ମନୋରଞ୍ଜନ

‘ହସିନ୍ ଦିଲ୍‌ରୁବା’

ଦକ୍ଷିଣୀ ସୁନ୍ଦରୀ ତାପସୀ ଏଇ କିଛି ଦିନ ହେବ ବଲିଉଡ୍‌ରେ ଟହଲ ମାରୁଛନ୍ତି। ଖାଲି ଟହଲ ମାରୁନାହାନ୍ତି ତ ମୁମ୍ବାଇ ମାୟାନଗରୀରେ ଷ୍ଟାର୍ ଖାନଦାନୀ ଏବଂ ଲବି; ଦୁଇଟି ବାଟରେ ଥିବା ଆଗଧାଡ଼ିର ଅଭିନେତ୍ରୀମାନଙ୍କୁ ନାକେଦମ୍ କରିଦେଉଛନ୍ତି। ତାପସୀ ବଛାବଛା ସିନେମାର ନାୟିକା ସୁଯୋଗ ଅନ୍ୟମାନଙ୍କ ହାତରୁ ଛଡ଼ାଇ ନେଉଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ‘ଚଷମେ ବଦୁର’ରୁ ବଲିଉଡ୍‌ରେ ପ୍ରବେଶ କରିଥିବା ତାପସୀ ପରେ ପିଙ୍କ୍, ରନିଙ୍ଗ୍ ଶାଦି, ଦ ଗାଜି ଆଟାକ୍, ନାମ ଶବାନା, ଜୁଡୱା-୨, ଦିଲ […]

ମନୋରଞ୍ଜନ

ପିକୁ ପଛର କଥା

ପାଞ୍ଚ ବର୍ଷ ପୂରି ‘ପିକୁ’କୁ ଛ’ବର୍ଷ ଚାଲିଲା। ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ୍‌ଙ୍କ ସହ ଏଥିରେ ପ୍ରମୁଖ ଭୂମିକାରେ ଥିବା ଇରଫାନ୍ ଖାନ୍ ଆଜି ଇହଜଗତରେ ନାହାନ୍ତି। ସମ୍ଭବତଃ ଇରଫାନ୍‌ଙ୍କ ଅନୁପସ୍ଥିତି ‘ପିକୁ’ ଫିଲ୍ମକୁ ଆହୁରି ସ୍ମରଣୀୟ କରିଦେଇଛି। ଆପଣ ଜାଣନ୍ତି କି ଏ ‘ପିକୁ’ ପଛରେ ପାଞ୍ଚଟି ଅଜଣା କଥା ରହିଛି। ଏଥିରେ ଟାଇଟଲ୍ ରୋଲ୍‌ରେ ଆମେ ଯାହାକୁ ଦେଖିଲେ ପ୍ରଥମେ ସିଏ ମନୋନୀତ ହେଇ ନଥିଲେ, ଅର୍ଥାତ୍ ଦୀପିକାଙ୍କ ସ୍ଥାନରେ ପ୍ରଥମେ ମନୋନୀତ ହେଇଥିଲେ […]

ରାଶିଫଳ

ଜୁନ୍‌ ୦୪ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଧାର୍ମିକ ମନୋବୃତ୍ତିର ହୋଇପାରନ୍ତି । ମିଷ୍ଟଭାଷୀ ଓ ବନ୍ଧୁପ୍ରେମୀ ହେବେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ । ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ । ରୋଗୀ- ଥଣ୍ଡାଜନିତ ରୋଗ ହୋଇପାରେ । ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ । କର୍ମଜୀବି- […]

ମନୋରଞ୍ଜନ

ମହାମାରୀ ସମୟରେ ପୁଣି ସାହାଯ୍ୟ ପାଇଁ ଆଗେଇ ଆସିଲେ ହ୍ରିତିକ ରୋଶନ, ଦାନ କଲେ ଏତିକି ଲକ୍ଷ ଟଙ୍କା

ମୁମ୍ବାଇ ୪।୬: ହ୍ରିତିକ ରୋଶନ ନିକଟରେ ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA) ର ସାଥୀ ସଦସ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଆସୋସିଏସନକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ହ୍ରିତିକ । ଏହାସହ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ପାଇଁ ରାସନ କିଟ୍ ମଧ୍ୟ ପ୍ରଦାନ କରିଛନ୍ତି । ଯାହା ୫ହଜାର ସଦସ୍ୟଙ୍କୁ ସହାୟକ ହେବ । କୋଭିଡ୍-୧୯ର ପ୍ରଥମ ଲହର ସମୟରେ ମଧ୍ୟ ହ୍ରିତିକ CINTAAକୁ ୨୫ଲକ୍ଷ ଟଙ୍କା […]

ମନୋରଞ୍ଜନ

ମିଛ ପରିଚୟ ପତ୍ର ପ୍ରସ୍ତୁତ କରି ଟିକା ନେଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ମିଛ ପରିଚୟ ପତ୍ର ପ୍ରସ୍ତୁତ କରି କୋଭିଡ ଟିକା ନେଲେ ଅଭିନେତ୍ରୀ | ଆଉ ଯାଞ୍ଚ ବେଳେ ଜଣାପଡ଼ିବାରୁ ଏବେ ଅସୁବିଧାରେ ପଡିଯାଇଛନ୍ତି ଲୋକପ୍ରିୟ ଧାରାବାହିକ ‘ଭାବି ଜୀ ଘର ପର ହେ’ର ଅନୀତା ବୋହୂ ଚରିତ୍ରରେ ଅଭିନୟ କରୁଥିବା ସୌମ୍ୟା ଟଣ୍ଡନ୍ | ଏକ ଜାଲ୍ ଆଇଡି(ପରିଚୟ ପତ୍ର) ତିଆରି କରି ସୌମ୍ୟା କୋଭିଡ୍ ଟିକା ନେଇଥିବା ମାମଲା ସାମ୍ନାକୁ ଆସିଛି । ଥାନେ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ଆଇଡି କାର୍ଡ ଯାଞ୍ଚ ସମୟରେ […]

ମନୋରଞ୍ଜନ

ମିଛ ପରିଚୟ ପତ୍ର ପ୍ରସ୍ତୁତ କରି ଟିକା ନେଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ମିଛ ପରିଚୟ ପତ୍ର ପ୍ରସ୍ତୁତ କରି କୋଭିଡ ଟିକା ନେଲେ ଅଭିନେତ୍ରୀ | ଆଉ ଯାଞ୍ଚ ବେଳେ ଜଣାପଡ଼ିବାରୁ ଏବେ ଅସୁବିଧାରେ ପଡିଯାଇଛନ୍ତି ଲୋକପ୍ରିୟ ଧାରାବାହିକ ‘ଭାବି ଜୀ ଘର ପର ହେ’ର ଅନୀତା ବୋହୂ ଚରିତ୍ରରେ ଅଭିନୟ କରୁଥିବା ସୌମ୍ୟା ଟଣ୍ଡନ୍ | ଏକ ଜାଲ୍ ଆଇଡି(ପରିଚୟ ପତ୍ର) ତିଆରି କରି ସୌମ୍ୟା କୋଭିଡ୍ ଟିକା ନେଇଥିବା ମାମଲା ସାମ୍ନାକୁ ଆସିଛି । ଥାନେ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ଆଇଡି କାର୍ଡ ଯାଞ୍ଚ ସମୟରେ […]

ଖେଳ

ଅବସର ପରେ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଜାଣନ୍ତୁ କେତେ ରହିଛି ମୋଟ ସମ୍ପତ୍ତି

ନୂଆଦିଲ୍ଲୀ ୦୪/ ୦୬ : ସଚିନ ତେନ୍ଦୁଲକର । ବିଶ୍ବ କ୍ରିକେଟରେ ଜଣେ ମାଇଲଖୁଣ୍ଟ । ପଡିଆ ମଧ୍ୟରେ ଯେ କେହି ତାଙ୍କ ଭଳି ହେବାକୁ ଉଚ୍ଛା କରନ୍ତି । କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ମହାନ କ୍ରିକେଟରମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠ କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୪ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ନିଜ ନାଁରେ କରିପାରିଛନ୍ତି ତେନ୍ଦୁଲକର । ଏହା ବାଦ ବିଜ୍ଞାପନ ଦୁନିଆରେ ମଧ୍ୟ ସେ […]

ଖେଳ

ଫୋବର୍ସ ଧନୀ ଖେଳାଳୀ ତାଲିକାରେ ଏକମାତ୍ର କ୍ରିକେଟର : ୨୨୯ କୋଟି ସହ ୫୯ ସ୍ଥାନରେ ବିରାଟ କୋହଲି

ନୂଆଦିଲ୍ଲୀ ୦୪/୬ : କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ କୋହଲି ଏକମାତ୍ର କ୍ରିକେଟର ଅଟନ୍ତି । ଗତବର୍ଷ ପ୍ରାୟ ୧୯୭ କୋଟି (୨୬ ମିଲିୟନ ଡ଼ଲାର) ସହ ୬୬ ତମ ସ୍ଥାନରେ ଥିବା କୋହଲି ଏବର୍ଷ ୫୯ ନମ୍ବର ତାଲିକାରେ ରହିଛନ୍ତି । ତାଙ୍କର ରୋଜଗାର ପ୍ରାୟ ୩୨ କୋଟି ଟଙ୍କା ବୃଦ୍ଧି […]

ମନୋରଞ୍ଜନ

ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ସୋସିଆଲ୍ ମିଡିଆରୁ ବ୍ରେକ୍ ନେଲେ ଅଙ୍କିତା ଲୋଖଣ୍ଡେ, ଲେଖିଲେ ଏମିତି…

ମୁମ୍ବାଇ ୦୩/୦୬: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବେଶ ସକ୍ରିୟ । ଅଙ୍କିତା ଅନେକ ସମୟରେ ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ତେବେ ବର୍ତ୍ତମାନ ଅଙ୍କିତା ସୋସିଆଲ ମିଡିଆଠାରୁ କିଛି ସମୟ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ମଧ୍ୟ ଏହି ସୂଚନା ଦେଇଛନ୍ତି। ଅଙ୍କିତା ଲୋଖଣ୍ଡେ ଇନଷ୍ଟାଗ୍ରାମରେ ଏକ ଟେକ୍ସଟ୍ ଇମେଜ୍ ସେୟାର କରିଛନ୍ତି। ଅଙ୍କିତାଙ୍କ ଫଟୋ […]

ରାଶିଫଳ

ଜୁନ୍‌ ୦୩ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଗୁରୁବାର ଆପଣଙ୍କ ଶୁଭଯାତ୍ରା ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରେ । କ୍ରୋଧ ସମ୍ବରଣ କଲେ ବହୁ ଶୁଭଫଳ ପ୍ରାପ୍ତି ହେବ । ବଦଖର୍ଚ୍ଚୀ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୮ । ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ । ରୋଗୀ- ବ୍ୟାୟାମ୍ କରିବା ଉଚିତ୍ । ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ । କର୍ମଜୀବି- ଉନ୍ନତିର […]