ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ୍; ବିୟୁମଣ୍ଟ ଓ ନାଇଟ୍ଙ୍କ ଅର୍ଦ୍ଧଶତକ: ଇଂଲଣ୍ଡ ୨୬୯/୬
ବ୍ରିଷ୍ଟଲ: ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏକ ଟେଷ୍ଟ୍ ମ୍ୟାଚ୍ରେ ଅବତୀର୍ଣ୍ଣ ହୋଇଛି। ବୁଧବାରଠାରୁ ଏଠାରେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଆରମ୍ଭ ହୋଇଥିଲା ବେଳେ ଭାରତର ୫ ଜଣ ଖେଳାଳି ପଦାର୍ପଣ କରିଛନ୍ତି। ଏହି ପ୍ରତୀକ୍ଷିତ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ସତ୍ତ୍ବେ ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଘରୋଇ ଦଳ ୯୨ ଓଭର ଖେଳି ୬ […]