ମନୋରଞ୍ଜନ

ସାରିକାଙ୍କ ଶ୍ରୁତି

ଯେଉଁ ବୟସରେ ପିଲାମାନେ ବିଦ୍ୟାଳୟକୁ ଯିବା କଥା, ସେତେବେଳେ ସାରିକା ଠାକୁର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଏପରିକି ତାଙ୍କ ବାପା ଓ ମା’ଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା। ସାରିକା ଘର ଚଳାଇବା ପାଇଁ ଅଭିନୟକୁ ଧୀରେଧୀରେ ବୃତ୍ତି ଭାବେ ଆଦରି ନେଲେ। ହମ୍‌ରାଜ, ବେଟୀ, ଦେବୀ, ଖୁସ୍‌ବୁ, ରକ୍ଷାବନ୍ଧନ, ମଧୁମାଳତୀ, ଦେବତା, ଜାନି ଦୁଷ୍ମନ, କ୍ରାନ୍ତି, ଦୌଲତ, ମେହେରବାନି, ରେଜିଆ ସୁଲତାନ, ରାମ ତେରା ଦେଶ ଆଦି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ବିମୋହିତ […]

ମନୋରଞ୍ଜନ

ନୂଆ ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା‌’

ଅନନ୍ୟ ଏଣ୍ଟରଟେନମେଣ୍ଟ ନିବେଦିତ ପ୍ରଥମ ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’। ପ୍ରଭାତୀ ଆଚାର୍ଯ୍ୟ ପ୍ରଯୋଜିତ ଏଇ ନୂଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏନ୍. ପାଢ଼ୀ। ଏହାର କାହାଣୀ ପରିକଳ୍ପନା କରିଛନ୍ତି ଦୁର୍ଗା ଆଚାର୍ଯ୍ୟ ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଦୀପକ ଜେନା। ସଙ୍ଗୀତ ସଜାଇଛନ୍ତି ଜି. ଅଶୋକ କୁମାର। ଶତ୍ରୁତା ଓ ପ୍ରେମ; ଏଇ ଦୁଇଟି ପୃଷ୍ଠଭୂମିରେ ଛିଡ଼ା ହେଇଛି ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’ର କାହାଣୀ। ମହାଭାରତ କାହାଣୀ ପରି […]

ମନୋରଞ୍ଜନ

ସୁଟିଂ ପାଇଁ ସଜବାଜ

କୋଭିଡ୍ ସଂକ୍ରମଣରେ ମହାରାଷ୍ଟ୍ର ଏବଂ ଏହାର ରାଜଧାନୀ ମୁମ୍ବାଇ ସବୁଠୁ ଆଗରେ ଥିଲା। ମାତ୍ରାଧିକ ସଂକ୍ରମଣକୁ ଆକଳନ କରି ଏହାକୁ ଲେବେଲ୍-୩ ପର୍ଯ୍ୟାୟଭୁକ୍ତ କରାଯାଇଥିଲା। ଏବେ ଦେଖାଯାଉଛି ସଂକ୍ରମଣର ହାର କମୁଛି, ନିକଟ ଭବିଷ୍ୟତରେ ଏଠାକାର ପରିସ୍ଥିତି ଲେବେଲ-୨କୁ ଖସି ଆସିବ ବୋଲି ଆଶା କରାଯାଉଛି। ତେଣୁ ଲକଡାଉନ୍ ଓ ସଟଡାଉନ୍‌ରେ କୋହଳ କରାଯାଇ ଖୁବ୍‌ଶୀଘ୍ର ରାଜ୍ୟରେ ଅନଲକ୍ ଘୋଷଣା କରାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଫଳରେ କୋଭିଡ୍‌ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ […]

ଖେଳ

ମିଲ୍‌ଖା ସିଂହଙ୍କ ମୃତ୍ୟୁ ଗୁଜବ

ଚଣ୍ଡିଗଡ: କରୋନା‌ ନେଗେଟିଭ୍ ‌ହୋଇ ଡାକ୍ତରଖାନାରୁ ଛାଡ଼ ପାଇବା ପରେ ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ମହାନ ଧାବକ ମିଲ୍‌ଖା ସିଂହ ପୁନର୍ବାର ଚଣ୍ଡିଗଡର ପିଜିଆଇଏମଆର୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପ୍ରତି ସ୍ଥିର ରହିଛି। ତିନି ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚକିତ୍ସିତ ହେଉଛନ୍ତି ସେ। ତେବେ ଫ୍ଲାଇଂ ଶିଖ ଭାବେ ପରିଚିତ ମିଲ୍‌ଖା‌ଙ୍କୁ ନେଇ ସାମାଜିକ ଗଣମାଧ୍ୟରେ ଶନିବାର ସକାଳୁ ବହୁତ ଖରାପ ଖବର ଆସିଥିଲା। କରୋନାରେ ତାଙ୍କର ପର‌ଲୋକ ହୋଇଯାଇଛି ବୋଲି […]

ଖେଳ

ଆଇନଜୀବୀରୁ ଅଲିମ୍ପିଆନ୍, ଅଭିଷେକ ଟୋକିଓ ଅଲିମ୍ପିକ୍ସର ଅନ୍ୟତମ ପଦକ ଦାବିଦାର

ନୂଆଦିଲ୍ଲୀ: ଆଇନ ଓ ଇଞ୍ଜିନିୟରିଂର ମୋଟା ମୋଟା ବହି ପଢ଼ୁଥିଲା ବେଳେ ସୌଖିନ ଭାବେ ବନ୍ଧୁକ ଚଳାଇବା ଆରମ୍ଭ କରିଥିଲେ ସେ। ଏହି ଅଭ୍ୟାସ ଏବେ ତାଙ୍କ ଜୀବନର ଲକ୍ଷ୍ୟ ପାଲଟିଯାଇଛି। ଜଟିଳ ମାମଲା ପାରିଚାଳନା କରିବା ପରିବର୍ତ୍ତେ ଅଧିକାଂଶ ସମୟ ଏବେ ସେ ସୁଟିଂ ରେଞ୍ଜ୍‌ରେ କଟାଉଛନ୍ତି। ବିଶ୍ବର ଏକ ନମ୍ବର ବନ୍ଧୁକଚାଳକ ପାଲଟିବା ସହ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଦାବିଦାରଙ୍କ ମଧ୍ୟରୁ ସେ ହେଉଛନ୍ତି ପ୍ରମୁଖ। ଆମେ କହୁଛୁ ୧୦ ମିଟର ଏୟାର […]

ଖେଳ

ଏଜିସ୍ ବାୱେଲକୁ ଦେଖି କୋହଲି ଉଲ୍ଲସିତ, ଆଜିଠୁ ଭାରତୀୟ ଦଳର ଅଭ୍ୟାସ

ସାଉଥମ୍ପଟନ୍: ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌କୁ ନେଇ ଭାରତୀୟ କ୍ରିକେଟ୍ ଦଳ ବେଶ୍ ଉତ୍ସାହିତ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍ ଜିତି ପାରିଲେ ଆଇସିସି ତରଫରୁ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିବ କୋହଲି ବାହିନୀ। କ‌ରୋନା ଭୟାବହତା ଭିତରେ ନିରପେକ୍ଷ ସ୍ଥାନରେ ଖେଳାଯିବା ଏହି ମୁକାବିଲାକୁ ଅଧିକ ମହତ୍ବପୂର୍ଣ୍ଣ କରିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଖେଳି ନ୍ୟୁଜିଲାଣ୍ଡ ଏହି ପ୍ରତୀକ୍ଷିତ ମ୍ୟାଚ୍ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ। ବୃଷ: ଆପଣଙ୍କ ମନରେ ନୂଆ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଡାକ୍ତରଙ୍କର ସମାଜରେ ଖ୍ୟାତି ବଢ଼ିବ। ମିଥୁନ: କୌଣସି ଆହ୍ବାନକୁ ସହଜରେ ମୁକାବିଲା କରିପାରିବେ। ପୂର୍ବର ଭୁଲ୍ ପାଇଁ ପଶ୍ଚାତ୍ତାପ କରିବେ। ଆୟ ବ୍ୟୟ ସମାନ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। କର୍କଟ: ସବୁ […]

ମନୋରଞ୍ଜନ

ପ୍ରତିଶୃତି ପୂରଣ କଲେ ଭାଇଜାନ, ୨୫ ହଜାର ସିନେ କର୍ମଚାରୀଙ୍କ ଆକାଉଣ୍ଟକୁ ପଠାଇଲେ ସହାୟତା ରାଶି

ମୁମ୍ୱାଇ ୦୫/୦୬: କଥା ଦେଇଥିଲେ ଆଉ ଏବେ ପୂରଣ କଲେ । ସଲମାନ ସିନେ କର୍ମଚାରୀଙ୍କୁ ଦେଇଥିବା ସହାୟତା ରାଶି ସେମାନଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ ହୋଇଗଲାଣି । FWICE ପ୍ରେସିଡେଣ୍ଟ ବି.ଏନ୍ ତିୱାରୀ ଏହି ସୂଚନା ଦେଇଛନ୍ତି । ସଲ୍ଲୁ ମିଆଁ ୨୫ ହଜାର ଲୋକଙ୍କ ଆକାଉଣ୍ଟରେ ୧୫୦୦ ଲେଖାଏଁ ଟଙ୍କା ଦେବାକୁ ଘୋଷଣା କରିଥିଲେ । ଏହା ସହ ବି.ଏନ ତିଓ୍ୱାରୀ ଆହୁରି କହିଥିଲେ କି ଯେ, କିଏ ସେହି ୩ ଜଣ ଯାହା […]

ଖେଳ

ଅଲିମ୍ପିକ୍ସ ଲାଗି ସିନ୍ଧୁ ପ୍ରସ୍ତୁତ ଟୋକିଓ ଅଲିମ୍ପିକ୍ସ: ୪୯ ଦିନିଆ ଅବଗଣନା

ନୂଆଦିଲ୍ଲୀ : ଏକ ମାତ୍ର ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗତ ଥର ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବା ସିନ୍ଧୁ ଆଗାମୀ ଅଲିମ୍ପକ୍ସରେ ସ୍ବର୍ଣ୍ଣ ପଦକ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଗତଥରର ସ୍ବର୍ଣ୍ଣ ବିଜୟିନୀ ସ୍ପେନ୍‌ର କାରୋଲିନା ମାରିନ ଆହତ ଯୋଗୁଁ ଟୋକିଓ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି। ଫଳରେ ସିନ୍ଧୁ ପ୍ରମୁଖ ଦାବିଦାର ଭାବେ ଏହି ବହୁଦେଶୀୟ ପ୍ରତିଯୋଗିତାରେ ଓହ୍ଲାଇବେ। ଏଥିପାଇଁ ସେ […]

ମନୋରଞ୍ଜନ

ହାତକୁ ଦି ହାତ ହେଲେ ୟାମି ଗୌତମ, କାହାକୁ ବିବାହ କଲେ ଜାଣିଛନ୍ତି କି?

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି। ଆଦିତ୍ୟ ଧର ଏବଂ ୟାମି ଗୌତମ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ଏକାଠି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଦମ୍ପତ୍ତିଙ୍କର ବିବାହ ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ଏବଂ ଏହା ଭାଇରାଲ ହେବାରେ ଲାଗିଛି। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ୟାମି ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି । ୟାମି ନିଜର […]