ଚର୍ଚ୍ଚାରେ ରିୟା ଚକ୍ରବର୍ତ୍ତୀଙ୍କ ପୋଷ୍ଟ: ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଲେଖିଲେ ନିଜ ମନର କଥା
ମୁମ୍ବାଇ ୨୮/୦୫: ରିୟା ଚକ୍ରବର୍ତ୍ତୀ ଇନଷ୍ଟାଗ୍ରାମ୍ ମାଧ୍ୟମରେ ଫ୍ୟାନ୍ସମାନଙ୍କ ସହ ଜଡିତ । ଗତ ଏକ ବର୍ଷ ମଧ୍ୟରେ ସେ କେବଳ କିଛି ମନୋନୀତ ପୋଷ୍ଟ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ଚର୍ଚ୍ଚାରେ ରହିଥିଲେ। ସୁଶାନ୍ତଙ୍କ ବାପାଙ୍କ ଏଫଆଇଆର ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାମିନ ନାମଞ୍ଜୁର କରାଯାଇଥିଲା। ଧୀରେ ଧୀରେ ରିୟା ସାଧାରଣ ଜୀବନକୁ ଫେରି ଆସୁଛନ୍ତି । ଏଥର ସେ ଇନଷ୍ଟାଗ୍ରାମରେ ତାଙ୍କ ହୃଦୟର […]