ଖେଳ

ବଜରଙ୍ଗ ଚାହାନ୍ତି ଅଲିମ୍ପିକ୍ସ ହେଉ

ମୁମ୍ବାଇ: ସମଗ୍ର ବିଶ୍ବରେ କୋଭିଡ୍-୧୯ର ଲହର ପରେ ଲହର ଭୟଙ୍କର ଭାବେ ମାଡ଼ି ଚାଲିଥିଲା ବେଳେ ଆୟୋଜକ ଦେଶ ଜାପାନରେ ବି ଏଥିଲାଗି ଜାରି କରିଥିବା ଜରୁରୀକଳୀନ ପରିସ୍ଥିତିକୁ ତୃତୀୟ ଥର ପାଇଁ ବଢ଼ାଇଛି। ଏସବୁ ସତ୍ତ୍ବେ ସ୍ଥାନୀୟ ଆୟୋଜନ ସମିତି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି) ନିର୍ଦ୍ଧାରିତ ସମୟରେ ହେବ ବୋଲି ଦମ୍ଭ କରିଛନ୍ତି। ଏହି ନିଷ୍ପତ୍ତିକୁ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ସମର୍ଥନ କରିଛନ୍ତି। ଅଲିମ୍ପିକ୍ସ ନେଇ ଚାଲିଥିବା ଦ୍ବନ୍ଦ୍ବ ଓ […]

ଖେଳ

ୟୁଏଇରେ ଅବଶିଷ୍ଟ ଆଇପିଏଲ୍‌: ସ୍ବତନ୍ତ୍ର ସାଧାରଣ ବୈଠକ ପରେ ବିସିସିଆଇ ମୋହର, ବିଶ୍ବକପ୍‌ ଘୁଞ୍ଚାଇବାକୁ ଆଇସିସିକୁ କହିବ ବିସିସିଆଇ ଘରୋଇ କ୍ରିକେଟରଙ୍କୁ କ୍ଷତି ପୂରଣ ନିଷ୍ପତ୍ତି ଟଳିଲା, ଆଇସିସି ବୈଠକରେ ଯୋଗଦେବେ ଗାଙ୍ଗୁଲି, ସାହ

ନୂଆଦିଲ୍ଲୀ, ୨୯ା୫: ଅଧାରୁ ଅଟକି ରହିଥିବା ଆଇପିଏଲ୍‌-୨୦୨୧ର ଅବଶିଷ୍ଟାଂଶ ସଂଯୁକ୍ତ ରାଷ୍ଟ୍ର ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ପୂର୍ବରୁ ଏ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ବିସିସିଆଇ ଶନିବାର ଏହା ସ୍ପଷ୍ଟ କରିଛି। ବିସିସିଆଇର ସ୍ବତନ୍ତ୍ର ସାଧାରଣ ବୈଠକ (ଏସ୍‌ଜିଏମ୍‌) ଶନିବାର ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ପୁଣି ଥରେ ଆଇପିଏଲ୍‌ ୟୁଏଇରେ ଖେଳାଯିବା ନିଶ୍ଚିତ ହୋଇଛି। ବିସିସିଆଇ କିନ୍ତୁ ଏଥିପାଇଁ କୌଣସି ତାରିଖ ଘୋଷଣା କରିନାହିଁ। ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଅକ୍ଟୋବର […]

ରାଶିଫଳ

ମେ’ ୨୯ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ସତର୍କ ନ ରହିଲେ ପ୍ରତାରିତ ହେବେ । କଠୋର ସ୍ୱଭାବର ଏବଂ ପରାକ୍ରମୀ ହୋଇପାରନ୍ତି । ଚତୁର ଓ ଧନଯୁକ୍ତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ । ଚାଷୀ- ଶୁଭ ଫଳ ପାଇ ପାରନ୍ତି । ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ । ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ । କର୍ମଜୀବି- ଉନ୍ନତିର ମାର୍ଗ ମିଳିବ । ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ । ଗୃହିଣୀ- […]

ମନୋରଞ୍ଜନ

୨୦୧୯ରେ ଛାତିକୁ ପଥର କରି ସହିଦ୍ ସ୍ୱାମୀଙ୍କୁ ବିଦାୟ ଦେଇଥିଲେ ବୀରାଙ୍ଗନା ନୀତିକା, ଆଜି ଲେଫ୍ଟନାଣ୍ଟ ଭାବେ ସେନାରେ ଯୋଗଦେଲେ

ନୂଆଦିଲ୍ଲୀ: ସେନାରେ ଯୋଗଦେଲେ ସହିଦ ଯବାନ ବିଭୂତି ଶଙ୍କର ଢୋଣ୍ଡିିୱାଲଙ୍କ ପତ୍ନୀ ନୀତିକା କୌଲ । ପୁଲୱାମା ଆକ୍ରମଣରେ ସହିଦ- ମେଜର ବିଭୂତି ଶଙ୍କର ଢୋଣ୍ଡିିୱାଲଙ୍କ ପତ୍ନୀ ନୀତିକା କୌଲ ଆଜି ଲେଫ୍ଟନାଣ୍ଟ ଭାବେ ସେନାରେ ଯୋଗ ଦେଇଛନ୍ତି । ମେ’ ୨୬ ତାରିଖରେ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉତ୍ତିର୍ଣ୍ଣ ହେବାପରେ ଆଜି ତାଙ୍କୁ ଔପଚାରିକ ଭାବେ ସେନାରେ ସାମିଲ କରିଛନ୍ତି ଭାରତୀୟ ସେନା ନର୍ଦ୍ଦନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାକେ ଯୋଶୀ । ବଡକଥା ହେଉଛି […]

ମନୋରଞ୍ଜନ

କରୋନା ନେଲା ଆଉ ଏକ ଜୀବନ: ବଲିଉଡ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରିୟାନ ଷ୍ଟିଫେନଙ୍କ ଦେହାନ୍ତ

ନୂଆଦିଲ୍ଲୀ ୨୯/୦୫: ବଲିଉଡ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରିୟାନ ଷ୍ଟିଫେନଙ୍କ ଦେହାନ୍ତ ହୋଇଛି। ନିକଟରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲା। ବହୁ ବର୍ଷ ଧରି ଫିଲ୍ମ ନିର୍ମାତା କରନ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ସହିତ ରିୟାନ ଷ୍ଟିଫେନ୍ ମଧ୍ୟ ଜଡିତ ଥିଲେ । ନିକଟରେ ରିଲିଜ୍ ହୋଇଥିବା କିୟାରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜାୱାନି’ ଏବଂ କାଜଲ, ଶୃତି ହାସନ ଏବଂ ନେହା ଧୁପାଙ୍କ ସର୍ଟ ଫିଲ୍ମ ‘ଦେବୀ’ ପାଇଁ ରିୟାନ୍ ଚର୍ଚ୍ଚାରେ ଥିଲେ। […]

ଖେଳ

ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ପିନ୍ଧିବାକୁ ଯାଉଛି ଏପରି ଜର୍ସି

ନୂଆଦିଲ୍ଳୀ: ଆସନ୍ତା ଜୁନ ୧୮ ତାରିଖରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡରେ ଖେଳାଯିବ ବିଶ୍ୱ ଟେଷ୍ଟ ଟାମ୍ପିୟନସିପ୍ ଫାଇନାଲ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହା ପୂର୍ବରୁ ଜୋରଦାର କସରତ କରୁଛନ୍ତି କୋହଲି ବାହିନୀ । ଆଉ ଏହାରି ଭିତରେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ପିନ୍ଧିବାକୁ ଯାଉଥିବା ଜର୍ସିର ଫଟୋ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି, ଜାଡେଜା ଟିମ୍ ଇଣ୍ଡିଆର […]

ମନୋରଞ୍ଜନ

କର୍ପୂର ଉଡ଼ିଛି କନା ପଡ଼ିଛି

ହିନ୍ଦୀ ଚଳଚ୍ଚିତ୍ର ‘ଛିଛୋରେ’ ୨୦୧୯ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇ ଜାତୀୟ ପୁରସ୍କାର ପାଇବ ବୋଲି ଘୋଷଣା ସରିଛି। ଚଳଚ୍ଚିତ୍ରର ପ୍ରେମୀଯୋଡ଼ି ଭାବେ ଦେଖିବାକୁ ମିଳିଛନ୍ତି ଦିବଂଗତ ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁର। ଦୁନିଆ ଛାଡ଼ିବା ଆଗରୁ ଏହା ବୋଧେ ଥିଲା ସୁଶାନ୍ତଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର। ଯାହା ବିଶେଷକରି ଲକ୍ଷ ଲକ୍ଷ ଯୁବ ଦର୍ଶକଙ୍କୁ ମନୋରଂଜନ ଦେଇଛି। କରୋନା ମହାମାରୀ ଭଳି ଘଡ଼ିସନ୍ଧି ପରିସ୍ଥିତି ଆସି ନ ଥିଲେ, ହୁଏତ […]

ମନୋରଞ୍ଜନ

‘ମସ୍ତାନୀ’ ହୋଇ ସଡକରେ ବୁଲୁଥିବାର ନଜର ଆସିଲେ ଡ୍ରାମା କ୍ୱିନ୍: କହିଲେ-‘ସ୍ୱାମୀଙ୍କ ସହ କେବେ ଦେଖା ହୋଇପାରିବନି’

ମୁମ୍ବାଇ ୨୯/୦୫: ଡ୍ରାମା କ୍ୱିନ୍ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତ ସର୍ବଦା ଏପରି କିଛି କରିଥାନ୍ତି ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଯେତେବେଳେ ରାକ୍ଷୀ ‘ବିଗ୍ ବସ୍’ରେ ଭାଗ ନେଇଥିଲେ, ସେତେବେଳେ ସେ ତାଙ୍କ ସ୍ୱାମୀ ରିତିଶଙ୍କୁ ଅନେକ ଥର ଉଲ୍ଲେଖ କରିଥିଲେ। ଏବେ ଯେତେବେଳେ ତାଙ୍କୁ ମୁମ୍ବାଇର ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି, ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ସହ ଦେଖାହେବାର ଆଉ କୌଣସି ଆଶା ନାହିଁ । ରାକ୍ଷୀ ସାୱନ୍ତ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ଡାକ୍ତର ଛାତ୍ର ସିନିୟରଙ୍କ ସାହାଯ୍ୟ ପାଇବେ। ବୃଷ: ଶାରୀରିକ ଦୃଷ୍ଟିରୁ ଆପଣ ନିଜକୁ ହୃଷ୍ଟପୁଷ୍ଟ ଅନୁଭବ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ବନ୍ଧୁ ଓ ସ୍ବଜନ ସହିତ ସମ୍ବନ୍ଧ ଭଲ ହେବ। ମିଥୁନ: ସରକାରୀ ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଠାରୁ କୌଣସି ଭଲ ଖବର ଶୁଣିବେ। ଜମି କିଣିବା ଯୋଗ ରହିଛି। କର୍କଟ: ଭଲ କାମରେ […]

ଖେଳ

ଏବେବି ବାତିଲ ‌ହୋଇପାରେ କି ଟୋକିଓ ଅଲିମ୍ପିକ୍ସ? ଅତୀତରେ ୫ଟି ଅଲିମ୍ପିକ୍ସ ବାତିଲ ‌ହୋଇଛି କିଏ ନେଇ ପାରିବ ଚୂଡ଼ାନ୍ତ ନିଷ୍ପତ୍ତି?

କିଏ ନେଇ ପାରିବ ଚୂଡ଼ାନ୍ତ ନିଷ୍ପତ୍ତି? ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି ବା ଆଇଓସି ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବ। ଆୟୋଜନ ଓ ବାତିଲ ଘୋଷଣା କରିବା ଅଧିକାର କେବଳ ଏହି ସଂଗଠନ ହାତରେ ରହିଛି। ଆୟୋଜକ ସମୟ ସହ ହୋଇଥିବା ଚୁକ୍ତିର ଧାରା ୬୬ରେ ଏଥିନେଇ ବିସ୍ତୃତ ବିବରଣୀ ରହିଛି। କେଉଁ ପରିସ୍ଥିତିରେ ଆଇଓସି ଅଲିମ୍ପିକ୍ସ ବାତିଲ କରିବାକୁ ବାଧ୍ୟ ହେବ,‌ ସେକଥା ମଧ୍ୟ ଏଥିରେ ସ୍ପଷ୍ଟ ଭାବେ ରହିଛି। ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ […]