ନୀଳଗିରି ରଥଯାତ୍ରା ନେଇ ବଢିଲା ଆଶା, ସୁପ୍ରିମକୋର୍ଟରେ ମାମଲା ରୁଜୁ କଲେ ବରିଷ୍ଠ ଆଇନଜୀବୀ
ନୀଳଗିରି,୩/୭: କୋଭିଡ କଟକଣା ପାଇଁ ଚଳିତ ବର୍ଷ ରଥଯାତ୍ରା ପୁରୀ ଛଡ଼ା ଆଉ କେହି ସ୍ଥାନରେ ହେବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ପୂର୍ବରୁ ନୀଳଗିରି ରେ ରଥନିର୍ମାଣକୁ ନେଇ ବହୁ ତମ୍ବିତୋଫାନ ଉଠିଥିଲା । ପରେ ପ୍ରଶାସନର ଅଚାନକ ଚଢ଼ାଉ ଆଉ ମହାରଣାଙ୍କୁ ଗିରଫ କରିବା ପରେ ଧାର୍ମିକ ଭାବନା ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଥିଲା । ପରେ ସରକାରଙ୍କ ନିଷ୍ପତ୍ତି ଓ ହାଇକୋର୍ଟଙ୍କ ନିର୍ଦେଶ ପରେ ରଥଯାତ୍ରା […]