ସୋସିଆଲ୍ ମିଡିଆରେ ସନ୍ନି ଲିଓନିଙ୍କୁ ୟୁଜରଙ୍କ ଧମକ: ‘ତୁମ ଭିଡିଓ ମୋ ପାଖରେ ଅଛି, ଭାଇରାଲ୍ କରି ଦେବି’
ନୂଆଦିଲ୍ଲୀ ୦୧/୦୭: ବଲିଉଡରେ ବେବି ଡଲ୍ ଭାବରେ ପ୍ରସିଦ୍ଧ ସନ୍ନି ଲିଓନିଙ୍କର ସମସ୍ତେ ଦିୱାନା । ସେ ନିଜର ଲୁକ୍ସ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ନିକଟରେ ଅଭିନେତ୍ରୀ ଟ୍ୱିଟରରେ ତାଙ୍କ ଚମତ୍କାର ଲୁକର ଏକ ଫଟୋ ସେୟାର କରିଥିଲେ। ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ଏହି ସମୟ ମଧ୍ୟରେ ଜଣେ ୟୁଜର୍ ସର୍ବସାଧାରଣରେ ସନ୍ନି ଲିଓନିଙ୍କୁ ଧମକ ଦେଇଛନ୍ତି । […]