ମନୋରଞ୍ଜନ

ରାଇଫଲ ଧାର୍ ଆଣି ଅଭ୍ୟାସ କରୁଥିଲେ ସୁଟିଂ ଚାମ୍ପିୟନ: ଅଢେଇ ଲକ୍ଷ ଟଙ୍କାର ରାଇଫଲ ପଠାଇଲେ ସୋନୁ ସୁଦ୍

ମୁମ୍ବାଇ ୨୭/୦୬ : ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ ସମୟରେ ଅଭାବୀ ଲୋକଙ୍କ ପାଇଁ ଭଗବାନ ଭଳି ଉଭା ହୋଇଛନ୍ତି। ଗତ ବର୍ଷ ମହାମାରୀ ସମୟରୁ ସେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କଲେଣି ଏବଂ ଏବେ ମଧ୍ୟ ନିଜର ଏହି ମହତ କାର୍ଯ୍ୟ ଜାରି ରଖିଛନ୍ତି। ହଜାର ହଜାର ଲୋକଙ୍କୁ ଅକ୍ସିଜେନ ବିତରଣ, ହଜାର ହଜାର ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା, ଲୋକଙ୍କ ଅପରେସନ ଓ ଅନ୍ୟାନ୍ୟ ଚିକିତ୍ସା କରିବା, ପିଲାଙ୍କ ପାଠ ପଢା […]

ମନୋରଞ୍ଜନ

ଫିଲ୍ମ ‘ସୀତା’ରୁ ହଟିଲେ କରିନା କପ୍ପୁର ଖାନ, ଏଣ୍ଟ୍ରି ମାରିଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ ୨୭/୬ : ଫିଲ୍ମ ‘ସୀତା’ ବିଷୟରେ ସାମ୍ନାକୁ ଆସିଛି ବଡ ଅପଡେଟ୍ । ନିକଟରେ କୁହାଯାଇଥିଲା ଯେ କରୀନା କପୁର ଖାନ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ୧୨କୋଟି ଟଙ୍କା ମାଗିଥିଲେ । ତେବେ ବର୍ତ୍ତମାନ କୁହାଯାଇଛି ଯେ, କରୀନା କପୁରଙ୍କୁ ଏହି ଫିଲ୍ମ ବିଷୟରେ କେବେବି କୁହାଯାଇନଥିଲା । ଅର୍ଥାତ୍ ଫିଲ୍ମରେ କରିନା କେବେବି ସୀତା ଭୂମିକାରେ ଅଭିନୟ କରିବେ ବୋଲି ନିଷ୍ପତ୍ତି ନିଆଯାଇନି । ଫେମସ ସ୍କ୍ରିପ୍ଟ ରାଇଟର କେ.ଭି ବିଜୟେନ୍ଦ୍ର ପ୍ରସାଦ […]

ଧର୍ମ

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ସ୍ୱାର୍ଥପର: ଦାମ୍ପତ୍ୟ ଜୀବନ ହୋଇନଥାଏ ସୁଖମୟ

ଜ୍ୟୋତିଷଶାସ୍ତ୍ରରେ ଅଙ୍କ ଗଣନାର ବିଶେଷ ମହତ୍ତ୍ୱ ରହିଛି। ଅଙ୍କ ଜ୍ୟୋତିଷରେ ଜନ୍ମତିଥି ଆଧାରରେ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟତ ସମ୍ପର୍କରେ ଜଣାପଡ଼ିଥାଏ। ୭ ମୂଳାଙ୍କ ଥିବା ବ୍ୟକ୍ତିଙ୍କ ସ୍ଵଭାଵ କିଭଳି ହୋଇଥାଏ ଜାଣିବା। ଯେକୌଣସି ମାସର ୭, ୧୬ ଓ ୨୫ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୭ ହୋଇଥାଏ। ୭ ମୂଳାଙ୍କ ବିଶିଷ୍ଟ ବ୍ୟକ୍ତି ସ୍ୱାର୍ଥପର ହୋଇଥାନ୍ତି। ଅଙ୍କ ଶାସ୍ତ୍ର ଅନୁସାରେ ୭ ଅଙ୍କର ଗୁରୁ ଗ୍ରହ କେତୁ। ସେଥିପାଇଁ ଏହି ମୂଳାଙ୍କରେ କେତୁର […]

ଧର୍ମ

ସୋମବାର ଆରମ୍ଭ ହେବାକୁ ଯାଉଛି ପଞ୍ଚକ, ଜାଣନ୍ତୁ ରାଜ ପଞ୍ଚକରେ କରିବେ କ’ଣ ?

ପଞ୍ଚାଙ୍ଗ ଅନୁସାରେ ୨୮ ଜୁନ ସୋମବାର ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଚଳିତମାସରେ ଏହି ଦିନରୁ ଆରମ୍ଭ ହେଉଛି ପଞ୍ଚକ। ପଞ୍ଚକରେ ଶୁଭ କାର୍ଯ୍ୟ ବର୍ଜିତ। ଆଷାଢ ମାସ ପଞ୍ଚକର ବିଶେଷ ମାନ୍ୟତା ରହିଛି। ପଞ୍ଚକରେ କିଛି କାର୍ଯ୍ୟ ବର୍ଜିତ ଥାଏ। ତେବେ ଏଥର ପଞ୍ଚକ ସୋମବାର ଆରମ୍ଭ ହେଉଛି। ସୋମବାର ପଞ୍ଚକକୁ ରାଜ ପଞ୍ଚକ କୁହାଯାଏ। ଏଣୁ କେତେକ କାର୍ଯ୍ୟ ଲାଗି ଏହି ପଞ୍ଚକ ବେଶ ଶୁଭପ୍ରଦ ବୋଲି କୁହାଯାଉଛି। ପଞ୍ଚାଙ୍ଗ ଅନୁସାରେ ୨୮ […]

ଖେଳ

ଶ୍ରୀଜେସ ଓ ଦୀପିକାଙ୍କୁ ଖେଳରତ୍ନ ପାଇଁ ହକି ଇଣ୍ଡିଆର ସୁପାରିସ ହରମନପ୍ରୀତ, ବନ୍ଦନା, ନଭଜୋତଙ୍କୁ ଅର୍ଜୁନ ପାଇଁ ସୁପାରିସ: ବୀରେନ୍ଦ୍ର, ଦୀପଗ୍ରେସ୍‌ଙ୍କୁ ପୁଣି ଅଣଦେଖା

ନୂଆଦିଲ୍ଲୀ: ଓଡ଼ିଶା ହକି ଦେଇ ଆସୁଥିବା ସେବା ଏବଂ ଏଠାକାର ସରକାର କରୁଥିବା ସମର୍ଥନକୁ ତାଚ୍ଛଲ୍ୟ କରି ପୁଣି ଥରେ ରାଜ୍ୟର ଦୁଇ ଅଭିଜ୍ଞ ‌ତାରକା ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ୍ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ଅଣଦେଖା କରିଛି ହକି ଇଣ୍ଡିଆ। ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ବରିଷ୍ଠ ସଦସ୍ୟ ହୋଇଥିଲେ ମଧ୍ୟ ସେମାନଙ୍କଠାରୁ କନିଷ୍ଠ ଖେଳାଳିଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ କରିଛି। ଯାହା ରାଜ୍ୟର ଅଗଣିତ […]

ଖେଳ

ୟୁରୋକପ୍ ଫୁଟବଲ୍: କ୍ବାର୍ଟରରେ ଡେନ୍‌ମାର୍କ, ୱେଲ୍‌ସକୁ ୪-୦ ଗୋଲ୍‌ରେ ହରାଇଲା

ଆମଷ୍ଟରଡାମ୍: ୱେଲ୍ସକୁ ଏକତରଫା ଭାବେ ୪-୦ ଗୋଲ୍‌ରେ ପରାସ୍ତ କରି ଡେନମାର୍କ ଚଳିତ ୟୁରୋକପ୍ ଫୁଟବଲ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ଭାବେ ସ୍ଥାନ ସୁରକ୍ଷିତ କରିବାରେ ପ୍ରଥମ ଦଳ ହୋଇଛି। କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ନେଦରଲାଣ୍ଡ୍ସ ଓ ଚେକ୍ ରିପବ୍ଲିକ୍ ମଧ୍ୟରେ ଖେଳାଯିବାକୁ ଥିବା ପ୍ରିକ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ର ବିଜେତାକୁ ଭେଟିବ। ଡେନମାର୍କ ଦଳର ଏହି ବହୁ ପ୍ରତୀକ୍ଷିତ ସଫଳତାର ଶ୍ରେୟ ୨୩ ବର୍ଷୀୟ ତାରକା କାସପର ଡୋଲବର୍ଗଙ୍କୁ ଯାଇଥିଲା। ଶନିବାର ରାତିର ପ୍ରିକ୍ବାର୍ଟର ଫାଇନାଲ୍‌ […]

ଖେଳ

ଟୋକିଓ ଅଲିମ୍ପିକ୍ସ ଅବଗଣନା ଆଉ ୨୭ ଦିନ: ଯୋଗ୍ୟତା ହାସଲ କରିପାରିଲେନି, ୪ ଥର ବିଜେତା ଫାରା ସିନ୍ଧୁ ଧରିପାରନ୍ତି ଭାରତୀୟ ପତାକା, ଅଲିମ୍ପିକ୍ସ ସ୍ବର୍ଣ୍ଣ ପାଇଁ ତାମିଲନାଡୁ ୩, ହରିଆଣା ଦେବ ୬ କୋଟି

ଲଣ୍ଡନ: ଇଂଲଣ୍ଡର ମହାନ ଧାବକ ମୋ’ ଫାରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ୨୦୧୨ ଲଣ୍ଡନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସର ଉଭୟ ୫,୦୦୦ ଓ ୧୦,୦୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିବା ବ୍ରିଟେନର ମହାନ ଧାବକ ଫାରା ଦୁର୍ଭାଗ୍ୟଜନକ ଭାବେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ପୂରା ନିରାଶ କରିଛି। ଟୋକିଓ ଟିକେଟ ପାଇଁ ଅନୁଷ୍ଠିତ ଶେଷ ପ୍ରତିଯୋଗିତା ବ୍ରିଟିସ୍ […]

ରାଶିଫଳ

ଜୁନ୍‌ ୨୬ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ମନରେ ଉଦ୍‌ବେଗ ଜାତ ହୋଇପାରେ । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁଜୟୀ ହେବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଶାନ୍ତି ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ । ବ୍ୟବସାୟୀ- ସ୍ୱାଭିମାନୀ ହେବେ । ଗୃହିଣୀ- ଧାର୍ମିକ ହେବେ । କର୍ମଜୀବି – କାମଟି ହଠାତ୍ ହୋଇଯିବ । ଛାତ୍ରଛାତ୍ରୀ- ବନ୍ଧୁଙ୍କୁ […]

ମନୋରଞ୍ଜନ

ସମୀରଙ୍କ ପସନ୍ଦ କାର୍ତ୍ତିକ

ସୁଦକ୍ଷ ନିର୍ଦ୍ଦେଶକ ସମୀର ବିଦ୍ବାନ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ପାଦ ବଢ଼ାଇଛନ୍ତି। ୨୦୧୯ରେ ତାଙ୍କ ନିର୍ଦ୍ଦେଶିତ ମରାଠୀ ଚଳଚ୍ଚିତ୍ର ‘ଅନାଦି ଗୋପାଳ’ ବେଶ୍ ଚର୍ଚ୍ଚିତ ହେଇଥିଲା। ଏଥର ହିନ୍ଦୀ ଭାଷାରେ ସେ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି, ତାହାର ଶୀର୍ଷକ ରହିଛି ‘ସତ୍ୟନାରାୟଣ କୀ କଥା’। ଏହା ଏକ ପ୍ରେମ କାହାଣୀ। ସାଜିଦ ନଦିଆୱାଲା ଏହାର ପ୍ରଯୋଜନା କରୁଥିବା ବେଳେ କାହାଣୀର ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହେବେ କାର୍ତ୍ତିକ ଆର୍ଯ୍ୟାନ୍‌। କିଛି ଦିନ ତଳେ ସମୀର […]

ମନୋରଞ୍ଜନ

ଦେବୀକା ଓ ମହାପ୍ରସାଦଙ୍କ ନୂଆ ଇନିଂସ୍‌

ଲୋକପ୍ରିୟ ଅଭିନେତ୍ରୀ ଦେବୀକା ଅରୁନ୍ଧତୀ ଏବଂ ଅଭିନେତା ମହାପ୍ରସାଦଙ୍କୁ ଖୁବ୍‌ଶୀଘ୍ର ଟିଭି ପରଦାରେ ଏକାଠି ଦେଖିବାକୁ ମିଳିବ। ମଞ୍ଜରୀ ଟିଭିର ଏକ ଧାରାବାହିକରେ ଉଭୟ ଏକାଠି ନଜରକୁ ଆସିବେ। ହେଲେ ଦୁହିଁଙ୍କୁ କେଉଁ ଧାରାବାହିକରେ ଦେଖିବାକୁ ମିଳିବ, ତାହା ଏପର୍ଯ୍ୟନ୍ତ ଚ୍ୟାନେଲ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ନିକଟରେ ଦେବୀକା ଏବଂ ମହାପ୍ରସାଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେମାନେ ମଞ୍ଜରୀ ପରିବାର ସହିତ ସାମିଲ ହେଉଥିବା ନେଇ ସୂଚନା ଦେଇଥିଲେ। ଦେବୀକାଙ୍କ ବିଷୟରେ କହିବାକୁ ଗଲେ, […]