ଦେଶ ବିଦେଶ ମନୋରଞ୍ଜନ

ନୂଆଦିଲ୍ଲୀ ୦୬/୦୭: ‘ବିଗ୍ ବସ୍ ୧୪’ ଫେମ୍ ରାହୁଲ ବୈଦ୍ୟ ଏବଂ ଦିଶା ପରମାରଙ୍କ ଲଭ୍ ଷ୍ଟୋରୀ ସମସ୍ତେ ଜାଣନ୍ତି । ରାହୁଲ ବିଗ୍ ବସ୍ ଘରେ ବିବାହ ପାଇଁ ଦିଶାଙ୍କୁ ପ୍ରପୋଜ୍ କରିଥିଲେ । ସେବେଠାରୁ ଫ୍ୟାନ୍ସମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ତେବେ କରୋନା ମହାମାରୀ ହେତୁ ଏହି ବିବାହକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ରାହୁଲ ଏବଂ ଦିଶା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ଆସିଛି। ନିକଟରେ […]

ମନୋରଞ୍ଜନ

ବିନା ବିବାହରେ ମା’ ହେବାକୁ ଚାହୁଁଛନ୍ତି କାଜଲଙ୍କ ଭଉଣୀ ତନିଷା ମୁଖାର୍ଜୀ

ନୂଆଦିଲ୍ଲୀ ୦୬/୦୭: ଆଜିକାଲି ବି-ଟାଉନରେ ବିବାହ ବିନା ମା’ ହେବା ଖୁବ୍ ଚାଲିଛି । ନିକଟରେ ରାକ୍ଷୀ ସାୱନ୍ତ କହିଥିଲେ ଯେ ସେ ତାଙ୍କର ଏଗ୍ ଫ୍ରିଜ୍ କରିଛନ୍ତି, ଏପରି କରିବା କେବଳ ରାକ୍ଷୀ ନୁହଁନ୍ତି, ବରଂ ତାଙ୍କ ପୂର୍ବରୁ ଅନେକ ସେଲିବ୍ରେଟ୍ ଏକତା କପୁର ଠାରୁ ମୋନା ସିଂ ପର୍ଯ୍ୟନ୍ତ ଏହା କରିଛନ୍ତି। ଏଥି ସହିତ, ବର୍ତ୍ତମାନ ଖବର ଆସିଛି ଯେ କାଜଲଙ୍କ ଭଉଣୀ ତନିଷା ମୁଖାର୍ଜୀ ମଧ୍ୟ ୩୯ ବର୍ଷ ବୟସରେ ଏଗ୍ ଫ୍ରିଜ୍ […]

ମନୋରଞ୍ଜନ

ଅଭିନେତା ଏଜାଜ ଖାନଙ୍କ ଜାମିନ ଆବେଦନ ଖାରଜ, ଡ୍ରଗ୍ସ ମାମଲାରେ ହୋଇଥିଲେ ଗିରଫ

ମୁମ୍ବାଇ ୦୬/୦୭: ଅଭିନେତା ଏଜାଜ ଖାନଙ୍କ ଜାମିନ ଆବେଦନକୁ ମୁମ୍ବାଇ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲା। ଡ୍ରଗ୍ସ ବେପାରୀ ଶାଦବ ବଟାଟାଙ୍କୁ ପଚରାଉଚରା ବେଳେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା । ପ୍ରଥମେ ବଟାଟାଙ୍କୁ ଗିରଫ କରାଯାଇଥିଲା ଯାହା ପରେ ଅନୁସନ୍ଧାନକାରୀ ଏଜେନ୍ସି ଏଜାଜଙ୍କୁ ପଚରାଉଚରା କରିଥିଲେ ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ। ମାର୍ଚ୍ଚ ୩୧ ରେ ଏଜାଜ ଖାନ […]

ଖେଳ

ଆଜିର ଦିନରେ ଇତିହାସ ରଚିଥିଲେ ‘ହିଟମ୍ୟାନ୍’, ସଚିନ ତେନ୍ଦୁଲକରଙ୍କ ଏହି ରେକର୍ଡ ସହ ହୋଇଥିଲେ ସମକକ୍ଷ

ନୂଆଦିଲ୍ଲୀ, ୦୬/୦୭: ଭାରତୀୟ ଦଳ ଷ୍ଟାର ଓପନର ତଥା ବିସ୍ଫୋରକ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଆଜିର ଦିନରେ ରଚିଥିଲେ ବିଶ୍ୱ ରେକର୍ଡ। ରୋହିତ ଦୁଇ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନରେ ଦିନିକିଆ ବିଶ୍ବକପ୍‌ ୨୦୧୯ରେ ବିରଳର ରେକର୍ଡ ହାସଲ କରିଥିଲେ। ରୋହିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେରେ ୫ଟି ଶତକୀୟ ଇନିଂସ୍‌ ଖେଳି ଖାସ୍‌ କାରନାମା କରିଥିଲେ। ଏଥିସହିତ କ୍ରିକେଟର ମହାକୂମ୍ଭରେ ସବୁଠୁ ଅଧିକା ଶତକୀୟ ଇନିଂସ୍‌ ଖେଳିଥିବା ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥିଲେ ରୋହିତ। ଜୁଲାଇ ୬ […]

ଖେଳ

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ଦର୍ଶକଙ୍କୁ ଅନୁମତି, ଷ୍ଟାଡିୟମରେ ବସି ଦେଖିପାରିବେ ମ୍ୟାଚ୍ : ହଟିଲା କଟକଣା

ନୂଆଦିଲ୍ଲୀ, ୦୬/୦୭: କ୍ରିକେଟ ଜଗତ ଓ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆସନ୍ତା ମାସରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦର୍ଶକଙ୍କୁ ମିଳିଲା ଅନୁମତି । ଅର୍ଥାତ ଦର୍ଶକମାନେ ଷ୍ଟାଡିୟମରେ ବସି ମ୍ୟାଚ୍ ଉପଭୋଗ କରିପାରିବେ । କରୋନା ଆତଙ୍କ ହେତୁ ଅଧିକାଂଶ ମ୍ୟାଚ୍ ଖାଲି ଷ୍ଟାଡିୟମ କିମ୍ବା ସୀମିତ ଦର୍ଶକରେ ଖେଳାଯାଉଥିଲା । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାରେ ସୀମିତ […]

ରାଶିଫଳ

ଜୁଲାଇ ୦୫ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଘାତଚନ୍ଦ୍ର ଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂର ଯାତ୍ରାରେ ଅସଫଳା, କର୍ମ ବିଶୃଙ୍ଖଳା, ବିବାଦରେ ପରାଜିତ ହେବେ । ପୁରାତନ ରୋଗ ପୁନଃ ଭୋଗ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ । ଚାଷୀ- ସାଙ୍ଗରେ ପାଣି ନେଇ ବାହାରନ୍ତୁ । ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ । ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ । କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ […]

ମନୋରଞ୍ଜନ

କପିଲଙ୍କ ପାରିଶ୍ରମିକ ମାସକୁ ୪ କୋଟି

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ଏବେ ତାଙ୍କ ସୋ’ ପାଇଁ ସେ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। ଆସନ୍ତା ଜୁଲାଇ ୨୧ ତାରିଖକୁ ‘ଦ କପିଲ ଶର୍ମା ସୋ’ର ନୂଆ ସିଜିନ୍‌ ଆରମ୍ଭ ହେବ। ନୂଆ ଟିମ୍‌ ଓ ନୂଆ ଫର୍ମାଟ ସହ ଆସୁଥିବା ଏହି ସୋ’ ପାଇଁ ଏବେ କସରତ୍‌ ଆରମ୍ଭ ହୋଇଯାଇଛି। ଏଥିସହ ଏହି ସୋ’ ପାଇଁ କପିଲ ନିଜ ପାରିଶ୍ରମିକ ବଢ଼ାଇଥିବା ମଧ୍ୟ ଚର୍ଚ୍ଚା […]

ମନୋରଞ୍ଜନ

ମନେପଡ଼ନ୍ତି ରାଜ କୁମାର

ବ୍ରିଟିଶ୍ ଇଣ୍ଡିଆ ଅନ୍ତର୍ଗତ ବେଲୁଚିସ୍ତାନର ଲୋରାଲାଇଠାରେ ୧୯୨୬ ଅକ୍ଟୋବର ୮ ତାରିଖରେ ଜନ୍ମ ହେଇଥିଲେ କୁଲଭୂଷଣ ପଣ୍ଡିତ। ଏଇ ପରିଚୟରେ ପ୍ରାୟ ତିରିଶ ବର୍ଷ ବିତିଯାଇଥିଲା। ମୁମ୍ବାଇ ପୁଲିସରେ ସେ ସବ୍‌ଇନ୍ସପେକ୍ଟର ଭାବେ ୧୯୪୯ରୁ ୧୯୫୫ ପର୍ଯ୍ୟନ୍ତ ଚାକିରି କରିଥିଲେ। ଆଙ୍ଗଲୋ ଇଣ୍ଡିଆନ୍ ଝିଅ ତଥା ଏୟାର ହୋଷ୍ଟେସ୍ ଜେନିଫରଙ୍କ ସହ ତାଙ୍କର ବିବାହ ହେଇଥିଲା। ମାତ୍ର ପୁଲିସ ପୋଷାକ ଓ ଲାଠି ଛାଡ଼ି ମୁହଁରେ ରଙ୍ଗମାଖି କ୍ୟାମେରା ସାମନାକୁ ଆସିବା ପରେ ତାଙ୍କ ନାମ ବଦଳି […]

ଖେଳ

ଟୋକିଓ ଅଲିମ୍ପିକ୍ସ ଆଉ ୧୮ ଦିନ: ଦୂତି, ଭବାନୀ, ଶିବପାଲ, ସୁଦୀପଙ୍କୁ ଅଲିମ୍ପିକ୍ ଶୁଭେଚ୍ଛା‌ ଇଟାଲିରୁ ଯୋଡ଼ି‌ହେଲେ ଭବାନୀ, ପଦକ ଆଶାୟୀ ଶିବପାଲ୍‌

ଭୁବନେଶ୍ବର: ଦେଶର ଅନନ୍ୟ ବିଶ୍ବବିଦ୍ୟାଳୟ ଭାବେ କିଟ୍‌ରୁ ୪ ଜଣ ପ୍ରତିନିଧିତ୍ବ କରିବେ ଟୋକିଓ ଅଲିମ୍ପିକ୍ସରେ। ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ, ଅସିଚାଳିକା ସିଏଏସ୍‌ ଭବାନୀ ଦେବୀ, ଜାଭଲିନ୍‌ ଫିଙ୍ଗାଳି ଶିବପାଲ୍‌ ସିଂହ ଏବଂ ଭାରତୀୟ ହକି ଦଳର ଡାକ୍ତର ନିଯୁକ୍ତ ସୁଦୀପ ଶତପଥୀଙ୍କ ଅଲିମ୍ପିକ୍ସ ସମ୍ପୃକ୍ତିକୁ ନେଇ କେବଳ କିଟ୍‌ ବିଶ୍ବବିଦ୍ୟାଳୟ ନୁହେଁ ‌ଓଡ଼ିଶା ଓ ଦେଶ ବି ଗର୍ବିତ ହୋଇଛି। ଉପରୋକ୍ତ ୩ ଖେଳାଳି ଓ ଜଣେ ଡାକ୍ତରଙ୍କୁ ରବିବାର ଟୋକିଓ ଅଲିମ୍ପିକ୍ସ […]

ଖେଳ

କୋପା ଆମେରିକା: ସେମିରେ ଆର୍ଜେଣ୍ଟିନା-କଲମ୍ବିଆ ଭେଟ ଫ୍ରି`କିକ୍‌ ଗୋଲ୍‌: ରୋନାଲ୍‌ଡୋଙ୍କୁ ଟପିଲେ ମେସି

ଗୋଏନା/ବ୍ରାସିଲା: ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନା ଓ କଲମ୍ବିଆ ‌ମୁହାଁମୁହିଁ ହେବେ। ଏହି ସେମିଫାଇନାଲ୍‌ ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ। ସୋମବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ଇକ୍ବେଡରକୁ ଏବଂ କଲମ୍ବିଆ ୪-୨ (୦-୦) ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଉରୁଗୁଏକୁ ପରାସ୍ତ କରିଥିଲା। ଗୋଏନାରେ ଖେଳାଯାଇଥିବା ମ୍ୟାଚ୍‌ର ଆରମ୍ଭରୁ ଆର୍ଜେଣ୍ଟିନାର ତାରକା ଖେଳାଳି ‌ଲିଓନେଲ ମେସି ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ହେଲେ ପ୍ରଥମାର୍ଦ୍ଧ ଶେଷ ହେବାର […]