ପଚିଶ ବର୍ଷ ପରେ ଖିଲାଡ଼ିଓଁ କା ଖିଲାଡ଼ି
ପଚିଶ ବର୍ଷ ତଳେ ଆକ୍ସନ୍ ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଚଳଚ୍ଚିତ୍ର ‘ଖିଲାଡ଼ିଓଁ କା ଖିଲାଡ଼ି’ରେ ଦେଖିବାକୁ ମିଳିଥିଲା। ଏଥିରେ ଅକ୍ଷୟଙ୍କ ବିପକ୍ଷର ନାୟିକା ଥିଲେ ରବୀନା ଟଣ୍ଡନ। ପୁଣି ସୁନ୍ଦରୀ ରେଖା ମଧ୍ୟ ଏଥିରେ ଅକ୍ଷୟଙ୍କ ସହ ରିଲ୍ ରୋମାନ୍ସ କରିଥିଲେ। ଆଉ ଭିଲିଆନ୍ ଥିଲେ ଗୁଲସନ୍ ଗ୍ରୋଭର। ଉମେଶ ବର୍ମାଙ୍କ ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରଟି ସେତେବେଳେ ସୁପରହିଟ୍ ହେଇଥିଲା। ତେବେ ପଚିଶ ବର୍ଷ ପରେ ଅକ୍ଷୟ କାହିଁକି ମନେପକେଇଛନ୍ତି ଏଇ ଫିଲ୍ମର ପ୍ରଚ୍ଛଦ କଥା। ନିଜ […]