କାମ ନଥିଲା, ଏଥିପାଇଁ ଟ୍ୟାକ୍ସ ଭରିବାରେ ବିଳମ୍ବ ହେଲା, ସରକାର ଚାହିଁଲେ ସୁଧ ନେଇ ପାରିବେ: କଙ୍ଗନା
ମୁମ୍ବାଇ ୦୯।୦୬: ଅଭିନେତ୍ରୀ କଙ୍ଗନା ରଣାଓ୍ଵତ କରୋନା କାଳରେ ଠିକ୍ରେ ନିଜର ଟ୍ୟାକ୍ସ ପୈଠ କରି ପାଆନ୍ତି। ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି କଙ୍ଗନା ରଣାଓ୍ଵତ। ସେ କହିଛନ୍ତି, ମୁଁ ବଲିଉଡରେ ସବୁଠୁ ଅଧିକ ଟଙ୍କା ପାଉଥିବା ଅଭିନେତ୍ରୀ ହୋଇଥିଲେ ବି ବର୍ତ୍ତମାନ ସମୟରେ କର ପୈଠ କରି ପାରୁ ନାହିଁ। ଏହାର କାରଣ ତାଙ୍କ ପାଖରେ କୌଣସି କାମ ନଥିଲା। ସେ ମଙ୍ଗଳବାର ରାତିରେ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ତାଙ୍କୁ ଏବେ ସରକାରଙ୍କୁ […]