ଖେଳ

୪୦ ବର୍ଷ ବୟସରେ ପାଦ ଦେଲେ କ୍ୟାପ୍‌ଟେନ୍‌ କୁଲ୍‌, ଚାରୁଆଡୁ ଶୁଭେଚ୍ଛାର ସୁଅ

ମୁମ୍ବାଇ: ବୁଧବାର ୪୦ ବର୍ଷ ବୟସରେ ପାଦ ରଖିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କ୍ୟାପ୍‌‌ଟେନ୍‌ କୁଲ୍‌ଙ୍କୁ ତାଙ୍କ ଜନ୍ମଦିନରେ ପ୍ରଶଂସକମାନଙ୍କଠାରୁ ନେଇ ବିଭିନ୍ନ ସେଲିବେ୍ରଟିମାନେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। କ୍ରିକେଟର୍‌ ବିରାଟ କୋହଲି, ସୁରେଶ ରାଇନା, ଇଶାନ୍ତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜଭେନ୍ଦ୍ର ଚହଲ, ଉମେଶ ଯାଦବ, ବିରେନ୍ଦ୍ର ସେହ୍ବାଗ, ୱାସିମ୍‌ ଜାଫର୍‌ ଆଦି ଟ୍ବିଟ୍‌ କରି ଧୋନିଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଝାଡଖଣ୍ଡର […]

ମନୋରଞ୍ଜନ

ନିରବି ଗଲେ ଟ୍ରାଜେଡି କିଙ୍ଗ୍: ଅଭିନୟ ପାଇଁ ବଦଳାଇଥିଲେ ନାମ, ଝୁରୁଛି ବଲିଉଡ

ମୁମ୍ୱାଇ ୭/୭: ପ୍ରକୃତ ନାଁ ମହମ୍ମଦ ୟୁସୁଫ ଖାନ । ତାଙ୍କୁ କେହି କେହି ଟ୍ରାଜେଡି କିଙ୍ଗ ବି କୁହନ୍ତି । ଅଭିନୟ ଜଗତରେ ତାଙ୍କର ନାଁ ହିଁ ଦର୍ଶକଙ୍କ ପାଇଁ କାଫି ଥିଲା । ୧୯୨୨ ଡିସେମ୍ୱର ୧୧ରେ ପାକିସ୍ତାନର ପେଶାଓ୍ୱାରରେ ଜନ୍ମଗ୍ରହଣ କରିଥିଲେ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର । ପିତା ଲାଲ ଗୁଲାମ ସର୍ବର । ମାତା ଆୟେଶା ବେଗମ । ଦିଲୀପ କୁମାରଙ୍କ ପ୍ରକୃତ ନାମ ଥିଲା ୟୁସୁଫ ଖାନ, କିନ୍ତୁ […]

ମନୋରଞ୍ଜନ

ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ଗହନା ବଶିଷ୍ଠ, ହୃଦଘାତ କାରଣରୁ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

ନୂଆଦିଲ୍ଲୀ ୦୭/୦୭: ନିକଟରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କୁ କାର୍ଡିଓପୁଲମୋନାରୀ ବାଇପାସ୍ ପମ୍ପରେ ରଖାଯାଇଛି । ଗେହନାଙ୍କ ହୃଦଘାତ ବିଷୟରେ ସୂଚନା ଅଭିନେତ୍ରୀଙ୍କ ମୁଖପାତ୍ର ଫ୍ଲିନି ରେମିଡିୟୋସ ପ୍ରଦାନ କରିଥିଲେ। ବର୍ତ୍ତମାନ ଅଭିନେତ୍ରୀ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଲଢୁଛନ୍ତି ବୋଲି ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ତାଙ୍କ ଫୁସଫୁସ କାମ କରିବା ବନ୍ଦ କରି ଦେଇଛି। ଯେଉଁଥିପାଇଁ ତାଙ୍କୁ ସିପିବି ପମ୍ପ […]

ମନୋରଞ୍ଜନ

ଦିଲ୍ଲୀପ କୁମାରଙ୍କ ପ୍ରଥମ ରୋଜଗାର ଥିଲା ମାତ୍ର ୩୬ ଟଙ୍କା, ଏବେ ୬୦୦ କୋଟିର ମାଲିକ ଭେଟେରାନ୍ ଷ୍ଟାରଙ୍କ ସଂଘର୍ଷ-ସଫଳତା ଏମିତି…

ନୂଆଦିଲ୍ଲୀ ୦୭/୦୭: ବଲିଉଡର ଟ୍ରାଜେଡି କିଙ୍ଗ ଭାବରେ ଜଣାଶୁଣା ଅଭିନେତା ଦିଲୀପ କୁମାରଙ୍କ ୯୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଆଜି ସକାଳେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲୀପ କୁମାର ୧୧ ଡିସେମ୍ବର ୧୯୯୨ ରେ ପାକିସ୍ଥାନର ପେଶୱାରରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଏବଂ ପରେ ତାଙ୍କ ପରିବାର ୧୯୩୦ ମସିହାରେ ମୁମ୍ବାଇରେ ଅବସ୍ଥାନ କରିଥିଲେ। ଦିଲୀପ କୁମାରଙ୍କ ବାପା-ମା ତାଙ୍କ ନାମ ୟୁସୁଫ ଖାନ […]

ରାଶିଫଳ

ଜୁଲାଇ ୦୬ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିିତି ସୃଷ୍ଟି କରିପାରନ୍ତି । ପରିବାରରେ ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ସମସ୍ୟାଜନିତ ଟେନ୍‌ସନ ସୃଷ୍ଟି କରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ । ଚାଷୀ- ଜଳ ସଞ୍ଚୟ କରନ୍ତୁ । ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ । କର୍ମଜୀବି- ଅର୍ଥ ହାନୀ ହେବ । […]

ଖେଳ

ଇଂଲଣ୍ଡ ଟିମର ୭ ସଦସ୍ୟ କରୋନା ପଜିଟିଭ୍, ଆଇସୋଲେସନରେ ପୁରା ଦଳ, ସେପଟେ ଜୁଲାଇ ୮ରୁ ପାକ୍ ବିପକ୍ଷ ସିରିଜ୍

ଲଣ୍ଡନ ୦୬।୦୭: ଇଂଲଣ୍ଡ କ୍ରିକେଟ୍ ଦଳକୁ ଲାଗିଲା ବଡ ଝଟକା। ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜର ଦୁଇ ଦିନ ପୂର୍ବରୁ ତିନି ଖେଳାଳି ଓ ଚାରି ସପୋର୍ଟ ଷ୍ଟାଫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସମସ୍ତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି। ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ଜୁଲାଇ ୮ରୁ ଆରମ୍ଭ ହେଉଛି। କିନ୍ତୁ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ ବୋର୍ଡ(ଇସିବି) ଅନୁଯାୟୀ, ସିରିଜ୍ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ହିସାବରେ ଖେଳାଯିବ। ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେନ ଷ୍ଟୋକ୍ସଙ୍କୁ ଦିନିକିଆ […]

ମନୋରଞ୍ଜନ

ମୁଁ, ତୁମେ ଓ ଲକ୍‌ଡାଉନ୍

ଗୁଡ୍‌ଲିଙ୍କ ନିର୍ଦ୍ଦେଶିତ ତଥା ଲକ୍‌ଡାଉନ୍‌ ସମୟରେ ରିଲିଜ୍‌ ହୋଇଥିବା ପ୍ରଥମ ଚଳଚ୍ଚିତ୍ରଟି ହେଉଛି ‘ମୁଁ ତୁମେ ଓ ଲକ୍‌ଡାଉନ୍‌’। ପରେ ପରେ ‘ପ୍ରେମ ନା ପାଗଳ ପଣ’, ‘ଦୁର୍ଗତିନାଶିନୀ’, ‘ଶ୍ରୀକ୍ଷେତ୍ର’, ‘ରୋଲ୍ ନଂ- ୨୭, ଆଦି ତାଙ୍କ ନିର୍ଦ୍ଦେଶନାର ୪ଟି ସିନେମା ମୁକ୍ତିଲାଭ କରିଥିବା ବେଳେ ମୁକ୍ତି ଅପେକ୍ଷାରେ ରହିଛି ‘ମୋନାଲିସା’, ‘ପିହୁ’, ‘ଜହ୍ନରାତିର ସାଥୀ’, ‘ତୋ ପାଇଁ କିଛି ବି କରିପାରେ’ ଓ ‘ଫାଷ୍ଟ୍‌ ଲଭ୍’ ସମେତ ଦଶଟିରୁ ଅଧିକ ନାମକରଣ ହେଇ ନଥିବା ଚଳଚ୍ଚିତ୍ର। […]

ମନୋରଞ୍ଜନ

ୟାମୀ କରିବେନି ନଖରାମୀ

ବାସ୍ତବ ଜୀବନରେ ନିର୍ଦ୍ଦେଶକ ଆଦିତ୍ୟ ଧର (ନିର୍ଦ୍ଦେଶକ: ଦ ସର୍ଜିକାଲ୍ ଷ୍ଟ୍ରାଇକ୍)ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଲାଗୁଛି ସ‌ତେ ‌ଯେମିତି ୟାମୀ ଆଉ ନଖରାମୀ କରିବେନି। ଅନିରୁଦ୍ଧ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ନୂଆ ସିନେମା (ଅନ୍‌ଟାଇଟଲ୍‌ଡ)ରେ ୟାମୀ ସାଜିବେ ସାମ୍ବାଦିକା। ବେଳେବେଳେ ସାମ୍ବାଦିକମାନେ କେମିତି ଉପଯୁକ୍ତ ତଥ୍ୟ ନ ଦେଇ ବିଭିନ୍ନ ଅପରାଧମୂଳକ ଖବର ପ୍ରକାଶ କରିଦିଅନ୍ତି, ସେଇକଥା ଉପରେ କାହାଣୀ ଆଧାରିତ। ୟାମୀ ସତ୍ୟ ଘଟଣାର ଉନ୍ମୋଚନ କରିବେ। […]

ଦେଶ ବିଦେଶ ଧର୍ମ

ମଙ୍ଗଳ ଏବଂ କେତୁଙ୍କ ସ୍ୱଭାବରେ ରହିଛି ଅନେକ ସାମଞ୍ଜସ୍ୟ: ସେମାନଙ୍କ ସ୍ଥିତିରୁ ବଦଳି ପାରେ ଭାଗ୍ୟ, ଜାତକ ହୋଇପାରେ ଗରିବରୁ ରାଜା

ନୂଆଦିଲ୍ଲୀ ୦୫/୦୭: ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ନିଷ୍ଠୁର ଗ୍ରହ କୁହାଯାଏ । କେତୁଙ୍କ ନାମ ଶୁଣିବା ମାତ୍ରେ ଲୋକଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଥାଏ । ତେବେ ଜ୍ୟୋତିଷଙ୍କ ଅନୁଯାୟୀ, କେତୁ ସର୍ବଦା ଅପ୍ରୀତିକର ଫଳାଫଳ ଦେଇନଥାନ୍ତି । ଯଦି କେତୁ କୌଣସି ଜାତକକୁ ଶୁଭ ପରିଣାମ ଦେଇଥାନ୍ତି, ତାଙ୍କୁ ସମ୍ମାନ-ପ୍ରତିଷ୍ଠା ଦେବା ସହିତ ଉଚ୍ଚତାକୁ ମଧ୍ୟ ନେଇ ଯାଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେତୁର ଅର୍ଥ ଉଚ୍ଚତା ହୋଇଥାଏ । ଯଦି ଜନ୍ମ […]

ମନୋରଞ୍ଜନ

ତେଲଗୁ ସିନେମାକୁ ଫେରିବେ ତାପସୀ ପନ୍ନୁ: ‘ହସିନ୍ ଦିଲରୁବା’ ପରେ ‘ମିସନ୍ ଇମ୍ପସିବଲ୍’ରେ ଦେଖାଇବେ କମାଲ

ନୂଆଦିଲ୍ଲୀ ୦୬/୦୭: ଭାରତର ପ୍ରସିଦ୍ଧ ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ଶୀର୍ଷରେ। ସେ ତାଙ୍କର ଚମତ୍କାର ଚରିତ୍ର ସହିତ ଲୋକଙ୍କ ହୃଦୟ ଜିତିପାରିଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କର ନୂଆ ଫିଲ୍ମ ସହିତ ଚର୍ଚ୍ଚାରେ ରହିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ତାପସୀ ପନ୍ନୁଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି । ତେଲୁଗୁ ଫିଲ୍ମ ‘ଝୁମଣ୍ଡି ନାଦମ୍’ ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା […]