ହଲିଉଡ୍ ଫିଲ୍ମ କିଲ୍ ବିଲ୍ ହିନ୍ଦୀ ରିମେକରେ ନଜର ଆସିବେ କ୍ରିତି ସାନନ, ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଦେଇଛନ୍ତି ଅଫର୍
ନୂଆଦିଲ୍ଲୀ ୨୩/୦୬: ଅଭିନେତ୍ରୀ କ୍ରିତି ସାନନଙ୍କର ବର୍ତ୍ତମାନ ଅନେକ ଫିଲ୍ମ ରହିଛି, ଯେଉଁଥିରେ ସେ ବିଭିନ୍ନ ଅବତାରରେ ଅଭିନୟ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ତାଙ୍କ ହାତକୁ ଆସିବାକୁ ଯାଉଛି। ଅନୁରାଗ ହଲିଉଡର ପ୍ରସିଦ୍ଧ ଆକ୍ସନ୍ ଥ୍ରୀଲର ଫିଲ୍ମ ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍ ପାଇଁ କ୍ରିତୀଙ୍କ ସହ ଏହି ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଫିଲ୍ମର ନିର୍ମାତା ନିଖିଲ ଦ୍ୱିବେଦୀ ଥିବାବେଳେ ଅନୁରାଗ ଏହି ଫିଲ୍ମର ନିର୍ଦ୍ଦେଶନା […]