ଦେଶ ବିଦେଶ ମନୋରଞ୍ଜନ

ବାପାଙ୍କ ସ୍ମୃତିରେ ‘ୟସ ଜୋହର ଫାଉଣ୍ଡେସନ୍’ ଗଠନ କଲେ କରନ, ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କୁ କରିବେ ସାହାଯ୍ୟ

ମୁମ୍ବାଇ ୧୯/୦୬: କୋଭିଡ -୧୯ ମହାମାରୀର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ଭାରତୀୟ ମନୋରଞ୍ଜନ ଶିଳ୍ପ ସହିତ ଜଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫିଲ୍ମ ନିର୍ମାତା କରନ ଜୋହର ତାଙ୍କ ବାପା ତଥା ଫିଲ୍ମ ନିର୍ମାତା ୟଶ ଜୋହରଙ୍କ ନାମରେ ଏକ ଫାଉଣ୍ଡେସନର ଆରମ୍ଭ କରିଛନ୍ତି । କରନ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଥିବା ଏକ ପୋଷ୍ଟରେ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆର୍ଥିକ ସହାୟତା, ସ୍ୱାସ୍ଥ୍ୟ, ଶିକ୍ଷା […]

ଦେଶ ବିଦେଶ ମନୋରଞ୍ଜନ

‘ଖତ୍ରୋଁ କେ ଖିଲାଡି ୧୧’ ସେଟରେ ଆହାତ ହେଲେ ବରୁଣ ସୁଦ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ ୧୯/୦୬: ଟିଭି ରିଆଲିଟି ଶୋ ‘ଖତ୍ରୋଁ କେ ଖିଲାଡି ୧୧’ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ସୂଚନା ଆସିଛି ଯେ ଶୁଟିଂ ସମୟରେ ପ୍ରତିଯୋଗୀ ବରୁଣ ସୁଦ ଏକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ବେଳେ ଗୁରୁତର ଆହତ ହୋଇଛନ୍ତି । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଚାରି-ପାଞ୍ଚ ଦିନ ପୂର୍ବେ ଏକ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ବରୁଣ ସେଟରେ ଆହତ ହୋଇଥିଲେ। […]

ଖେଳ

ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ଦେହାନ୍ତ: ୯୧ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ, ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଚଣ୍ଡୀଗଡ଼ ୧୯/୬ : ଆଉ ନାହାଁନ୍ତି ଫ୍ଲାଇଂ ଶିଖ୍ ଭାବେ ପରିଚିତ ତଥା କିମ୍ୱଦନ୍ତି ଧାବକ ମିଲଖା ସିଂହ । ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତକାଲି ବିଳମ୍ୱିତ ରାତିରେ ଚଣ୍ଡିଗଡ଼ର ପିଜିଆଇରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମିଲଖା । ଗତ ପାଞ୍ଚ ଦିନ ତଳେ ପତ୍ନୀ ନିର୍ମଲଙ୍କୁ ତାଙ୍କୁ ଛାଡି ଚାଲିଯାଇଥିଲେ । ଆଉ ଏବେ ଜୀବନ ଯୁଦ୍ଧରେ ଲଢି ଲଢି ସବୁଦିନ ଆଖିବୁଜିଛନ୍ତି ମିଲଖା । ତାଙ୍କ ବିୟୋଗରେ […]

ଖେଳ

WTC ଫାଇନାଲରେ ବର୍ଷା ପାଇଁ ବଢୁଛି ଟେନସନ୍ : ମ୍ୟାଚ୍ ଡ୍ର’ ହେଲେ କିଏ ହେବ ଚାମ୍ପିଅନ ? ଏମିତି ରହିଛି ଆଇସିସି ନିୟମ

ଲଣ୍ଡନ,୧୯/୦୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି । ବର୍ଷା କାରଣରୁ ପ୍ରଥମ ଦିନ ଖେଳ ଆରମ୍ଭ ହୋଇପାରି ନାହିଁ । ସାଉଥମ୍ପଟନରେ ଲଗାତର ବର୍ଷା ପାଇଁ ପ୍ରଥମ ଦିନର ଖେଳକୁ ରବ୍ଦ କରିଦିଆଯାଇଛି । ଷ୍ଟାଡିୟମରେ ଗୁରୁବାର ରାତିସାରା ବର୍ଷା ହେଉଥିଲା । ପୂର୍ବରୁ ମଧ୍ୟ ବର୍ଷା ହେବା ନେଇ ଆଶଙ୍କା କରାଯାଉଥିଲା । ଆକ୍ୟୁଓ୍ୱେଦର୍ ମଧ୍ୟ ୧୮ରୁ ୨୨ ଯାଏଁ ସାଉଥମ୍ପଟନରେ […]

ଖେଳ

ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବିତ

ସାଉଥହମ୍ପଟନ : ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ବିଳମ୍ବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଟସ ପଡ଼ିନଥିବାବେଳେ ମ୍ୟାଚର ପ୍ରଥମ ସେସନକୁ ବାତିଲ କରିଦିଆଯାଇଛି । ତେବେ ସାଉଥହମ୍ପଟନରେ କେବଳ ଆଜି ନୁହେଁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ବ୍ରିଟିଶ ପାଣିପାଗ ବିଭାଗ । ଏଣୁ ମ୍ୟାଚର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି […]

ରାଶିଫଳ

ଜୁନ୍‌ ୧୮ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦୀର୍ଘଦିନରୁ ଅଟକି ରହିଥିବା କାମକୁପୁରା ଦମ୍ ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ପରିଜନଙ୍କ ସହିତ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ । ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ । ରୋଗୀ- ଅସୁସ୍ଥ ଅନୁଭବ କରିବେ । ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ । କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ । ବ୍ୟବସାୟୀ- ନୂଆ ଡିଲ୍ […]

ଖେଳ

ଆଜି ଐତିହାସିକ ଟେଷ୍ଟ ଫାଇନାଲ, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ସାଉଥମ୍ପଟନ ୧୮।୦୬: ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ। ଏହି ଲଢ଼େଇ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ ସିପର ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ଆଇସିସି ଟ୍ରଫି ଲକ୍ଷ୍ୟରେ ରହିଛନ୍ତି ବିରାଟ କୋହଲି । ୨୦୧୯ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଅନେକ ମହତ୍ବପୂର୍ଣ୍ଣ […]

ଖେଳ

ଟୋକିଓ ପାଇଁ ଟିକେଟ୍‌, ୧୬ଜଣିଆ ପୁରୁଷ ହକି ଟିମ୍‌ରେ ୨ଓଡ଼ିଆ

ନୂଆଦିଲ୍ଲୀ ୧୮।୦୬ : ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଛି ଭାରତୀୟ ପୁରୁଷ ହକି ଦଳ । ଏହି ୧୬ଜଣିଆ ଟିମରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ବିରେନ୍ଦ୍ର ଲାକ୍ରା ଓ ରୋହିତ ଅମିତ ଦାସ ଦଳରେ ସାମିଲ କରାଯାଇଛି। ଏନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ଟୋକିଓ ଅଲମ୍ପିକ୍ସରେ ବହୁ ଯୁବ ତାରକା ଡେବ୍ୟୁ କରିବେ। ତେବେ ଘୋଷଣା ହୋଇଥିବା ୧୬ ଜଣିଆ ପୁରୁଷ ହକି ଟିମରେ ପି […]

ମନୋରଞ୍ଜନ

କାଷ୍ଟିଂ କାଉଚର ସାମ୍ନା କରିଥିଲେ ନୀନା ଗୁପ୍ତା, ପାଦରେ ଏଡାଇ ଚାଲି ଆସିଥିଲେ ନିର୍ମାତାଙ୍କ ଅଫର୍

ମୁମ୍ବାଇ ୧୮/୦୬: ବଲିଉଡର ଦମଦାର ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନୀନା ତାଙ୍କ ଜୀବନର ଅଧିକାଂଶ ସ୍ତରକୁ ତାଙ୍କ ଆତ୍ମଜୀବନୀ ‘ସଚ୍ କହୁଁ ତୋ’ରେ ଖୋଲି ରଖିଦେଇଛନ୍ତି । ଅଭିନେତ୍ରୀଙ୍କ ଖୁଲାସା ଆଶ୍ଚର୍ଯ୍ୟଜନକ। ଫିଲ୍ମ ଜଗତରେ କାଷ୍ଟିଂ କାଉଚ୍ ବିଷୟରେ ଅନେକ ଥର କଥା ସାମ୍ନାକୁ ଆସିଛି । ଥରେ, ଟିଭି ନ୍ୟୁଜ୍ ର ଷ୍ଟିଙ୍ଗ୍ ଅପରେସନ୍ ରେ ଅନେକ ବଡ ଷ୍ଟାରମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗରେ ନୀନା […]

ମନୋରଞ୍ଜନ

ପ୍ରଥମ ଥର ବାୟୋପିକରେ ନଜର ଆସିବେ ସଲମାନ୍, ‘ବ୍ଲାକ୍ ଟାଇଗର୍’ ଚରିତ୍ରରେ ଅଭିନୟ କରିବେ ଭାଇଜାନ୍

ମୁମ୍ବାଇ ୧୮/୦୬: ସଲମାନ ଖାନ ତାଙ୍କର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ ପୂର୍ବରୁ କରିନାହାଁନ୍ତି । ସଲମାନ ଖାନ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ବାୟୋପିକ କରିବାକୁ ଯାଉଛନ୍ତି। ତାଙ୍କର ଶେଷ ଫିଲ୍ମ ସେତେ ସଫଳ ହୋଇପାରିଲା ନାହିଁ ଯେତିକି ସେ ଆଶା କରିଥିଲେ। ସେଥିପାଇଁ ସେ ତାଙ୍କର ଆଗାମୀ ଫିଲ୍ମଗୁଡ଼ିକର ଲାଇନ୍ ଅପ୍ ଉରେ ପୁନର୍ବିଚାର କରୁଛନ୍ତି । କମେଡି, ଡ୍ରାମା, ଆକ୍ସନ୍, […]