ମନୋରଞ୍ଜନ

ସିଂହଳୀ ସୁନ୍ଦରୀ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ଏବେ ବେଶ୍ ବ୍ୟସ୍ତ। ଲକ୍‌ଡାଉନ୍ ପରେ ସେ ତିନି ତିନିଟି ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ସବୁଥିରେ ପୁଣି ମୁଖ୍ୟ ନାୟିକା। ଏବେ ଚାଲିଛି ‘ଭୂତ ପୋଲିସ’। ଏଥିରେ ଜ୍ୟାକଲିନ୍‌ଙ୍କ ବିପକ୍ଷର ନାୟକ ଅଛନ୍ତି ସୈଫ୍ ଅଲ୍ଲୀ ଖାନ୍। ଏହାବ୍ୟତୀତ ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ‘ସର୍କସ୍‌’ରେ ଜ୍ୟାକଲିନ୍ ରଣବୀର ସିଂହଙ୍କ ନାୟିକା ସାଜୁଛନ୍ତି। ସେମିତି ଜ୍ୟାକଲିନ୍ ଜନ୍ ଆବ୍ରାହମ୍‌ଙ୍କ ସହ ଯୋଡ଼ି ସାଜିଛନ୍ତି ନୂଆ ସିନେମା ‘ଆଟାକ୍‌ରେ’। ଅଳ୍ପଦିନର କ୍ୟାରିୟର୍ ଭିତରେ […]

ମନୋରଞ୍ଜନ

ଫେରୁଛନ୍ତି ଗଲି ବୟ

‘ଗଲି ବୟ’ ଷ୍ଟାର୍ ସିଦ୍ଧାନ୍ତ ଚତୁର୍ବେଦୀ ଓ ହ୍ବାଇଟ୍ ଟାଇଗର୍ ଫେମ୍ ଆଦର୍ଶ ଗୌରବ ନୂଆ ଅବତାରରେ ପୁଣି ଫେରୁଛନ୍ତି। ଜୋୟା ଅଖ୍‌ତର ପ୍ରଡକ୍ସନ ପ୍ରସ୍ତୁତ କରିବାକୁ ଯାଉଥିବା ଏହି ନୂଆ ଚଳଚ୍ଚିତ୍ରରେ ସିଦ୍ଧାନ୍ତ ଓ ଗୌରବଙ୍କ ସହ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେବେ ଷ୍ଟାର ଡଟର୍ ଅନନ୍ୟା ପାଣ୍ଡେ। କୋଭିଡ୍‌ର ଦ୍ବିତୀୟ ଲହର ପାଇଁ ଦେଶ ବିଦେଶରେ କଡ଼ା କଟକଣା ଜାରି ହେଇଥିବାରୁ ଏବେ ଫିଲ୍ମ ସୁଟିଂ ସ୍ଥଗିତ ରହିଛି। ପ୍ରଯୋଜକ ଜୋୟା ଅଖ୍‌ତର ତାଙ୍କ […]

ଖେଳ

ଡାକ୍ତରଖାନାରୁ ଛାଡ଼ ପାଇଲେ ମିଲଖା

ଚଣ୍ଡିଗଡ଼: କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କିଂବଦନ୍ତି ଭାରତୀୟ ଧାବକ ମିଲ୍‌ଖା ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ପରିବାରର ଅନୁରୋଧ କ୍ରମେ ଡାକ୍ତରଖାନା ପକ୍ଷରୁ ୯୧ ବର୍ଷୀୟ ମିଲ୍‌ଖାଙ୍କୁ ରବିବାର ଡିସ୍‌ଚାର୍ଜ କରାଯାଇଛି। ସେ ଘରକୁ ଫେରିଥିଲେ ମଧ୍ୟ ଅମ୍ଳଜାନ ସହାୟତାରେ ରହିବେ। କରୋନା ଆକ୍ରାନ୍ତ ତାଙ୍କ ପତ୍ନୀ ୮୨ ବର୍ଷୀୟ ନିର୍ମଳା କୌରଙ୍କ ଅମ୍ଲଜାନ ସ୍ତର କମିବାରୁ ଶନିବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନିର୍ମଳାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି […]

ମନୋରଞ୍ଜନ

ରାକ୍ଷୀ ସାୱନ୍ତଙ୍କ ପରେ ସୋନୁ ସୁଦଙ୍କୁ ପ୍ରଧାନ ମନ୍ତ୍ରୀ କରାଇବାକୁ ଚାହୁଁଛନ୍ତି ହୁମା କ୍ୟୁରେଶୀ: କହିଲେ ମୁଁ ତାଙ୍କୁ ଭୋଟ ଦେବି

ମୁମ୍ବାଇ ୦୧/୦୬: ବଲିଉଡ ଅଭିନେତା ସୋନୁ ସୁଦ ଏହି ମହାମାରୀରେ ଯେଉଁଭଳି ଭାବରେ ନିଃସ୍ୱାର୍ଥପର ଭାବରେ ଲୋକଙ୍କୁ ସେବା କରୁଛନ୍ତି, ସାରା ଦେଶରେ ତାଙ୍କୁ ପ୍ରଶଂସା କରାଯାଉଛି । ତାଙ୍କ ପ୍ରଶଂସକ ଅଭିନେତ୍ରୀ ହୁମା କ୍ୟୁରେଶି କହିଛନ୍ତି ଯେ ଯଦି ସୋନୁ ସୁଦ ନିର୍ବାଚନରେ ​​ଛିଡା ହୁଅନ୍ତି ତେବେ ସେ ତାଙ୍କୁ ଭୋଟ୍ ଦେବେ। ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ ସୋନୁ ସୁଦଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଏକ ଉଣ୍ଟରଭ୍ୟୁରେ, ଅଭିନେତ୍ରୀଙ୍କୁ […]

ମନୋରଞ୍ଜନ

‘ୟେ ରିସ୍ତା କ୍ୟା କହଲାତା ହେ’ଫେମ୍ ଅଭିନେତା କରନ ମେହେରା ଗିରଫ, ପତ୍ନୀ କରିଥିଲେ ଅଭିଯୋଗ

ମୁମ୍ବାଇ ୦୧/୦୬: ଜଣାଶୁଣା ଟିଭି ଅଭିନେତା କରନ ମେହେରାଙ୍କୁ ପୋଲିସ ଗିରଫ କରିଛି। ଗତକାଲି ରାତିରେ ଗୋରେଗାଓଁରେ ତାଙ୍କ ପତ୍ନୀ ନିଶା ରାୱଲ କରନ ମେହେରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ପୋଲିସ କହିଛି ଯେ ଉଭୟଙ୍କ ମଧ୍ୟରେ ବିବାଦ ପରେ ନିଶା ଏହି ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି କରନ ମେହେରା ଏବଂ ନିଶାଙ୍କ ଦାମ୍ପତ୍ୟ ଜୀବନ କିଛି ଭଲ ନଥିଲା । ତେବେ କରନ ଏଭଳି ଖବରକୁ କେବଳ ଗୁଜବ ବୋଲି କହିଛନ୍ତି। […]

ରାଶିଫଳ

ମେ’ ୩୧ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଈର୍ଷାଳୁ ହେବା କାରଣରୁ ଚାପଗ୍ରସ୍ତ ରହିବେ । ସ୍ୱାଭିମାନି ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସହ-ଯୋଗୀ ବ୍ୟବସାୟ ଲାଭଜନକ ହେବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ । ବୃଷ – କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ବ୍ୟବସାୟ ଲାଭଜନକ ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ନିଜ କାର୍ଯ୍ୟ ଶୈଳୀ ପାଇଁ ମନରେ ଅହଂଭାବ […]

ରାଶିଫଳ

ମେ’ ୩୦ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଅଧିକାଂଶ ସମୟ ମନ ଅସ୍ଥିର ରହିଲେ ମଧ୍ୟ ସମସ୍ୟା ସମାଧାନ ହୋଇଯିବ । ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।  ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।  ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।  ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।  କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି […]

ମନୋରଞ୍ଜନ

ୟୁରୋପ ଯିବ ପଠାନ୍

ଶାହାରୁଖ୍ ଖାନ୍, ଦୀପିକା ପାଦୁକୋନ୍ ଓ ଜନ୍ ଆବ୍ରାହମ୍‌ଙ୍କୁ ନେଇ ବଲିଉଡ୍‌ର ନୂଆ ଚଳଚ୍ଚିତ୍ର ‘ପଠାନ୍’ର କିଛି ଅଂଶ ସୁଟିଂ ହେଇଛି। କହିବାକୁ ଗଲେ ଭାରତରେ ଏଇ ଚଳଚ୍ଚିତ୍ରର ଅନ୍ୟୂନ ୬୦ ପ୍ରତିଶତ ଦୃଶ୍ୟ ସୁଟିଂ କରାଯିବ ବୋଲି ସ୍ଥିର ହୋଇଛି। ଚଳଚ୍ଚିତ୍ରର କିଛି ଦୃଶ୍ୟ ମଧ୍ୟ ରୁଷିଆ ଓ ଫିନଲାଣ୍ଡରେ ହେବା ପାଇଁ ଯୋଜନା କରାଯାଇଛି। ତେବେ ପ୍ରଥମ ସିଡ୍ୟୁଲ୍ ପରେ ପରବର୍ତ୍ତୀ ସିଡ୍ୟୁଲ୍ ପାଇଁ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଚାଲିଛି। କୋଭିଡ୍‌ର ଦ୍ବିତୀୟ […]

ଖେଳ

ରିୟଲ୍ ମାଡ୍ରିଡ୍‌ ଛାଡିଲେ ଜିଦାନ୍‌

ମାଡ୍ରିଡ୍‌: ଆଟଲେଟିକୋ ମାଡ୍ରିଡ ନିକଟରୁ ଲା’ ଲିଗା ଟ୍ରଫି ଟକ୍କରରେ ହାରିଯିବାର ୫ ଦିନ ପରେ ଜିନେଦିନ୍ ଜିଦାନ୍‌ ରିୟଲ୍ ମିଡ୍ରିଡ୍‌ର ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ବିଶ୍ବକପ୍‌ ବିଜେତା ଏହି ଫ୍ରାନ୍ସ କିଂବଦନ୍ତି ୨୦୧୬ରୁ ଦୁଇଟି ପର୍ଯ୍ୟାୟରେ ଦାୟିତ୍ବ ନେଇ ରିୟଲ୍ ମାଡ୍ରିଡ୍‌କୁ ୨ ଥର ଲିଗ୍‌ ଟାଇଟଲ୍ ଓ ୩ ଥର ଚାମ୍ପିଅନ୍ସ ଲିଗ୍ ମୁକୁଟ ବିଜେତା କରାଇଥିଲେ। ଗୁରୁବାର କ୍ଲବ୍ ପକ୍ଷରୁ ଘୋଷଣା କରାଯାଇଥିଲା ‘ଜିଦାନ ତାଙ୍କ […]

ଖେଳ

ସେରେନାଙ୍କ ସହ ଜଳଖିଆ ଖାଇବାକୁ ଚାହାନ୍ତି ସିନ୍ଧୁ

ହାଇଦ୍ରାବାଦ: ଟୋକିଓ ଅଲିମ୍ପିକ୍ସ ପାଇଁ କଠିନ ପ୍ରସ୍ତୁତ କରୁଥିବା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସକାଳୁ ସକାଳୁ ଦୋସା ଖାଇବାକୁ ବହୁତ ଭଲ ପାଆନ୍ତି। ବିଦେଶରେ ଥିଲା ବେଳେ ପୀଠାରେ ମନ ଭରନ୍ତି। ସାଥୀ ଖେଳାଳିଙ୍କ ସହ ଜଳଖିଆ ଖାଉଥିଲେ ମଧ୍ୟ ତାଙ୍କର ଏକ ଦୀର୍ଘ ଦିନର ସ୍ବପ୍ନ ରହିଛି। ଅନ୍ତର୍ଜାତୀୟ କ୍ରୀଡ଼ା ତାରକାଙ୍କ ମଧ୍ୟରେ ‌ଆମେରିକାର ମହିଳା ଟେନିସ୍ ଖେଳାଳି ସେରେନା ୱିଲିୟମ୍ସଙ୍କ ସହ ଜଳଖିଆ ଖାଇବାକୁ ସେ ଚାହାନ୍ତି। ଗୁରୁବାର ଦେଇଥିବା ଏକ ସାକ୍ଷାତକାର […]