ଆମେରିକା ଯିବେ ରଜନୀକାନ୍ତ
ସହଧର୍ମିଣୀ ଲତାଙ୍କ ସହ ଅଭିନେତା ରଜନୀକାନ୍ତ ନିଜ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକା ଯିବେ। ଭାରତୀୟ ସିନେମାର ସୁପରଷ୍ଟାର୍ ରଜନୀକାନ୍ତ ନିକଟରେ ଚେନ୍ନାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲେ। ସାଙ୍ଗରେ ଥିଲେ ପତ୍ନୀ ଲତା। କୋଭିଡ୍ର ଦ୍ରୁତ ସଂକ୍ରମଣ ସମୟରେ ବିଦେଶ ଯିବାର ଉଦ୍ଦେଶ୍ୟ କ’ଣ? ଅନ୍ୟମାନଙ୍କ ପ୍ରଶ୍ନର ଉତ୍ତରରେ ରଜନୀକାନ୍ତ କହିଥିଲେ, ସେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। କିଛି ବର୍ଷ ତଳେ ତାଙ୍କର କିଡ୍ନୀରେ ସର୍ଜରୀ ହେଇଥିଲା। ଏଥିରେ କିଛି ଉନ୍ନତି ଆସିଛି ନା […]