ଟେଷ୍ଟ୍ ପଦାର୍ପଣ ପରେ ରବିନସନ୍ ନିଲମ୍ବିତ, ରଙ୍ଗଭେଦ ଟ୍ବିଟ୍ ମହଙ୍ଗା ସାବ୍ୟସ୍ତ
ଲଣ୍ଡନ: ଇଂଲଣ୍ଡର ଯୁବ ଦ୍ରୁତ ବୋଲର ଓଲି ରବିନସନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ ହେବାର ମାତ୍ର କିଛି ଦିନ ଭିତରେ ପଥଚ୍ୟୁତ ହୋଇଛି। ୯ ବର୍ଷ ତଳେ କରିଥିବା ସିରିଜ୍ ଜାତିଆଣ ଓ ରଙ୍ଗଭେଦ ଟ୍ବିଟ୍ ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଭଳି ଆଚରଣ ଓ ବିଶୃଙ୍ଖଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ତାଙ୍କୁ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ […]