ଶ୍ରୀଲଙ୍କା ଗସ୍ତ ପୂର୍ବରୁ ମୁହାଁମୁହିଁ ହେଲେ ଧାଓ୍ୱନ ଓ ଭୁବନେଶ୍ୱର କୁମାର, ବିସିସିଆଇ ସେୟାର କଲା ଫଟୋ
ନୂଆଦିଲ୍ଲୀ,୨୬/୦୬: ଗୋଟିଏ ପଟେ ଭାରତ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ପ୍ରସ୍ତୁତି ଚଳାଇଛି । ଅନ୍ୟ ଦିଗରେ ଆଉ ଏକ ଟିମ୍ ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଶ୍ରୀଲଙ୍କ ଗସ୍ତ ପାଇଁ କସରତ୍ ଆରମ୍ଭ କରିଛି । ଏହି ଗସ୍ତରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଦଳ ଜୁନ ୨୮ରେ ଶ୍ରୀଲଙ୍କା ଗସ୍ତ କରିବ । ଏଠାରେ ଦଳ ୬ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ […]