ଖେଳ

ମିଲଖା ସିଂହ, ଡକାଡକି ହୋଇ ଚାଲିଗଲେ ପତି-ପତ୍ନୀ

କ୍ରୀଡ଼ା ଜଗତର ବହୁ ଅନନ୍ୟ ସଫଳତା ସହ ବ୍ୟକ୍ତିଗତ ଜୀବନର ସଫଳ ପ୍ରେମ କାହାଣୀ ପାଇଁ ମଧ୍ୟ ମିଲଖା ବେଶ୍ ଚର୍ଚ୍ଚିତ ହୋଇଥିଲେ। ପତ୍ନୀ ତଥା ଭାରତୀୟ ଭଲିବଲ୍ ଦଳର ସେତେବେଳର ଅଧିନାୟିକା ନିର୍ମଳ କୌରଙ୍କର ଦେଖା ସାକ୍ଷାତ ଶ୍ରୀଲଙ୍କାର ସିଲନଠାରେ ହୋଇଥିଲା। ପ୍ରଥମଦେଖାରେ ହିଁ ମିଲଖା ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ୧୯୬୨ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନିର୍ମଳ ମଧ୍ୟ ପଞ୍ଜାବ ସରକାରଙ୍କ ବରିଷ୍ଠ ଅଧିକାରୀ ଥିଲେ। ମିଲଖାଙ୍କ ସହ ନର୍ମଳ ମଧ୍ୟ ଗତମାସରେ […]

ମନୋରଞ୍ଜନ

କଣ୍ଠଶିଳ୍ପୀରୁ ବିଚାରକ, କୋଟି କୋଟି ଓଡିଆଙ୍କ କଣ୍ଠରେ ରାଜ୍ କରୁଥିବା ତପୁଙ୍କୁ ଝୁରୁଛି ସଂଗୀତ ଜଗତ

ଭୁବନେଶ୍ୱର ୨୦/୬ : ତପୁ ମିଶ୍ର । କୋଟି କୋଟି ଓଡିଆଙ୍କ କଣ୍ଠରେ ଶୁଣିବାକୁ ମିଳେ ତାଙ୍କରି ଗୀତ । ସେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ଏହାଛଡ଼ା ତପୁ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାରେ ଜଣେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଯେଉଁଥିରେ ତାଙ୍କ ସହ […]

ଖେଳ

ୱିମ୍ବଲଡନ୍‌ରୁ ଓହରିଲେ ଓସାକା

ଲସ୍‌ ଏ‌ଞ୍ଜେଲ୍ସ : ସାମ୍ବାଦିକ ସମ୍ମିଳନୀ ବିବାଦ ଯୋଗୁଁ ଫ୍ରେଞ୍ଚ୍‌ ଓପନ୍‌ ଦ୍ବିତୀୟ ରାଉଣ୍ଡରୁ ଓହରି ଯାଇଥିବା ଜାପାନ ‌ମହିଳା ଟେନିସ ତାରକା ନାଓମି ଓସାକାଙ୍କୁ ମଧ୍ୟ ୱିମ୍ବଲଡନ୍‌ରେ ଦେଖିବାକୁ ମିଳିବନି। ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ୱିମ୍ବଲଡନ୍‌ ଓପନ୍‌ରୁ ୨୩ ବର୍ଷୀୟ ଓସାକା ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗୁରୁବାର ତାଙ୍କ ଏଜେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ‘‘ଚଳିତ ବର୍ଷ ନାଓମି ୱିମ୍ବଲଡନ୍‌ରେ ଖେଳିବେନି, ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କୁ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ଦିନଟି ଶୁଭ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପ୍ରେମ ଜୀବନ ମଧୁର ହେବ। ବୃଷ: ମନରେ ସକାରାତ୍ମକ ଭାବନା ରହିବ। ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ହେବେ। ବ୍ୟବସାୟ ବୃଦ୍ଧିର ଯୋଗ ରହିଛି। ଖେଳାଳିମାନଙ୍କ ଲାଗି ଦିନଟି ଭଲ। ମିଥୁନ: ବ୍ୟକ୍ତିତ୍ବକୁ ବିକଶିତ ପାଇଁ ଚେଷ୍ଟା କରିବେ। ଲୋକଙ୍କ ସାହାଯ୍ୟରେ ବେପାରକୁ ବୃଦ୍ଧି କରାଇବେ। ଚାକିରିଜୀବୀ ଆଶା ଅନୁଯାୟୀ ବଦଳି ହୋଇପାରନ୍ତି। କର୍କଟ: କୌଣସି କାମ ସଂପୂର୍ଣ୍ଣ […]

ମନୋରଞ୍ଜନ

ଜମ୍ମୁ-କଶ୍ମୀରର ଏକ ସ୍କୁଲ୍‌ ନିର୍ମାଣ କାର୍ଯ୍ୟ ପାଇଁ ୧ କୋଟି ଟଙ୍କା ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର କିଛି ଦିନ ଅନ୍ତରରେ କିଛି ନା କିଛି ସାମାଜିକ କଲ୍ୟାଣ କାର୍ଯ୍ୟ କରି ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ନିକଟରେ ଜାମ୍ମୁ କାଶ୍ମୀର ଗସ୍ତ କରି ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଯବାନମାନଙ୍କୁ ଭେଟିଛନ୍ତି। ଜାମ୍ମୁ କାଶ୍ମୀରର ନେରୁ ଗ୍ରାମରେ ଏକ ବିଦ୍ୟାଳୟ ନିର୍ମାଣ ପାଇଁ ଏହି ଅଭିନେତା ୧ କୋଟି ଟଙ୍କା ଦାନ କରିଛନ୍ତି। ଗାଁଟି କଶ୍ମୀରର ବନ୍ଦିପୋରା ଜିଲ୍ଲାର। ଅକ୍ଷୟ କୁମାର କେବଳ ଯବାନଙ୍କ ସହ ଫଟୋ ପୋଜ୍ […]

ଦେଶ ବିଦେଶ ମନୋରଞ୍ଜନ

ଜେନେଭା ଅବଜରଭରରେ ପ୍ରଦର୍ଶିତ ହେଲା ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’

ଭୁବନେଶ୍ୱର : ଅଭିନେତ୍ରୀ ଦିବ୍ୟା ଦତ୍ତା, ତନିଷା ଚାଟର୍ଜୀ, ମଂଜରୀ ଫାଡନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜେନେଭା ଅବଜରଭର୍ସଠାରେ ପ୍ରଦର୍ଶିତ ହୋଇଛି । ଆଡେଲାଇନ୍ ଭନ୍ ଫର୍ଷ୍ଟେନବର୍ଗଙ୍କ ଜେନେଭା କନସେପ୍ଟ ୧୧ଟି ଦେଶର ୧୧ ଜଣ ଅନ୍ତର୍ଜାତୀୟ ଚଳଚିତ୍ର ନିର୍ମାତାଙ୍କ ଦ୍ୱାରା ନିର୍ମିତ କାହାଣୀଗୁଡିକୁ ଚୟନ କରିଥିଲା, ଯାହା ମାନବଜାତି ଓ ପରିବେଶ ମଧ୍ୟରେ ରହିଥିବା ଅନ୍ତର୍ନିହିତ ସମ୍ପର୍କ ଏବଂ ସେଗୁଡିକ କିଭଳି ବିଭିନ୍ନ ସ୍ତର ଓ […]

ମନୋରଞ୍ଜନ

ଶାନ୍ତାବାଈ ସନ୍ନି

ଅତୀତରେ ‘ଲୈଲା’, ‘ବେବି ଡଲ୍‌’, ‘ମୋହା ମୁନ୍ଦୁରି’ ଓ ‘ପିଙ୍କ୍‌ ଲିପସ’ ପରି ଆଇଟମ୍ ନମ୍ବରରେ ସନ୍ନି ନିଜର ଜିସ୍ମ ଜଲୱା ଦେଖାଇ ଦର୍ଶକଙ୍କୁ ବାୟା କରିଥିଲେ ସନ୍ନି ଲିଓନ୍। ସନ୍ନି ମଧ୍ୟ କିଛି ବଲିଉଡ୍ ମୁଭିର ମୁଖ୍ୟ ନାୟିକା ସାଜିଛନ୍ତି। ଜିସ୍ମ-୨, ରାମଗିଣୀ-ଏମଏମଏସ୍-୨, ଜ୍ୟାକପଟ୍, ଡିକେ, ଏକ ‌ପହେଲି ଲୀଲା, ବେଲିମ୍ୟାନ୍ ଲଭ୍, ଫୁଡ୍ଡୁ ଆଦି ଚଳଚ୍ଚିତ୍ରର ନାୟିକା ସାଜି ସନ୍ନି ଖାସ୍ କରି ନିଜର ପର୍ଣ୍ଣଷ୍ଟାର ଅନ୍ଦାଜର ଜିସ୍ମ ଜଲୱା ଦେଖାଇଛନ୍ତି। ଏବେ ସନ୍ନି […]

ମନୋରଞ୍ଜନ

ଆପ୍‌କେ ଆ’ଯାନେ ସେ

‘ମେ ତେରା ତୋତା ତୁ ମେରି ମୈନା ମାନେ ନା କ୍ୟା କେହନା’ ଏଇ ଗୀତଦୃଶ୍ୟର ନାୟିକା ନୀଲମ। ନୀଲମ୍ କୋଠାରୀ। ବହୁ ଦିନର ବ୍ୟବଧାନ ପରେ ନୀଲମଙ୍କୁ ଘରେ ଘରେ ଦର୍ଶକ ଏକାଠି ବସି ଦେଖିବାର ସୁଯୋଗ ପାଇଲେ। ନିକଟରେ ଟେଲିଭିଜନ୍‌ରେ ପ୍ରଦର୍ଶିତ ‘ସୁପର୍ ଡ୍ୟାନ୍ସର ଚାପ୍ଟର-୪ରେ ସେ ସମୟର ଫେମସ୍ ଯୋଡ଼ି ଗୋବିନ୍ଦା ଓ ନୀଲମଙ୍କୁ ଦେଖିବାକୁ ମିଳିଥିଲା। ସୋ’ରେ ଖୁଦଗର୍ଜ ଚଳଚ୍ଚିତ୍ରରେ ଥିବା ‘ଆପକେ ଆ’ଯାନେ ସେ’ ଗୀତରେ ନୃତ୍ୟ ଦେଖି ଦର୍ଶକ […]

ଦେଶ ବିଦେଶ ଧର୍ମ

ଗଙ୍ଗା ସ୍ନାନ ଦ୍ୱାରା ଏହି ୧୦ଟି ପାପରୁ ମିଳିଥାଏ ମୁକ୍ତି, ଜାଣନ୍ତୁ ଏହାର ପୂଜା ବିଧି

ନୂଆଦିଲ୍ଲୀ ୧୯/୦୬: ହିନ୍ଦୁ ଧର୍ମରେ ବ୍ରତ, ପର୍ବ ଏବଂ ଶୁଭ ତିଥିଗୁଡିକର ବିଶେଷ ମହତ୍ତ୍ୱ ରହିଛି । ଏଥି ସହିତ, ଲୋକମାନେ ଗଙ୍ଗା ଦଶହରାର ପବିତ୍ର ପର୍ବକୁ ମଧ୍ୟ ଅତି ବିଶ୍ୱାସରେ ପାଳନ କରିଥାନ୍ତି । ପ୍ରତିବର୍ଷ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହ ପର୍ବ ପାଳନ କରାଯାଇଥାଏ । ଏହି ବର୍ଷ ଏହି ଶୁଭ ତାରିଖ ଜୁନ୍ ୨୦ ରବିବାର ଦିନ ପଡୁଛି। ପୁରାଣ ଅନୁଯାୟୀ, ଏହି ଦିନ ମା ଗଙ୍ଗା ଭାଗୀରଥଙ୍କ […]

ମନୋରଞ୍ଜନ

ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଶନିବାର ଦିନ ରାଶି ଅନୁସାରେ ଜପ କରନ୍ତୁ ମନ୍ତ୍ର, ଶନିଦୋଷରୁ ମିଳିବ ମୁକ୍ତି

ଭୁବନେଶ୍ୱର ୧୮/୦୬ : ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଶନି ଦେବଙ୍କୁ ସମର୍ପିତ। ଏହି ଦିନ ବିଧି ବିଧାନ ଅନୁସାରେ ଶନିଦେବଙ୍କୁ ପୂଜା ଉଚିତ୍। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଏକ ପାପୀ ଏବଂ ନିଷ୍ଠୁର ଗ୍ରହ କୁହାଯାଇଛି। କୁଣ୍ଡଳୀରେ ଶନି ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ଦିନ ଶନିଦେବଙ୍କୁ ଶ୍ରଦ୍ଧାର ସହ ପୂଜା କରିବା ସହ ମନ୍ତ୍ର ଜପ କରାଯିବା […]