ପୁଣି ହୃଦୟ ଜିଣିଲେ ସବ୍ୟ-ଅର୍ଚ୍ଚିତା, ଭୁବନେଶ୍ୱର ଓ କଟକର ସିନେମା ହଲ୍ କର୍ମଚାରୀଙ୍କୁ ବାଣ୍ଟିଲେ ରାସନ ସାମଗ୍ରୀ
ଭୁବନେଶ୍ବର ୯/୦୭: କରୋନା ମହାମାରୀ ସମୟରେ ଲାଗିଥିବା ଲକଡାଉନ୍ ଏବଂ ସଟଡାଉନ୍ କଟକଣା ସିନେମା ହଲ ଶିଳ୍ପକୁ ଅତ୍ୟନ୍ତ ପ୍ରଭାବିତ କରିଛି । ସିନେମା ହଲ୍ କର୍ତ୍ତୃପକ୍ଷ କର୍ମଚାରୀଙ୍କୁ ସହାୟତା କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ସୁଦ୍ଧା ଦ୍ବିତୀୟ ଲହର ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ତେବେ ଏହିଭଳି ପରିସ୍ଥିତିରେ କରୋନା କାଳରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା ଓଲିଉଡ ଅଭିନେତା ସବ୍ୟସାଚୀ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ଭୁବନେଶ୍ୱର ଏବଂ କଟକର ସମସ୍ତ ସିନେମା […]