ମନୋରଞ୍ଜନ

ଜସ୍ମିନ୍ ଭସିନ୍ ଏବଂ ଅଲି ଗୋନି ମଧ୍ୟ ହୋଇଥିଲେ କରୋନା ସଂକ୍ରମିତ, ଅଭିନେତ୍ରୀ ଦେଲେ ସୂଚନା

ମୁମ୍ବାଇ ୨୪/୦୫: ଜସ୍ମିନ୍ ଭସିନ୍ ଏବଂ ଅଲି ଗୋନି ଟିଭିର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଜଣେ ।ଦୁଇଜଣଙ୍କ ଯୋଡିକୁ ‘ବିଗ୍ ବସ୍ ୧୪’ରେ ଫ୍ୟାନ୍ସମାନେ ଅତି ନିକଟରୁ ଦେଖିଥିଲେ ଏବଂ ପସନ୍ଦ ମଧ୍ୟ କରିଥିଲେ । ‘ବିଗ୍ ବସ୍’ ଶେଷ ହେବାର କିଛି ସମୟ ପରେ ଦୁହେଁ ଜାମ୍ମୁ ଯାଇଥିଲେ ଯେଉଁଠାରେ ଅଲି ଗୋନିଙ୍କ ଘର । ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ସୂଚନା ଆସିଛି ଯେ ଗତ ମାସରେ ତାଙ୍କ କୋଭିଡ […]

ମନୋରଞ୍ଜନ

କରୋନାରୁ ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ଦୀପିକା, ସ୍ୱାମୀ ରଣବୀରଙ୍କ ସହ ନଜର ଆସିଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୨୪/୦୫: ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ ମେ ମାସ ଆରମ୍ଭରେ ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ । ଅଭିନେତ୍ରୀ ବାଙ୍ଗାଲୋରରେ ତାଙ୍କ ଘରକୁ ଯିବା ପରେ ତାଙ୍କ ବାପା ପ୍ରକାଶ ପାଦୁକୋନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମଧ୍ୟ ଆସିଥିଲା। ତେବେ ଉଭୟ ଦୀପିକା ଏବଂ ରଣଭୀର ଏ ବିଷୟରେ କିଛି କହିନାହାଁନ୍ତି। ଏବେ ଜଣା ପଡିଛି ଯେ ଦୀପିକା କରୋନାରୁ ସୁସ୍ଥ ହୋଇଯାଇଛନ୍ତି । ନିକଟରେ ସେ ତାଙ୍କ ସ୍ୱାମୀ […]

ମନୋରଞ୍ଜନ

ଅନୁଷ୍କା ଶର୍ମାଙ୍କୁ ଡେଟ୍ କରିବା ପୂର୍ବରୁ ଏହି ଅଭିନେତ୍ରୀଙ୍କ ସହ ରିଲେସନରେ ଥିଲେ ବିରାଟ କୋହଲି, ଆମୀର ଖାନଙ୍କ ଫିଲ୍ମରେ କରିଥିଲେ କାମ

ନୂଆଦିଲ୍ଲୀ ୨୪/୦୫: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି 2୦୧୭ ରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ। ସେ ଅନୁଷ୍କାଙ୍କୁ ଡେଟ୍ କରିବା ପୂର୍ବରୁ ଅଭିନେତ୍ରୀ ଇଜାବେଲ ଲୈତେଙ୍କ ସହ ରିଲେସନରେ ଥିଲେ। ବର୍ତ୍ତମାନ ଇଜାବେଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ତେବେ ଚାଲନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି ବିଶେଷ କଥା… ଇଜାବେଲ୍ ଜଣେ ବ୍ରାଜିଲ୍ ଅଭିନେତ୍ରୀ ଏବଂ ମଡେଲ୍ । ସେ ଭାରତରେ ମଧ୍ୟ ଫିଲ୍ମଠାରୁ ଆରମ୍ଭ […]

ମନୋରଞ୍ଜନ

ଇଣ୍ଡିଆନ୍ ଆଇଡଲ୍ ୧୨: ଅମିତ କୁମାରଙ୍କ ବିବାଦରେ ମୁହଁ ଖୋଲିଲେ ଅନୁରାଧା ପୌଡୱାଲ୍, କହିଲେ-ମୁଁ ଆଶ୍ଚର୍ଯ୍ୟ

ମୁମ୍ବାଇ ୨୩/୦୫: ବିବାଦ କାରଣରୁ ଆଜିକାଲି ସିଙ୍ଗିଙ୍ଗ୍ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍’ ଚର୍ଚ୍ଚାରେ ରହିଛି। କିଶୋର କୁମାରଙ୍କ ପୁଅ ଅମିତ କୁମାର ଏପରି କିଛି ପ୍ରକାଶ କରିଛନ୍ତି ଯେ ସେହି ଦିନଠାରୁ ଆଦିତ୍ୟ ନାରାୟଣଙ୍କ ଠାରୁ ନେଇ ସୋ’ରେ ଯୋଗ ଦେଉଥିବା ଅତିଥିମାନଙ୍କ ବୟାନ ଚର୍ଚ୍ଚାରେ ରହିଛି। ଶନିବାର ଦିନ କୁମାର ସାନୁ, ରୂପ କୁମାର ରାଠୋର ଏବଂ ଅନୁରାଧା ପୌଡୱାଲ ଏହି ସୋ’ରେ ଅତିଥି ଭାବରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ପ୍ରତିଯୋଗୀମାନେ ତିନି […]

ରାଶିଫଳ

ମେ’ ୨୩ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତ୍ରିିୟ ଓ ବିଦ୍ୟା୍େରମୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ । -ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ । – ରୋଗୀ- ୟୋଗା କରନ୍ତୁ । – ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।o – କର୍ମଜୀବି- ପ୍ରଶଂସିତ ହେବେ । – ବ୍ୟବସାୟୀ- ଲୋକପ୍ରିୟତା […]

ମନୋରଞ୍ଜନ

ବାହା ହେବେ ଗୁଡ୍ଡୁ ଭୟା

ଓଟିଟି ପ୍ଲାଟ୍‌ଫର୍ମ ଆମାଜନ୍‌ ପ୍ରାଇମ୍‌ ଭିଡିଓର ଲୋକପ୍ରିୟ ୱେବ୍‌ସିରିଜ୍‌ ‘ମିର୍ଜାପୁର’ର ଗୁଡ୍ଡୁ ଭୟା ଓରଫ ଅଲ୍ଲୀ ଫଜଲ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘ ଦିନ ହେବ ସେ ବଲିଉଡ୍‌ ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ଡେଟିଂ କରିବା ପରେ ଶେଷରେ ତାଙ୍କ ହାତ ଧରିବେ ବୋଲି ଜାଣିବାକୁ ମିଳିଛି। ଏନେଇ ଫଜଲ ଇନ୍‌ଷ୍ଟାଗ୍ରାମ୍‌ରେ ରିଚାଙ୍କ ମେହେନ୍ଦି ହାତର ଏକ ଫଟୋ ସେୟାର୍ କରିଛନ୍ତି। ଅଲ୍ଲୀଙ୍କ ଏହି ପୋଷ୍ଟକୁ ନେଇ ଅନେକ ବଲିଉଡ୍‌ ଅଭିନେତା […]

ମନୋରଞ୍ଜନ

ନୂଆ ଓଡ଼ିଆ ସିନେମା ’ତୁ ଚଗଲା ମୁଁ ଚଗଲି’

ଲକ୍‌ଡାଉନ୍‌ରେ ମୁନ୍‌ଟିଭି ଦୁଇଦୁଇଟି ଫିଲ୍ମ ନିର୍ମାଣ କରିବାର ପ୍ରସ୍ତୁତି ପଛରେ ରହିଛି। ପ୍ରଥମ ଫିଲ୍ମର ଟାଇଟଲ୍‌ ରହିଛି ‘ତୁ ଚଗଲା ମୁଁ ଚଗଲି’ ଏବଂ ଦ୍ୱିତୀୟ ଫିଲ୍ମଟିର ଟାଇଟଲ୍‌ ରହିଛି ‘ମୁଁ ତୁମକୁ ଭଲପାଏ ଲୁଚିଲୁଚିକା’। ଏହି ଦୁଇଟି ଫିଲ୍ମର ପ୍ରଯୋଜକ ସଚ୍ଚିକାନ୍ତ ଜେନା ପୂର୍ବରୁ ହାଏ ଡାର୍ଲିଂ, ଝିଅଟା ବିଗିଡ଼ିଗଲା, ବଜରଙ୍ଗୀ, ସୁନ୍ଦରଗଡ଼ର ସଲମାନ୍‌ ଖାନ୍ (ତରଙ୍ଗ ଟିଭି) ଏବଂ ଲଭ୍ ଏକ୍ସପ୍ରେସ (ସିଦ୍ଧାର୍ଥ ଟିଭି) ଆଦି ଦର୍ଶକଙ୍କୁ ଭେଟି ଦେଇଛନ୍ତି। କୋଭିଡ୍ କଟକଣା ପରେ […]

ଖେଳ

ଦୁର୍ଦ୍ଦଶାରେ ସେଦିନର ଦୁର୍ଦ୍ଧର୍ଷ ବୋଲର୍ ପ୍ୟାଟରସନ୍: ତେଲଲୁଣ ପାଇଁ ବି ପଇସାଟିଏ ନାହିଁ, ସହାୟତା ପାଇଁ ଆଗେଇ ଆସିଲେ ଅଶ୍ବିନ

କିଙ୍ଗଷ୍ଟନ୍‌: ଅଶି ଦଶକ ଶେଷ ଭାଗ ଏବଂ ନବେ ଦଶକର ପ୍ରଥମ କିଛି ବର୍ଷରେ ଯେଉଁମାନେ କ୍ରିକେଟ୍ ଦେଖିଥିବେ ସେମାନେ ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ପ୍ୟାଟ୍ରିକ୍ ପ୍ୟାଟରସନ୍‌ଙ୍କୁ କେବେବି ଭୁଲି ନଥିବେ। ଲମ୍ବା, ସୁଢ଼ଳ ଓ ବଳିଷ୍ଠ ଚେହେରା ସହ ଅଣପାରମ୍ପରିକ ରନ୍‌ଅପ୍ ପାଇଁ କ୍ରିକେଟ୍‌ପ୍ରେମୀଙ୍କ ମନରେ ସେ ସବୁବେଳେ ଅଭୁଲା ଛାପ ଛାଡ଼ନ୍ତି। କ୍ରିକେଟ୍‌ ପଡ଼ିଆରେ ଝଡ଼ ସୃଷ୍ଟି କରିବା ସହ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ ମନରେ ଅସୀମ ଭୟ ସୃଷ୍ଟି କରିବାରେ ସିଦ୍ଧହସ୍ତ ଥିବା […]

ଖେଳ

ପ୍ରତି ଦୁଇ ବର୍ଷରେ ବିଶ୍ବକପ୍ କରିବାକୁ ଫିଫାର ଯୋଜନା

ଜେନିଭା: ଚାରି ବର୍ଷ ପରିବର୍ତ୍ତେ ପ୍ରତି ଦୁଇ ବର୍ଷରେ ପୁରୁଷ ଓ ମହିଳା ଫୁଟବଲ୍ ବିଶ୍ବକପ୍ ଆ‌ୟୋଜନ କରିବାକୁ ବିଶ୍ବ ଫୁଟବଲ୍ ମହାସଂଘ ବା ଫିଫା ଯୋଜନା କରୁଛି। ଏଥିଲାଗି ଗବେଷଣା ଓ ଗଣନା କରିବା ବି ଆରମ୍ଭ କରି ଦେଇଛି। ଶୁକ୍ରବାର ଅନୁଷ୍ଠିତ ଫିଫାର ବାର୍ଷିକ ସମ୍ମିଳନୀରେ ସାଉଦି ଆରବ ଫୁଟବଲ୍ ମହାସଂଘ ଏଥିନେଇ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ରଖିଥିଲା। ଯାହାକୁ ଫିଫାର ଅଧିକାଂଶ ସଦସ୍ୟ ସମର୍ଥନ କରିଥିଲେ। ତେବେ ବିଶ୍ବକପ୍ ଅବଧିରେ ଏହି ବଡ଼ […]

ମନୋରଞ୍ଜନ

କରୋନା ମୁକ୍ତ ହେଲେ ଶିଳ୍ପା ଶେଟ୍ଟୀଙ୍କ ପରିବାର, ପୁରା ଘରକୁ କଲେ ସାନିଟାଇଜ୍

ନୂଆଦିଲ୍ଲୀ ୨୩/୦୫: କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାର କରୋନା ସଂକ୍ରମିତ ହୋଇଥିଲେ । ଶିଳ୍ପାଙ୍କ ବ୍ୟତୀତ ତାଙ୍କର ପୁରା ପରିବାର ସଂକ୍ରମିତ ହୋଇଥିଲେ। ଏହି ସମୟରେ ଶିଳ୍ପା ସୋସିଆଲ ମିଡିଆରେ ସକ୍ରିୟ ଥିଲେ ଏବଂ ଫ୍ୟାନ୍ସମାନଙ୍କୁ ତାଙ୍କ ପରିବାରର ସ୍ୱାସ୍ଥ୍ୟ ଅପଡେଟ୍ ଦେଉଥିଲେ । ବର୍ତ୍ତମାନ ଅଭିନେତ୍ରୀ ଗୁଡ୍ ନ୍ୟୁଜ୍ ସେୟାର କରି କହିଛନ୍ତି ଯେ ତାଙ୍କ ପରିବାର କରୋନାରୁ ମୁକ୍ତ ହୋଇଛନ୍ତି। ଏହା ସହିତ ଅଭିନେତ୍ରୀ ପୁରା ଘରକୁ ସାନିଟାଇଜ୍ […]