଭିଯୋଗ
ନୂଆଦିଲ୍ଲୀ ୨୨\୦୫: ବଲିଉଡର ଅଭନେତ୍ରୀ କଙ୍ଗନା ରଣାୱତ୍ ପ୍ରାୟତଃ ତାଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର କଙ୍ଗନା ନୁହଁନ୍ତି ତାଙ୍କ ସହ ଜଡିତ ଜଣେ ବ୍ୟକ୍ତି ଚର୍ଚ୍ଚାରେ ରହିଛନ୍ତି । ସେହି ବ୍ୟକ୍ତି ଆଉ କେହି ନୁହଁନ୍ତି କଙ୍ଗନାଙ୍କ ବଡିଗାର୍ଡ କୁମାର ହେଗଡେ । କଙ୍ଗନାଙ୍କ ବଡିଗାର୍ଡ ବିରୋଧରେ ପୋଲିସ ଷ୍ଟେସନରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଅଭିନେତ୍ରୀଙ୍କ ବଡିଗାର୍ଡ କୁମାର ହେଗଡେଙ୍କ ଉପରେ ଜଣେ ୩୦ ବର୍ଷୀୟା […]