ମନୋରଞ୍ଜନ

‘ସମ୍ପର୍କ କାଗଜରେ ତିଆରି ହୁଏନି କି ଖରାପ ହୁଏନି’ ଅମୀର ଓ କିରଣଙ୍କ ଛାଡପତ୍ରକୁ ନେଇ ଏମିତି କହିଲେ ପୂଜା ଭଟ୍ଟ

ନୂଆଦିଲ୍ଲୀ ୦୫/୦୭: ବଲିଉଡ ଅଭିନେତା ଅମୀର ଖାନ ଏବଂ ତାଙ୍କ ପତ୍ନୀ କିରଣ ରାଓଙ୍କ ରାସ୍ତା ଏବେ ଅଲଗା ହୋଇଯାଇଛି। ଉଭୟ ପାରସ୍ପରିକ ସମ୍ମତି ସହିତ ସେମାନଙ୍କର ୧୫ ବର୍ଷର ବିବାହକୁ ଭାଙ୍ଗି ଦେଇଛନ୍ତି । ଏହି ଖବର ପରଠାରୁ ଫ୍ୟାନ୍ସମାନଙ୍କ ସମେତ ସେଲିବ୍ରେଟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦମ୍ପତିଙ୍କ ଛାଡପତ୍ରକୁ ନେଇ ଷ୍ଟାରମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏଥି ମଧ୍ୟରେ ପୂଜା ଭଟ୍ଟ ଅମୀର ଏବଂ କିରଣଙ୍କ ଅଲଗା ହେବାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। […]

ମନୋରଞ୍ଜନ

ପୁଣି କମାଲ ଦେଖାଇଲେ ପ୍ରିୟଙ୍କା ଚୋପ୍ରା, ଇନଷ୍ଟାଗ୍ରାମରେ ସୃଷ୍ଟିକଲେ ନୂଆ ରେକର୍ଡ

ମୁମ୍ବାଇ ୦୫/୦୭: ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି। ପ୍ରିୟଙ୍କା ଚୋପ୍ରା ନିଜ କାର୍ଯ୍ୟ ସହିତ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସମ୍ପ୍ରତି, ହପର୍ ଇନଷ୍ଟାଗ୍ରାମ ରିଚ୍ ଲିଷ୍ଟ ୨୦୨୧ ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ୨୭ ତମ ସ୍ଥାନ ହାସଲ କରିଛନ୍ତି । ସେ ଭାରତୀୟ ମନୋରଞ୍ଜନ ଜଗତର ଏକମାତ୍ର ଷ୍ଟାର ଯିଏକି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ସେ ଆଉ ଏକ […]

ଖେଳ

ସେହ୍ୱାଗଙ୍କୁ ଚାପୁଡା ମାରିଥିଲେ ପୂର୍ବତନ କୋଚ୍ ଜନ୍ ରାଇଟ୍ ! ରାଗି ଯାଇଥିଲେ ଗାଙ୍ଗୁଲି, ତା’ପରେ…

ନୂଆଦିଲ୍ଲୀ,୦୫/୦୭: ଭାରତୀୟ କ୍ରିକେଟକୁ ଆଗକୁ ବଢାଇବାରେ ନ୍ୟୁଜିଲାଣ୍ଡର ମହାନ ଖେଳାଳି ଜନ୍ ରାଇଟଙ୍କ ଅବଦାନ ଅତୂଳନୀୟ । ସେ ସୌରଭ ଗାଙ୍ଗୁଲିଙ୍କ ଭଳି ଅଧିନାୟକଙ୍କ ସହ କାମ କରିଛନ୍ତି । ଏହାସହ ସେ ଗାଙ୍ଗୁଲିଙ୍କ ସହ ମିଶି ଦଳରେ ଅନେକ ପରିବର୍ତ୍ତନ କରିଥିଲେ । ସେ ୨୦୦୦ ମସିହାରେ ଦଳର ପ୍ରଥମ ବିଦେଶୀ କୋଚ୍ ହୋଇଥିଲେ । ଆଜି ଅର୍ଥାତ ସୋମବାର ହେଉଛି ରାଇଟଙ୍କ ୬୭ ତମ ଜନ୍ମଦିନ । ଜନ୍ ରାଇଟଙ୍କ ୫ ବର୍ଷର କାର୍ଯ୍ୟକାଳରେ […]

ଖେଳ

ଶାସ୍ତ୍ରୀ ହଟିବେ, ଦ୍ରାବିଡ ହେବେ କି ମୁଖ୍ୟ କୋଚ୍ ? କ’ଣ କହିଲେ କପିଲ ଦେବ…

ନୂଆଦିଲ୍ଲୀ,୦୫/୦୭: ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ପାଇଁ ପୂର୍ବତନ ବ୍ୟାଟସମ୍ୟାନ୍ ତଥା ଜାତୀୟ କ୍ରିକେଟ ଆକାଡେମୀ ମୁଖ୍ୟ ରାହୁଲ ଦ୍ରାବିଦଙ୍କୁ କୋଚ୍ ଭାବେ ଦାୟିତ୍ୱ ଦିଆଯାଇଛି ।ଭବିଷ୍ୟତରେ ଦ୍ରାବିଡଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍ କରାଯିବ ବୋଲି କେହି କେହି ଅନୁମାନ କରୁଛନ୍ତି । ଦଳର ବର୍ତ୍ତମାନର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଟି୨୦ ବିଶ୍ୱକପ ପରେ ଶେଷ ହୋଇଯିବ । ଏହାପରେ ଦ୍ରାବିଡଙ୍କୁ ଦାୟିତ୍ୱ ଦିଆଯାଉ ବୋଲି ଅନେକ କ୍ରିକେଟ ବିଶେଷଜ୍ଞ […]

ରାଶିଫଳ

ଜୁଲାଇ ୦୪ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିିତି ସୃଷ୍ଟି କରିପାରନ୍ତି । ପରିବାରରେ ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ସମସ୍ୟାଜନିତ ଟେନ୍‌ସନ ସୃଷ୍ଟି କରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ । ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ । ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀ- ବିଜ୍ଞ ହେବେ । କର୍ମଜୀବି- ଅର୍ଥ […]

ଖେଳ ଦେଶ ବିଦେଶ

ବିନା ଦର୍ଶକରେ ଦିଲ୍ଲୀରେ ଖୋଲିପାରିବ ଷ୍ଟାଡିୟମ, ବନ୍ଦ ରହିବ ସିନେମା ହଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କରୋନା ମହାମାରୀ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଜୁଲାଇ ୫ ତାରିଖରୁ ବିନା ଦର୍ଶକରେ ଷ୍ଟାଡିୟମ ଏବଂ କ୍ରୀଡା କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସିନେମା ହଲ୍, ମଲ୍ଟିପ୍ଲେକ୍ସ, ସୁଇମିଂ ପୁଲ୍ ବନ୍ଦ ରହିବ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ପଡିବ ଏବଂ ଷ୍ଟାଡିୟମ୍ ଖୋଲିବାବେଳେ କରୋନା ନିୟମର […]

ଖେଳ

ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତା: ପ୍ରିକ୍ବାର୍ଟରରେ ଫେଡେରର୍‌, କର୍ବର

ଲଣ୍ଡନ : ଜର୍ମାନିର ଆଞ୍ଜେଲିକ୍‌ କର୍ବର ଚଳିତ ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଏହି ୨୫ ମାନ୍ୟତାପ୍ରାପ୍ତ ଖେଳାଳି ଶନିବାର ମହିଳା ଏକକ ତୃତୀୟ ରାଉଣ୍ଡ୍‌ରେ ପ୍ରଥମ ସେଟ୍‌ ହାରିବା ସତ୍ତ୍ବେ ବେଲାରୁଷର ଆଲିକ୍‌ଜାନ୍ଦ୍ରା ସାସ୍‌ନୋଭିକ୍‌ଙ୍କୁ ୨-୬, ୬-୦ ଓ ୬-୧ ସେଟ୍‌ରେ ପରାସ୍ତ କରିଥିଲେ। ତାଙ୍କ ବ୍ୟତୀତ ଶନିବାର ଖେଳାଯାଇଥିବା ଅନ୍ୟ ମହିଳା ତୃତୀୟ ରାଉଣ୍ଡ୍‌ ମୁକାବିଲାରେ ଚେକ୍‌ ଗଣରାଜ୍ୟର କାରୋଲିନା ମୁଚୋଭା, ଚତୁର୍ଦଶ ମାନ୍ୟତା ବାର୍ବୋରା କ୍ରେସିକୋଭା, […]

ଖେଳ

ସଚିନଙ୍କ ପୁଅ ଧୋନି: ଶିକ୍ଷକତା ପାଇଁ ଆବେଦନ

ନୂଆଦିଲ୍ଲୀ : ଛତିଶଗଡ଼ରୁ ଏକ ବିଚିତ୍ର ଖବର ମିଳିଛି। ରାଜ୍ୟରେ ଚାଲିଥିବା ୧୪,୮୫୦ ଜଣ ଶିକ୍ଷକ ପଦବି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏକ ନକଲି ଆବେଦନ ପତ୍ର ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଜଣେ ଆବେଦନକାରୀ ନିଜ ନାମ ମହେନ୍ଦ୍ର ସିଂହ ଧୋନି ଏବଂ ପିତାଙ୍କ ନାମ ସଚିନ ତେନ୍ଦୁଲକର ଲେଖିଛନ୍ତି। ରାଇପୁରରେ ଶିକ୍ଷକ ପଦ ପାଇଁ ସେ ଆବେଦନ କରିଛନ୍ତି। ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲେ ମଧ୍ୟ ସେ ନଆସିବା ଫଳରେ […]

ଖେଳ

ୟୁରୋକପ୍ ଫୁଟବଲ୍ ପ୍ରତିଯୋଗିତା: ସେମିରେ ଇଟାଲି-ସ୍ପେନ୍

ମ୍ୟୁନିକ : ଚଳିତ ୟୁରୋକପ୍ ଫୁଟବଲ୍ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍‌ରେ ପୂର୍ବବିଜେତା ସ୍ପେନ୍‌କୁ ପୂର୍ବତନ ବିଶ୍ବ ବିଜେତା ଇଟାଲି ଭେଟିବ। ଏହି ପ୍ରତିକ୍ଷିତ ମ୍ୟାଚ୍ ଇଂଲଣ୍ଡର ୱେମ୍ବଲି ଷ୍ଟାଡିୟମ୍‌ରେ ଆସନ୍ତା ବୁଧବାର ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଦୁଇଟି କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଯୁବ ତାରକା ସମୃଦ୍ଧ ସ୍ବିଜରଲାଣ୍ଡକୁ ପେନାଲ୍ଟି ସୁଟଆଉଟ୍‌ରେ ହରାଇ ସ୍ପେନ୍ ଏବଂ ଅନ୍ୟ ଏକ ରୋମାଞ୍ଚଭରା ରାତି ମ୍ୟାଚ୍‌ରେ ଇଟାଲି ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ବେଲଜିୟମକୁ ୨-୧ ଗୋଲ୍‌ରେ ପରାସ୍ତ କରି […]

ଧର୍ମ

ଦେଶର ଏହି ୫ଟି ମନ୍ଦିରରେ ପୁରୁଷଙ୍କୁ ନାହିଁ ଅନୁମତି, କେବଳ ମହିଳା କରିପାରିବେ ପୂଜା

ନୂଆଦିଲ୍ଲୀ ୦୩/୦୭: ହିନ୍ଦୁ ଧର୍ମରେ ଅନେକ ରୀତି-ନୀତି ଏବଂ ମାନ୍ୟତା ରହିଛି । ଭାରତରେ ଏପରି ଅନେକ ମନ୍ଦିର ଅଛି ଯେଉଁଠାରେ ମହିଳାମାନଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଛି । କିନ୍ତୁ ଆପଣ ଜାଣନ୍ତି କି ସାରା ଦେଶରେ ଏପରି ୫ ଟି ମନ୍ଦିର ଅଛି ଯେଉଁଠାରେ ପୁରୁଷମାନଙ୍କୁ ଯିବାକୁ ଅନୁମତି ନାହିଁ । ବିବାହିତ ପୁରୁଷମାନଙ୍କୁ ଏହି ମନ୍ଦିରଗୁଡିକରେ ଅନୁମତି ନାହିଁ । ତେଣୁ କେବଳ ମହିଳାମାନେ ଏଠାରେ ପୂଜା କରିପାରିବେ । ଆସନ୍ତୁ ଜାଣିବା […]