ମନୋରଞ୍ଜନ

ଟ୍ୱିଟରରୁ ବ୍ରେକ୍ ନେଲେ ଅଲି ଗୋନି : କହିଲେ- ଲୋକମାନେ ମୋ ଭଉଣୀକୁ ଗାଳି ଦେଉଛନ୍ତି

ମୁମ୍ବାଇ ୧୨/୦୭: ବିଗ୍ ବସ୍ ଫେମ୍ ଅଭିନେତା ଅଲି ଗୋନି ଖୁବ୍ ରାଗିଯାଇଛନ୍ତି। ନିକଟରେ ସେ ନିଜକୁ ଟ୍ୱିଟରରୁ ଅଲଗା କରିବାକୁ ଘୋଷଣା କରିଛନ୍ତି। ବାସ୍ତବରେ, ଅଭିନେତାଙ୍କ ଭଉଣୀ କିଛି ଦିନରୁ ଟ୍ୱିଟରରେ ଟ୍ରୋଲର ସମ୍ମୁଖୀନ ହେଉଥିଲେ । କିଛି ୟୁଜର୍ ଅଲିଙ୍କ ଭଉଣୀ ବିଷୟରେ ନକାରାତ୍ମକ ଏବଂ ଅଶ୍ଳୀଳ ଜିନିଷ ଲେଖୁଥିଲେ । ଭାଇ ହୋଇ ଅଲି ଏସବୁ ଦେଖି ପାରିନଥିଲେ ଏବଂ ସେ ଟ୍ରୋଲରମାନଙ୍କୁ ବହୁତ କିଛି କହିଥିଲେ । ପରେ ସେ ଟ୍ୱିଟରରୁ […]

ମନୋରଞ୍ଜନ

ମୁହଁରେ କୁଞ୍ଚନ, ଧଳା ପଡିଯାଇଛି କେଶ… କେମିତି ହେଲା କମେଡି କୁଇନ୍ ଭାରତୀଙ୍କ ଏପରି ଅବସ୍ଥା

ନୂଆଦିଲ୍ଲୀ ୧୨/୭ : କମେଡି କୁଇନ୍ ଭାରତୀର ସିଂ ଏବଂ ହର୍ଷ ଲିମ୍ବାଚିଆ ଟେଲି ଶୋ ର ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ଉଭୟ ଦର୍ଶକଙ୍କୁ ଖୁବ୍ ହସାନ୍ତି । ଭାରତୀ ଏବଂ ହର୍ଷ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଦୁହେଁ କିଛି ନା କିଛି ଫଟୋ କିମ୍ବା ମଜାଳିଆ ଭିଡିଓ ସେୟାର କରିଥାନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ହସି ହସି ବେଦମ ହୋଇଯାଆନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ହର୍ଷ […]

ମନୋରଞ୍ଜନ

ଝିଅକୁ ପୁରିଲା ୬ ମାସ: କୋହଲିଙ୍କ କୋଳରେ ଖେଳୁଥିବା ନଜର ଆସିଲା ବାମିକା, ଫଟୋ ସେୟାର କଲେ ଅନୁଷ୍କା

ନୂଆଦିଲ୍ଲୀ ୧୨/୦୭ : ଭାରତୀୟ କ୍ୟାପଟେନ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ବାମିକାଙ୍କ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଟିମ ଇଣ୍ଡିଆ ଅଗଷ୍ଟରେ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବ। ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ୨୦ ଦିନର ବ୍ରେକ ଦିଆଯାଇଛି। ଏହି ସମୟରେ ଖେଳାଳିମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। କୋହଲି ମଧ୍ୟ ନିଜ ଅଲିଅଳି ଝିଅ ବାମିକା ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରୁଛନ୍ତି। ଅନୁଷ୍କା […]

ଧର୍ମ

ଗୁଜୁରାଟରେ ଜଗନ୍ନାଥଙ୍କ ଆଳତୀ କଲେ ଗୃହମନ୍ତ୍ରୀ ଅମିତ ଶାହା, ଗଜରାଜଙ୍କୁ ଦେଲେ ଖାଦ୍ୟ

ଗୁଜୁରାଟ୧୨/୮ : ତିନିଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ଶାହା ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । କେବଳ ସେତିତି ନୁହେଁ ନିଜେ ମଧ୍ୟ ମହାବାହୁଙ୍କ ଆଳତୀ କରିଥିଲେ । ପରେ ହାତୀଙ୍କୁ ମଧ୍ୟ ଖାଦ୍ୟ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗୁଜୁରାଟରେ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା କରାଯିବ । କରୋନା କର୍ଫ୍ୟୁ ମଧ୍ୟରେ କେବଳ ରଥ ଟଣାଯିବ । ତେବେ ଏଥିରେ କୌଣସି ଲୋକ […]

ଧର୍ମ

କେଉଁ ଦିଗରେ ରହିବା ଉଚିତ୍ ଭଗବାନଙ୍କ ପୂଜା ଘର ? ଜାଣନ୍ତୁ ବାସ୍ତୁ ଟିପ୍ସ

ନୂଆଦିଲ୍ଲୀ ୧୨/୦୭: ସମସ୍ତେ ନିଜ ଘରେ ପୂଜା ଘର ନିର୍ମାଣ କରିଥାନ୍ତି। ଯେଉଁଠାରେ ସେମାନେ ଘରର ସୁଖ-ଶାନ୍ତି ଏବଂ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ପୂଜା କରିଥାନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ ପୂଜା ଘର ସଠିକ୍ ଦିଗରେ ରଖିବା ଅତ୍ୟନ୍ତ ଜରୁରୀ । ଅନ୍ୟଥା, ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଚାଲନ୍ତୁ ଜାଣିବା ପୂଜା ଘର ସହ ଜଡିତ ବାସ୍ତୁ ବିଷୟରେ… ପୂଜା ଘର କରିବାର ଉଚିତ୍ ଦିଗ: ଘରର ଭୁଲ […]

ଧର୍ମ

ଶରଧାବାଲି ଅଭିମୁଖେ ଗଡ଼ିଲା ଶ୍ରୀଜିଉଙ୍କ ରଥ, ହର୍ଷୋଲ୍ଲାସରେ ଟାଣି ନେଉଛନ୍ତି ସେବାୟତ

ପୁରୀ: ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରାର ଆୟୋଜନ ଜାରି ରହିଛି । ରଥ ଉପରେ ସମସ୍ତ ନୀତିକାନ୍ତି ସପନ୍ନ ହୋଇଛି । ତିନି ରଥ ଉପରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଛି । ତିନି ରଥକୁ ଶରଧାବାଲି ଅଭିମୁଖେ ନିଆଯାଉଛି । ମଧ୍ୟାହ୍ନ ୧୨ଟାରେ ବଳଭଦ୍ରଙ୍କ ରଥ ପ୍ରଥମେ ଶରଧାବାଲି ଅଭିମୁଖେ ଗଡ଼ିଛି । ବିନା ଭକ୍ତରେ ସେବାୟତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କୁ […]

ରାଶିଫଳ

ଜୁଲାଇ ୧୧ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ନୂତନ କାର୍ଯ୍ୟାରମ୍ଭ କରିବେ । ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କାର୍ଯ୍ୟରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ । ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ । ରୋଗୀ- ବ୍ୟାୟାମ୍ କରିବା ଉଚିତ୍ । ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ । କର୍ମଜୀବି- ଉନ୍ନତିର ମାର୍ଗ ମିଳିବ । ବ୍ୟବସାୟୀ- ନୂଆ […]

ଖେଳ ଦେଶ ବିଦେଶ

ନେଉଳର ଭବିଷ୍ୟବାଣୀ: ଇଂଲଣ୍ଡ ଜିତିବ

ଲଣ୍ଡନ: ଚଳିତ ୟୁରୋକପ୍‌ ଫାଇନାଲ୍‌ ଫଳାଫଳକୁ ନେଇ ମଣିଷଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ ସମସ୍ତେ ଭବିଷ୍ୟବାଣୀ କରିବା ଆରମ୍ଭ କରି ଦେଇଛନ୍ତି। ତେବେ ଲଣ୍ଡନ ଚିଡ଼ିଆଖାନାର ରହସ୍ୟମୟ ନେଉଳ ଆୟୋଜକ ଇଂଲଣ୍ଡ ଏହି ମେଗା ମୁକାବିଲାକୁ ଜିତିବ ବୋଲି ଭବିଷ୍ୟବାଣୀ କରି ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଚିଡ଼ିଆଖାନାର ଜଣେ କର୍ମଚାରୀ ଏହି ନେଉଳଟିକୁ ନେଇ ବିଜେତା ବାଛିବାର ପ୍ରକ୍ରିୟା କରିଥିଲେ। ପ୍ରଥମେ ସେ ଏକ ନିକଟସ୍ଥ ପଡ଼ିଆରେ ଇଂଲଣ୍ଡ ଓ ଇଟାଲି ଜାତୀୟ ପତାକା […]

ଖେଳ

କୋପା ଆମେରିକା କପ୍ : ୨୮ ବର୍ଷ ପରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା, ମେସୀଙ୍କ ନେତୃତ୍ୱରେ ଜିତିଲା ଟାଇଟଲ୍

ଆମେରିକା, ୧୧/୦୭: କୋପା ଆମେରିକା କପ୍‌ରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା । ଦୀର୍ଘ ୨୮ ବର୍ଷ ପରେ ଲିୟୋନଲ ମେସୀଙ୍କ ନେତୃତ୍ୱରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା । ଶନିବାର ଖେଳାଯାଇଥିବା ଏହି ମୁକାବିଲାରେ ଆର୍ଜେଣ୍ଟିନା ବ୍ରାଜିଲକୁ ୧-୦ ଗୋଲରେ ହରାଇ ଟାଇଟଲ୍ ହାସଲ କରିଛି । ଏହାସହ ୧୫ ଥର ଏହି ଟାଇଟସ ଜିତି ରେକର୍ଡ କରିଛି । ଆର୍ଜେଣ୍ଟିନା ତରଫରୁ ଆଞ୍ଜେଲ ଡି ମାରିୟା ଗୋଟିଏ ଗୋଲ କରିଥିଲେ । ଡି ମାରିଆ ଖେଳର ୨୨ […]

ଧର୍ମ

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁରତୀ, ଦିନକ ପରେ ରଥାରୁଢ ହେବେ ଶ୍ରୀଜୀଉ

ପୁରୀ ୧୦/୦୭: ଅଣସର ଗୁପ୍ତ ସେବା ପରେ ନବଯୌବନ ପାଇଛନ୍ତି ଶ୍ରୀବିଗ୍ରହ । ଶୁକ୍ରବାର ବିନା ଭକ୍ତରେ ବଡ଼ଦେଉଳରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତି ସମ୍ପନ୍ନ ହୋଇଛି । ୧୧ ତାରିଖରେ ରଥକୁ ଆଜ୍ଞାମାଳ ବିଜେ କରାଯିବ । ୧୨ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ଶ୍ରୀଜିଉ । କୋଭିଡ୍‌ ସଂକ୍ରମଣ ଆଶଙ୍କାରେ ଶ୍ରୀମନ୍ଦିରରେ ଭକ୍ତ ପ୍ରବେଶ ଉପରେ ପ୍ରଶାସନ କଟକଣା […]