ଦୀପିକା କୁମାରୀଙ୍କ ‘ଗୋଲ୍ଡେନ ହ୍ୟାଟ୍ରିକ’ ଉପରେ ହୃଦୟ ଛୁଇଁବା ଭଳି ଟ୍ଵିଟ୍ କଲେ ସଚିନ ତେନ୍ଦୁଲକର, କହିଲେ…
ମୁମ୍ବାଇ ୨୮।୦୬: ଭାରତର ତାରକା ତୀରନ୍ଦାଜ ଦୀପିକା କୁମାରୀ ପ୍ୟାରିସ୍ରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ଵ କପ୍ରେ ଇତିହାସ ରଚିଛନ୍ତି। ଦୀପିକା ଏକକ, ମହିଳା ଯୁଗଳ ଓ ମିଶ୍ରିତ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ କରିଛନ୍ତି। ଏହି ସ୍ମରଣୀୟ ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦୀପିକା କୁମାରୀଙ୍କୁ ହୃଦୟ ଛୁଆଁ ପରି ଟ୍ଵିଟ୍ କରିଛନ୍ତି। ସଚିନ ଟ୍ଵିଟ୍ କରି ଲେଖିଛନ୍ତି, ପ୍ୟାରିସ୍ରେ ଦୀପିକା ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ସେଥିରୁ ଜଣା ପଡୁଛି ଯେ, ଅଲିମ୍ପିକରେ ଦୁନିଆକୁ […]