ମନୋରଞ୍ଜନ

ୟାମି ଗୌତମଙ୍କୁ ଇଡିର ସମନ : ମନି ଲଣ୍ଡରିଂ ମାମଲାରେ ହୋଇପାରେ ପଚରାଉଚରା

ମୁମ୍ୱାଇ ୨/୭ : ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ସମନ । ଫେମା (ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ) ଅନୁଯାୟୀ ହୋଇଥିବା ଅନିୟମିତତା ସମ୍ପର୍କରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ତାଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ କୁହାଯାଇଛି । ସୂଚନ ଥାଉକି, ୟାମି କିଛି ଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୧୯ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉରି: ଦି ସର୍ଜିକାଲ୍ […]

ମନୋରଞ୍ଜନ

ଅଭାବ ଓ ଗୁରୁତର ଅସୁସ୍ଥତାରେ ଜୀବନ ସହ ଲଢୁଛନ୍ତି ଦାଦାସାହେବ ଫାଲକେ ବିଜେତା ଲୀଲାଧର ସାୱନ୍ତ, ପତ୍ନୀ ମାଗିଲେ ସହାୟତା

ମୁମ୍ବାଇ ୦୨/୦୭: ଯେତେ ଦୂରରୁ ଗ୍ଲାମର ଇଣ୍ଡଷ୍ଟ୍ରି ଚମକପ୍ରଦ ଦେଖାଯାଏ, ଅନେକ ଥର ଏହାର ବାସ୍ତବତା ନିକଟତର ଠାରୁ ଭିନ୍ନ ଦେଖାଯାଏ । ଶିଖରରେ ବସିଥିବା ବ୍ୟକ୍ତି ମଧ୍ୟ ଅସୁବିଧାରେ ପଡ଼ିଥିବାର ନଜର ଆସିଛନ୍ତି । ବର୍ତ୍ତମାନ ଜଣେ ଆର୍ଟ ନିର୍ଦ୍ଦେଶକଙ୍କ ବିଷୟରେ ଖବର ଆସିଛି ଯିଏକି ଆଜିକାଲି କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ମହାରାଷ୍ଟ୍ରର ଆର୍ଟ ନିର୍ଦ୍ଦେଶକ ଲୀଲାଧର ସାୱନ୍ତ ୨୫ ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଛନ୍ତି । ସେ ଫିଲ୍ମରେ […]

ମନୋରଞ୍ଜନ

ଶୀଘ୍ର ବିବାହ କରିବେ ନିକ୍କି ତମ୍ବୋଲୀ, ଟାଇମପାସ୍ ରିଲେସନସିପକୁ କଲେ ନାହିଁ

ମୁମ୍ବାଇ ୦୨/୦୭: ଅଭିନେତ୍ରୀ ନିକ୍କି ତମ୍ବୋଲୀ ବିଗ୍ ବସ୍ ୧୪ ପରେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଅଭିନେତ୍ରୀ କେପଟାଉନରୁ ଖତ୍ରୋଁ କେ ଖିଲାଡି ୧୧ ର ସୁଟିଂ ଶେଷ କରି ମୁମ୍ବାଇ ଫେରିଛନ୍ତି । ବର୍ତ୍ତମାନ ନିକ୍କି ବହୁତ ବେସ୍ତ ରହୁଛନ୍ତି, ତାଙ୍କ ପାଖରେ କାମର କୌଣସି ଅଭାବ ନାହିଁ । ନିକଟରେ ନିକ୍କି ଏକ ଇଣ୍ଟରଭ୍ୟୁରେ ତାଙ୍କ ପର୍ସନାଲ୍ ଲାଇଫ୍ ସହ ଜଡିତ ଅନେକ କଥା କହିଛନ୍ତି । ନିକ୍କି କହିଛନ୍ତି, ସେ ଟାଇମପାସ୍ […]

ରାଶିଫଳ

ଜୁଲାଇ ୦୧ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ପାପଗ୍ରହ ଯୁକ୍ତ ରାଶି ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ । ନୂତନ ଯାନବାହନ କ୍ରୟ କରିବା କିମ୍ବା ଗୃହସଜ୍ଜା ପ୍ରତି ଆଗ୍ରହ ବଢିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ । ଚାଷୀ- ଉତ୍ତମ ଫଳ ପାଇବେ । ରୋଗୀ- ଚକ୍ଷୁ ପୀଡା ହେବ । ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ । କର୍ମଜୀବି- ବିଦେଶରେ ଥିଲେ ଅସୁବିଧା ଦେଖା ଦେବ । ବ୍ୟବସାୟୀ- ଦେଶୀ ଜିନିଷ ଅଧିକା ବ୍ରିକ୍ରୀ […]

ମନୋରଞ୍ଜନ

ରଣବୀର କପୁରଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଲେ କେଆରକେ : କହିଲେ- ସବୁ ଜାଗାରେ ଟ୍ରାଏ କରୁଛ, କେଉଁଠି ତ କଣ୍ଟ୍ରୋଲ କର

ମୁମ୍ବାଇ ୦୧/୦୬: କମଲ ରସିଦ ଖାନ ଗୋଟିଏ ପରେ ଗୋଟିଏ ବଲିଉଡ ଷ୍ଟାରଙ୍କ ସହ ପଙ୍ଗା ନେଉଛନ୍ତି । ସଲମାନ ଖାନଙ୍କ ସହ ପଙ୍ଗା ନେବା ପରେ ଗାୟକ ମିକା ସିଂ ତାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ୍ କରିଥିଲେ, ଏହା ପରେ ସେ ଗୋବିନ୍ଦାଙ୍କ ନାମ ନେଇ ଏକ ଟ୍ୱିଟ୍ କରିଥିଲେ, କିନ୍ତୁ ଏହା ପରେ ସେ ମଧ୍ୟ ସ୍ପଷ୍ଟ କରିଥିଲେ । ଏବେ କମଲ ଖାନ ରଣବୀର କପୁରଙ୍କୁ ଟାର୍ଗେଟ୍ କରିଛନ୍ତି । ରଣବୀରଙ୍କ ଚରିତ୍ରକୁ […]

ମନୋରଞ୍ଜନ

ଦିଗଜ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଆସୁଛି ସୁଧାର, ଆସନ୍ତାକାଲି ହସ୍ପିଟାଲରୁ ହୋଇପାରନ୍ତି ଡିସଚାର୍ଜ

ନୂଆଦିଲ୍ଲୀ ୦୧/୦୭: ବଲିଉଡର ଜଣାଶୁଣା ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ଆସନ୍ତାକାଲି ଶୁକ୍ରବାର ଦିନ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରିବ । ନିମୋନିଆରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୭୦ ବର୍ଷୀୟ ଶାହାଙ୍କୁ ମଙ୍ଗଳବାର ଉପନଗର ଖାରସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନାସିରୁଦ୍ଦିନ ଶାହାଙ୍କ ସଚିବ ଗୁରୁବାର ଦିନ ପିଟିଆଇକୁ କହିଛନ୍ତି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି। ତାଙ୍କୁ ଆସନ୍ତାକାଲି ଡିସଚାର୍ଜ […]

ଖେଳ ଦେଶ ବିଦେଶ

ନିଜ ବିଳାସପୂର୍ଣ୍ଣ ବଙ୍ଗଳା ବିକ୍ରି କଲେ ରୋହିତ ଶର୍ମା, ଇଣ୍ଟରନେଟ୍‌ରେ ପ୍ରଶ୍ନ- କାହିଁକି ବିକିଲେ, ଆଉ ଅଛି କେତେ ?

ମୁମ୍ବାଇ, ୦୧/୦୭: ଭାରତୀୟ ଦଳର ବିସ୍ଫୋରକ ଓପନର ହିଟମ୍ୟାନ୍ ରୋହିତ ଶର୍ମା କ୍ରିକେଟ ଷ୍ଟାଡିୟମରେ ନିଜ ନାମରେ ଅନେକ ରେକର୍ଡ ହାସଲ କରିଛନ୍ତି । ବିଶ୍ୱ କ୍ରିକେଟର ହିଟମ୍ୟାନ୍ ଅନେକ ଧନ ସମ୍ପତ୍ତି ଉପାର୍ଜନ କରିଛନ୍ତି । ତାଙ୍କର ମୁମ୍ବାଇର ବଲୀରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ରହିଛି । ରୋହିତଙ୍କ ଘର ବଲୀର ଆହୁଜା ଆପାର୍ଟମେଣ୍ଟସର ୨୯ ତମ ଫ୍ଲୋରରେ ରହିଛି । ଏହା ବ୍ୟତୀତ ଲୁନାଭଲାରେ ତାଙ୍କର ଏକ ଭିଲ୍ଲା ବା ବଙ୍ଗଳା ରହିଥିଲା । […]

ମନୋରଞ୍ଜନ

ବଲିଉଡରେ ୨୧ ବର୍ଷ ପୂରଣ କଲେ କରୀନା କପୁର, ସ୍ୱତନ୍ତ୍ର ଭିଡିଓ ସେୟାର କରି କହିଲେ-ମୁଁ ପ୍ରସ୍ତୁତ ଅଛି

ମୁମ୍ବାଇ ୦୧/୦୭: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ତାଙ୍କ ସୋସିଆଲ୍ ଆକାଉଣ୍ଟରେ ଏକ ଖାସ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ପ୍ରଥମ ଫିଲ୍ମ ‘ରିଫ୍ୟୁଜି’ର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ତାଙ୍କର ଦୁଇ ଦଶନ୍ଧିର ଯାତ୍ରା ବିଷୟରେ କହିଛନ୍ତି । ଏହି ଭିଡିଓରେ କରୀନା ଜେପି ଦତ୍ତା ଏବଂ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି […]

ମନୋରଞ୍ଜନ

ଗୁଲସନ୍ କୁମାର ହତ୍ୟା ମାମଲା: ଆସିଲା ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି, ଅଭିଯୁକ୍ତ ଅବଦୁଲ ରସିଦର ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଲେ କୋର୍ଟ

ମୁମ୍ବାଇ ୦୧/୦୭: ପ୍ରସିଦ୍ଧ ସଙ୍ଗୀତକାର ଗୁଲସନ କୁମାରଙ୍କ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗୁରୁବାର ଦିନ ଅବଦୁଲ ରସିଦ ଦାଉଦ ମର୍ଚାଣ୍ଟକୁ ଦୋଷୀ ସାବ୍ୟସ୍ତ କରି ତାର ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଛନ୍ତି । ଜଷ୍ଟିସ୍ ଯାଦବ ଏବଂ ଜଷ୍ଟିସ୍ ବୋରକରଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ଅଭିଯୁକ୍ତ ଅବଦୁଲ ରସିଦ ଦାଉଦ ମର୍ଚାଣ୍ଟ ଆଇପିସିର ଧାରା ୩୦୨, ୩୦୭ ଏବଂ ୩୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛି । ଏହି ଆଧାରରେ ବମ୍ବେ ହାଇକୋର୍ଟ ତାର […]

ମନୋରଞ୍ଜନ

ଚାରିଧାମ ଯାତ୍ରାକୁ ନେଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ତିରଥ ସିଂ ସରକାର

ଡେରାଡୁନ ୩୦/୦୬ : ଉତ୍ତରାଖଣ୍ଡ ଚାର୍ ଧାମ ଯାତ୍ରା ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ତିରଥ ସିଂ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତିରଥ ସିଂ ରାୱତଙ୍କ ସରକାର ସୁପ୍ରିମକୋର୍ଟରେ ଏହି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଉତ୍ତରାଖଣ୍ଡ ହାଇକୋର୍ଟ ନିଜ ନିଷ୍ପତ୍ତିରେ ଚାର ଧାମ ଯାତ୍ରା ଉପରେ ଜୁଲାଇ ୭ ଯାଏଁ ପ୍ରତିବନ୍ଧକ ଲଗାଇଥିଲେ। ଚାର୍ ଧାମର ଲାଇଭ୍ ଷ୍ଟ୍ରିମିଂ କରିବାକୁ ମଧ୍ୟ କୋର୍ଟ କହିଥିଲେ ଯେପରି ଶ୍ରଦ୍ଧାଳୁ ଘରେ ବସି ଦର୍ଶନ କରିପାରିବେ। […]