ମନୋରଞ୍ଜନ

କରୋନା କାଳରେ ବଢ଼ୁଥିବା ଦୁଷ୍କର୍ମ ମାମଲାକୁ ନେଇ ମୁହଁ ଖୋଲିଲେ ରକୁଲ ପ୍ରୀତ ସିଂହ, କହିଲେ- ମୋର ରକ୍ତ …

ନୂଆଦିଲ୍ଲୀ ୦୯/୦୬: ବଲିଉଡରେ ସେଲ୍ଫମେଡ୍ ଷ୍ଟାର୍ ଭାବରେ ଜଣାଶୁଣା ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନା କାଳରେ ମହିଳାଙ୍କ ସହ ବଳାତ୍କାର ମାମଲା ବଢୁଥିବା କାରଣରୁ ଅତ୍ୟଧିକ ଆଘାତପ୍ରାପ୍ତ ଏବଂ କ୍ରୋଧିତ ହୋଇଛନ୍ତି । ଏହି ପ୍ରସଙ୍ଗରେ ଅଭିନେତ୍ରୀ କହିଛନ୍ତି ଯେ ଯଦି ଏହି ସଙ୍କଟରେ ମଣିଷ ମାନବିକତା ପ୍ରତି ଜାଗ୍ରତ ହୋଇ ନାହିଁ, ତେବେ ସେ କେବେ ଜାଗ୍ରତ ହେବେ? ରକୁଲ ପ୍ରୀତ ସିଂହ କହିଛନ୍ତି ଯେ ଦୈନନ୍ଦିନ ଖବରରେ ସବୁଠାରୁ ଅଧିକ ବଳାତ୍କାର ଏବଂ […]

ମନୋରଞ୍ଜନ

ପଞ୍ଜାବୀ ପପ୍ ଗାୟକ ଜାଜି ବିଙ୍କ ଟ୍ୱିଟର୍ ଆକାଉଣ୍ଟ୍ ଭାରତରେ ବ୍ଲକ୍, ବିବାଦୀୟ ପୋଷ୍ଟ ଯୋଗୁଁ ନିଆଯାଇଛି ଏହି ପଦକ୍ଷେପ

ନୂଆଦିଲ୍ଲୀ ୦୯/୦୬: ପଞ୍ଜାବୀ ପପ୍ ଗାୟକ ଜାଜି ବିଙ୍କ ଗୀତ ଭାରତରେ ବହୁତ ପସନ୍ଦ କରାଯାଏ, କିନ୍ତୁ ଆଜିକାଲି ଗାୟକ ତାଙ୍କର କୌଣସି ନୂତନ ଗୀତ ହେତୁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ, ତାଙ୍କ ଗୀତ ଅପେକ୍ଷା ଅଧିକ ସାମାଜିକ ପ୍ରସଙ୍ଗରେ ନିଜର ବିବାଦୀୟ ମତ ପ୍ରକାଶ କରୁଥିବାରୁ ପ୍ରସିଦ୍ଧ ପଞ୍ଜାବୀ ପପ୍ ଗାୟକ ଜାଜି ବିଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରାଯାଇଛି। ଗାୟକଙ୍କ ଉପରେ କୃଷକଙ୍କ ଆନ୍ଦୋଳନ ଅଧୀନରେ ଉତ୍ତେଜକ […]

ମନୋରଞ୍ଜନ

କ୍ୟାଟ୍ରିନା ଏବଂ ବିକିଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ କଲେ ହର୍ଷବର୍ଦ୍ଧନ, କହିଲେ ରିଲେସନସିପରେ ଅଛନ୍ତି ଉଭୟ

ନୂଆଦିଲ୍ଲୀ ୦୯/୦୬: ବଲିଉଡ ଇଣ୍ଡଷ୍ଟ୍ରିରୁ ରଣବୀର କପୁରଙ୍କ ସହ ବ୍ରେକଅପ୍ ପରେ ବିକି କୌଶଲଙ୍କ ସହ କ୍ୟାଟ୍ରିନା କୈଫଙ୍କ ସମ୍ପର୍କର ଖବର ସାମ୍ନାକୁ ଆସୁଛି। ଯଦିଓ କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ ନିଜ ଲଭ୍ ଆଙ୍ଗେଲକୁ ସର୍ବସାଧାରଣଙ୍କ ଆଗରେ ସ୍ୱୀକାର କରିନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ତାଙ୍କର ରୋମାଣ୍ଟିକ ଫଟୋ ପୁରା କାହାଣୀ କହିଛି । ଯାହା ପରେ କ୍ୟାଟ୍ରିନା, ବିକିଙ୍କୁ ଡେଟ୍ କରୁଛନ୍ତି ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ଅନିଲ […]

ରାଶିଫଳ

ଜୁନ୍‌ ୦୮ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ପୂର୍ବସମସ୍ୟା ଆଜି ହଠାତ୍ ସମାଧାନ ହୋଇଯିବ । କୃତ୍ତିକା ନକ୍ଷତ୍ରକୁ ବାକ୍ ଅସଂଯମତା ୍େ‌ାଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଶୁଣାକଥାକୁ ବିଶ୍ୱାସ କରି ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ । ଚାଷୀ- ଶ୍ରମ ସାର୍ଥକ ହେବ । ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ । ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ । କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ । ବ୍ୟବସାୟୀ- ଅର୍ଥ ଲାଭ […]

ମନୋରଞ୍ଜନ

କରୋନାରୁ ବର୍ତ୍ତିବା ପାଇଁ ଯଜ୍ଞ କରିବାକୁ କହିଲେ ହେମା: ଟ୍ରୋଲ୍ ହେଲା ପରେ ଡିଲିଟ୍ କଲେ ପୋଷ୍ଟ

ନୂଆଦିଲ୍ଲୀ ୦୮/୦୬: ଦେଶରେ କରୋନା ଭାଇରସ୍ ମାମଲା କ୍ରମାଗତ ହ୍ରାସ ପାଉଛି। ସଙ୍କଟ ସମୟରେ, ସେଲିବ୍ରେଟମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି । ଏଥି ସହିତ, କେତେକ ସେଲିବ୍ରେଟ୍ ମଧ୍ୟ ଲୋକଙ୍କୁ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ପରାମର୍ଶ ଦେଉଛନ୍ତି । ନିକଟରେ ଅଭିନେତ୍ରୀ ହେମା ମାଳିନୀ କରୋନା ମହାମାରୀକୁ ରୋକିବା ପାଇଁ ଏପରି ଏକ ପରାମର୍ଶ ଦେଇଥିଲେ ଯେ ଲୋକମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ । ହେମା ମାଳିନୀ […]

ମନୋରଞ୍ଜନ

କୋଏମ୍ବାଟୁରରେ ସୋନୁ ସୁଦ ଫାଉଣ୍ଡେସନ୍ ପକ୍ଷରୁ ଖୋଲିଲା ଅମ୍ଳଜାନ କେନ୍ଦ୍ର

କୋଏମ୍ବାଟୁର ୮/୬: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଚାରିଟି ସଂସ୍ଥା ସୋନୁ ସୁଦ ଫାଉଣ୍ଡେସନ ଏବଂ Swag ERT ତରଫରୁ କୋଏମ୍ୱାଟୁରରେ ଖୋଲିଲା ତତ୍କାଳ ଅକ୍ସିଜେନ୍ କେନ୍ଦ୍ର । ଏହି କେନ୍ଦ୍ରଟି କେବଳ ଅଭାବୀ ତଥା ଯେଉଁମାନଙ୍କର ଅକ୍ସିଜେନ ଦରକାର ସେମାନଙ୍କୁ ମାଗଣାରେ ଯୋଗାଇଦେବ । ଚିକିତ୍ସା ସମୟରେ ଯେଉଁମାନଙ୍କର ଅକ୍ସିଜେନ ନିହାତି ଆବଶ୍ୟକ ରହିଛି ସେମାନେ ଗୋଟିଏ କଲ କଲେ ସଂଗେ ସଂଗେ ଅମ୍ଲଜାନ ପହଞ୍ଚାଇଦିଆଯିବ । ଏଥିପାଇଁ ଗୋଟିଏ ତାମିଲନାଡୁର(706999996) ହେଲ୍ପଲାଇନ ନମ୍ୱର ଜାରି […]

ମନୋରଞ୍ଜନ

ସୋନୁ ସୁଦଙ୍କୁ ସାହାଯ୍ୟ ମାଗିବାକୁ ହାଇଦ୍ରାବାଦରୁ ମୁମ୍ବାଇ ପଦଯାତ୍ରାରେ ବାହାରିଲେ ଯୁବକ

ହାଇଦ୍ରାବାଦ ୦୮/୦୬ : ତେଲେଙ୍ଗାନା ବିକାରବାଦ ଜିଲ୍ଲାର ଇଣ୍ଟରମିଡିଏଟର ଜଣେ ଛାତ୍ର ଅଭିନେତା ସୋନୁ ସୁଦଙ୍କୁ ସାକ୍ଷାତ କରିବାକୁ ହାଇଦ୍ରାବାଦରୁ ମୁମ୍ବାଇ ଚାଲି ଚାଲି ଆସୁଛନ୍ତି । ଦୋମା ମଣ୍ଡଳ ସ୍ଥିତ ଦୋରାନପଲ୍ଲି ଗାଁର ଭେଙ୍କଟେସ ଇଣ୍ଟରମିଡିଏଟ ଦ୍ୱିତୀୟ ବର୍ଷ ଛାତ୍ର । ଟଙ୍କା ମା’ଙ୍କ ଦେହାନ୍ତ ହୋଇଯାଇଛି । ବାପା ଅଟୋ ରିକ୍ସା ଚଳାନ୍ତି । ଭେଙ୍କଟେସଙ୍କ ପିତା ଫାଇନାନ୍ସରେ ଏକ ଅଟୋ ରିକ୍ସା ଆଣିଥିଲେ । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ତାଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଚେସ୍ ଖେଳରେ ବି ମାହିର: ବିଶ୍ୱ ଚାମ୍ପିୟନ୍ ବିଶ୍ୱନାଥନ ଆନନ୍ଦଙ୍କୁ ଦେବେ ଟକ୍କର

ମୁମ୍ବାଇ ୦୮/୦୬: ବଲିଉଡର ସୁପରଷ୍ଟାର ଅମୀର ଖାନ କେବଳ ଅଭିନୟରେ ନୁହଁନ୍ତି ଚେସର ମଧ୍ୟ ମାଷ୍ଟର ଏବଂ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ତାଙ୍କ ପ୍ରତିଭା ବିଷୟରେ ଅନେକ ଥର ଅବଗତ କରାଇଛନ୍ତି। ଅଭିନେତା ଚେସ୍ ପ୍ରତି ଅନେକ ଥର ନିଜର ଦୁର୍ବଳତା ମଧ୍ୟ ପ୍ରକାଶ କରିଛନ୍ତି। କିନ୍ତୁ, ବର୍ତ୍ତମାନ ସୁପରଷ୍ଟାର ଅମୀର ଖାନଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ଅଛି । ପାଞ୍ଚ ଥର ବିଶ୍ୱ ଚାମ୍ପିୟନ୍ ହୋଇଥିବା ବିଶ୍ୱନାଥନ ଆନନ୍ଦଙ୍କ ସହ ଅମୀର ଖାନ […]

ମନୋରଞ୍ଜନ

ରାହା ଖୋଜୁଥିବା ମଣିଷର ସାହା

କରୋନା ମହାମାରୀ ଅନେକଙ୍କୁ ଅନାଥ ଓ ଅସହାୟ କରିଦେଇଛି। ସେମାନଙ୍କୁ ସାହାଯ୍ୟ କରିବାକୁ କେତକ ସହୃଦୟ ବ୍ୟକ୍ତି ମଧ୍ୟ ଆଗେଇଆସିଛନ୍ତି। ଅନ୍ୟମାନଙ୍କ କଥା ଯାହା ହେଉ ବିଶେଷ କରି ରଙ୍ଗିନ ଦୁନିଆରେ ଥିବା ତାରକାମାନେ ମଧ୍ୟ ଏ ଦୁଃସମୟରେ ଯେ ସାଧାରଣ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ବଲିଉଡର ସୋନୁ ସୁଦ ହୁଅନ୍ତୁ ବା ଓଲିଉଡର ସବ୍ୟସାଚୀ। ଏମାନଙ୍କ ବ୍ୟତୀତ ଆହୁରି ଅନେକ ନାମକରା କଳାକାର କୋଭିଡ୍ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରୁଛନ୍ତି। […]

ମନୋରଞ୍ଜନ

ତାରକା ପତ୍ନୀଙ୍କ ଅସଲ କଥା

ପ୍ରଯୋଜକ କରନ ଜୋହର ବଲିଉଡର ଏକ ଗୁମର ଖୋଲିଛନ୍ତି। ଅତିସୁନ୍ଦର ଜୀବନ ଜିଉଥିବା ତାରକା ପତ୍ନୀମାନେ ଅନ୍ୟର ବିପଦବେଳେ ବି ଶୋକବ୍ୟକ୍ତ କରନ୍ତି ନାହିଁ। ଏଭଳି କେତେଜଣ ବଲିଉଡ୍ ୱାଇଫ୍‌ଙ୍କ ଲାଇଫ୍ ଷ୍ଟାଇଲକୁ ନେଇ ପ୍ରସ୍ତୁତ ୱେବ ସିରିଜ ଗତବର୍ଷ ନେଟଫ୍ଲିକ୍ସରେ ପ୍ରସାରିତ ହେଇଥିଲା। ଏହି ଫିଲ୍ମ ଦେଖିବା ପରେ କରନଙ୍କ ମନେପଡ଼ିଥିଲା ଅତୀତର ଏମିତି ଏକ ସତସତିକା ଘଟଣା। ଭାବନା ପାଣ୍ଡେ, ମାହିପ କପୁର, ସୀମା‌ ଖାନ୍ ଓ ନୀଲମ୍ କୋଠାରୀଙ୍କ ସହ କରନ ଏକଦା […]