ଖେଳ

ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କାର ୨ ଖେଳାଳୀ ଓ କୋଚ୍ ପଜିଟିଭ : ସିରିଜ ଉପରେ ଲାଗିଲା କରୋନା ଗ୍ରହଣ

ବାଲାଂଦେଶ ୨୩/୫ : ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ତିନିଟିକିଆ ଦିନିକିଆ ସିରିଜ ଉପରେ ଲାଗିଛି କରୋନା ଗ୍ରହଣ । ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ବୋଲିଂ କୋଚ୍ ଦୁଇ ଖେଳାଳୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ତେବେ ମ୍ୟାଚ୍ ବାତିଲ ହେବା ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ଘୋଷଣା କରାଯାଇ ନାହିଁ । ସୂଚନା ଅନୁଯାୟୀ, ଶ୍ରୀଲଙ୍କାର ବୋଲିଂ କୋଚ୍ ଚାମିଣ୍ଡା ଭାସ୍, ଇସୁରୁ ଉଦାନା ଏବଂ ଶିରେନ୍ ଫର୍ନାଣ୍ଡୋଙ୍କ […]

ମନୋରଞ୍ଜନ

ରାଜସ୍ଥାନର ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୋନୁ ସୁଦ, ଉଡାଜାହାଜରେ ପଠାଇଲେ ଉଞ୍ଜେକ୍ସନ୍

ନୂଆଦିଲ୍ଲୀ ୨୩/୦୫: କରୋନା କାଳରେ ବଲିଉଡ ଅଭିନେତା ସୋନୁ ସୁଦ ଗତ ବର୍ଷ ଠାରୁ ଲୋକମାନଙ୍କୁ ନିରନ୍ତର ସାହାଯ୍ୟ କରିଆସୁଛନ୍ତି। କେବଳ ମୁମ୍ବାଇ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ସୋନୁ ସୁଦ ସହାୟତା ଯୋଗାଉଛନ୍ତି। ସୋନୁ ମଧ୍ୟ ଏହି କଠିନ ସମୟରେ ଏକ ଟିମ୍ ଗଠନ କରିଛନ୍ତି, ଯାହା ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛି । କରୋନା ପରେ, ବ୍ଲାକ୍ ଫଙ୍ଗସ୍ ରୋଗର ରୋଗୀମାନେ କ୍ରମାଗତ ଭାବରେ ବୃଦ୍ଧି ପାଉଛନ୍ତି । ଏହି ସମୟରେ ରାଜସ୍ଥାନର […]

ମନୋରଞ୍ଜନ

ପ୍ରେମ ଓ ସମ୍ପର୍କକୁ ଭୁଲିପାରୁନାହାଁନ୍ତି ନୀନା ଗୁପ୍ତା, କହିଲେ ସତ : ମାସାବା ମନରେ ଭିଭିଙ୍କ ବିରୋଧରେ କିଛି ବି ନେଗେଟିଭ ପୂରାଏନି, କାରଣ “ସେ ତାର ବାପା”

ମୁମ୍ୱାଇ ୨୩/୫: ବିଳମ୍ବରେ ହେଲେ ବି ଚମତ୍କାର ଅଭିନୟ ପ୍ରଦର୍ଶନ କରି ନୀନା ଗୁପ୍ତା ଅଭିନୟ କ୍ୟାରିୟରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି । ଦରକାର ପଡିଲେ ସେ ତାଙ୍କ ଫ୍ୟାନ୍ସ ଫଲୋଅରଙ୍କୁ କଡ୍ଡା ଜବାବ ମଧ୍ୟ ଦେଇଥାନ୍ତି । ବଲିଉଡରେ ନାମୀଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ନୀନା ଗୁପ୍ତା ଅନ୍ୟତମ । ସର୍ବଦା ରୋକଠୋକ୍ କଥା କହୁଥିବା ଏହି ଅଭିନେତ୍ରୀ ଜଣଙ୍କ ହୃଦୟ ବହୁତ […]

ଦେଶ ବିଦେଶ ମନୋରଞ୍ଜନ

ବାପାଙ୍କ ଦେହାନ୍ତକୁ ନେଇ ହସ୍ପିଟାଲ ଉପରେ ଭଡକିଲେ ସମ୍ଭାବନା ସେଠ୍ : କହିଲେ- ‘ଏହା ମେଡିକାଲ ହତ୍ୟା’

ନୂଆଦିଲ୍ଲୀ ୨୩/୦୫: ଆଜିକାଲି ଅଭିନେତ୍ରୀ ସମ୍ଭାବନା ସେଠ୍ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ମେ ୮ ରେ ହୃଦଘାତରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଏହାପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ। ସମ୍ଭାବନା ସେହି ସମୟରେ ଡାକ୍ତରଖାନାରେ ବେଡ୍ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ। ଶନିବାର ଦିନ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଡାକ୍ତରଖାନା ଏବଂ ସେଠାରେ ଥିବା କର୍ମଚାରୀଙ୍କ ଉପରେ ଭଡକୁଥିବାର ଦେଖାଯାଇଛି । ସମ୍ଭାବନା […]

ରାଶିଫଳ

ମେ’ ୨୨ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ସମ୍ମାନିତ ହୋଇପାରନ୍ତି । ଧନାଗମ ହେବ । ସ୍ୱ ଅର୍ଜିତ ଧନ ଭୋଗ କରିବେ । କ୍ଷେତ୍ରପତି ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।ଚା ଚାଷୀ- ଶ୍ରମ ସାର୍ଥକ ହେବ । ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ । ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ । କର୍ମଜୀବି- ପ୍ରଶଂସିତ ହେବେ । ବ୍ୟବସାୟୀ- ଅର୍ଥ ଲାଭ ହେବ । ଗୃହିଣୀ- […]

ମନୋରଞ୍ଜନ

ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣଙ୍କ ହୃଦଘାତରେ ପରଲୋକ

ମୁମ୍ବାଇ ୨୨/୫ : ‘ମେନ୍ ପ୍ୟାର୍ କିୟା’, ‘ହମ୍ ଆପକେ ହୈ କୌନ୍ ଭଳି ସମସ୍ତ ସୁପର ହିଟ୍ ଚଳଚ୍ଚିତ୍ରରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରସିଦ୍ଧ ସଂଗୀତକାର ରାମ ଲକ୍ଷ୍ମଣ ଓରଫ ବିଜୟ ପାଟିଲଙ୍କ ନାଗପୁରରେ ପରଲୋକେ । ଶୁକ୍ରବାର ବିଳମ୍ୱିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । ୭୮ ବର୍ଷୀୟ ବିଜୟ ପାଟିଲଙ୍କ ପୁଅ ଅମର ପାଟିଲ ତାଙ୍କ ପିତାଙ୍କ ମୃତ୍ୟୁକୁ ନେଇ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି, “ବାପା […]

ମନୋରଞ୍ଜନ

ବରିଷ୍ଠ ସାମ୍ବାଦିକ ତଥା ଫିଲ୍ମ ନିର୍ମାତା ବି.ଏ ରାଜୁଙ୍କର ହୃଦଘାତରେ ଦେହାନ୍ତ

ନୂଆଦିଲ୍ଲୀ ୨୨/୦୫: ବରିଷ୍ଠ ସାମ୍ବାଦିକ ତଥା ଫିଲ୍ମ ନିର୍ମାତା ବି.ଏ ରାଜୁଙ୍କର ହୃଦଘାତ ହେତୁ ଆଜି ଦେହାନ୍ତ ହୋଇଛି। ସେ ଆଜି ସକାଳେ ହାଇଦ୍ରାବାଦର ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଦୁଇ ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଥିଲା, ବର୍ତ୍ତମାନ ତାଙ୍କର ଦୁଇଟି ପୁଅ ଅଛନ୍ତି । ତାଙ୍କ ପତ୍ନୀ ବି ଜୟା ମଧ୍ୟ ଜଣେ ଜଣାଶୁଣା ଫିଲ୍ମ […]

ଖେଳ

ଇଂଲଣ୍ଡ ଶୃଙ୍ଖଳା ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ଆହ୍ବାନ

ମୁମ୍ବାଇ : ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଭାରତୀୟ ଦଳ ପାଇଁ ସହଜ ହୋଇନପାରେ। ତେବେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ବଡ଼ ସ୍କୋର୍‌ କରିବାକୁ ପଡ଼ିବ ବୋଲି ଭାରତୀୟ ଦଳ କର୍ତୁପକ୍ଷ ଆଭାସ ଦେଇଛନ୍ତି। ସେଥିପାଇଁ ଟିମ୍‌ ମ୍ୟାନେଜମେଣ୍ଟ ନୂଆ ଧରଣର ପ୍ରଶିକ୍ଷଣ ପ୍ରଣାଳିର ଚିନ୍ତା କରିଛନ୍ତି। ଟେଷ୍ଟ୍‌ ମ୍ୟାଚ୍‌ ଜିତିବା ପାଇଁ ୨୦ ୱିକେଟ୍‌ ଦଖଲ ସବୁବେଳେ ଗୁରୁତ୍ବପୂର୍ଣ୍ଣ ରହିଥିଲେ ମଧ୍ୟ ଖାତାରେ ବିପୁଳ ‌ସ୍କୋର୍‌ ମଧ୍ୟ ଅନୁରୂପ ଭାବେ ଗୁରୁତ୍ବପୂର୍ଣ୍ଣ। ବଡ଼ ସ୍କୋର୍‌ କରିପା‌ରିଲେ […]

ଖେଳ

ରୋମ୍‌ ବିଜୟ ସତ୍ତ୍ବେ ଏଟିପି ମାନ୍ୟତାର ତୃତୀୟରେ ନାଦାଲ

ପ୍ୟାରିସ : ରୋମ୍‌ରେ ଚଳିତ ସପ୍ତାହରେ ଦଶମ ଥର ପାଇଁ ଇଟାଲିଆନ୍‌ ଓପନ୍‌ ଟ୍ରଫି ଜିତିଥିଲେ ସ୍ପେନ୍‌ ତାରକା ରାଫେଲ ନାଦାଲ। ହେଲେ ଏହି ବିଜୟ ସତ୍ତ୍ବେ ଏଟିପି ମାନ୍ୟତାରେ ସେ ତୃତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ୧୩ ଥର ଫ୍ରେଞ୍ଚ୍‌ ଓପନ୍‌ ବିଜେତା ନାଦାଲ ଏବେ ବି ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ଙ୍କ ପଛକୁ ରହିଛନ୍ତି। ରୋମ୍‌ରେ ଦ୍ବିତୀୟ ରାଉଣ୍ଡ୍‌ ପରାଜୟ ସତ୍ତ୍ବେ ମେଡ୍‌ଭେଡେଭ୍‌ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଫାଇନଲ୍‌ରେ ନାଦାଲଙ୍କଠୁ ହାରି ଉପବିଜେତା‌ରେ ସନ୍ତୁଷ୍ଟ […]

ଖେଳ

ଏ ବର୍ଷ ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବା କଷ୍ଟକର: ହସି

ସିଡନି : କୋଭିଡ୍ ମହାମାରୀ ପରିସ୍ଥିତି କାରଣରୁ ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଆଇସସି ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ସନ୍ଦୀହାନ ହୋଇପଡ଼ିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ମାଇକ୍ ହସି। ଚେନ୍ନାଇ ସୁପର୍‌ କିଙ୍ଗ୍ସର ଏହି ବ୍ୟାଟିଂ ପ୍ରଶିକ୍ଷକଙ୍କ ସହିତ ଅନ୍ୟ କିଛି ଖେଳାଳି କୋଭିଡ୍‌ ପଜିଟିଭ ବାହାରିବା ପରେ ମେ’ ୪ ତାରିଖରୁ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଥିଲା। ହସି ଏବେ ଦୋହା ବାଟ ‌ହୋଇ ସ୍ବଦେଶ ପହଞ୍ଚିଛନ୍ତି। ମୋ ଅନୁଭବରୁ ଲାଗୁଛି ଭାରତରେ ଏଥର ବିଶ୍ବକପ୍‌ […]