ମନୋରଞ୍ଜନ

୩୮ ବର୍ଷ ବୟସରେ ପାଦ ଥାପିଲେ କ୍ୟାଟ୍ରିନା, ବ୍ରିଟିଶ ମଡେଲରୁ ବନିଥିଲେ ବଲିଉଡର ଆଗଧାଡିର ନାୟିକା

ମୁମ୍ବାଇ ୧୬/୭ ବଲିଉଡର ବାର୍ବି ଡଲ କ୍ୟାଟ୍ରିନା କୈଫ୍ ନିଜର ସୁନ୍ଦରତା ଓ ଚମତ୍କାର ଅଭିନୟ ବେଶ ଜଣାଶୁଣା । କ୍ୟାଟ୍ରିନା ୧୬ ଜୁଲାଇ ୧୯୮୩ ମସିହାରେ ହଙ୍ଗକଙ୍ଗରେ ଜନ୍ମ ହୋଇଥିଲେ । କହିବାକୁ ଗଲେ ସେ ବ୍ରିଟିଶ ମଡେଲ ଆଜି ସେ ୩୮ ବର୍ଷର ଜନ୍ମ ଦିନ ପାଳୁଛନ୍ତି । ୨୦୦୩ ମସିହାରେ ଫିଲ୍ମ ବୁମ ଜରିଆରେ ଡେବ୍ୟୁ କରିଥିଲେ କ୍ୟାଟରିନା । ଏହି ଚଳଚ୍ଚିତ୍ରଟି ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫଙ୍କ ଦ୍ୱାରା ନିର୍ମିତ […]

ମନୋରଞ୍ଜନ

ବନ୍ଦ ହେଲା ଜିମି ଶେର୍ଗିଲଙ୍କ ୱେବ୍ ସିରିଜ୍ ‘ଚୁନା’ର ସୁଟିଂ, ୫ କଳାକାର କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୬/୦୬: ଅଭିନେତା ଜିମି ଶେର୍ଗିଲ, ନମିତ ଦାସ ଏବଂ ମୋନିକା ପୱାରଙ୍କ ୱେବ୍ ସିରିଜ୍ ‘ଚୁନା’ ଉପରେ କରୋନା ଦାଉ ସାଧିଛି, ଯାହାର ସୂଚନା ପରେ ଶୁଟିଂ ବନ୍ଦ କରାଯାଇଛି । ୱେବ୍ ସିରିଜ୍ ‘ଚୁନା’ର ସୁଟିଂ ଲକ୍ଷ୍ନୌରେ ଚାଲିଥିଲା। ସୁଟିଂ ୟୁନିଟର ୯୨ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି, ଏହା ପରେ ତୁରନ୍ତ ସୁଟିଂ ବନ୍ଦ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି। ସୁଟିଂ ୟୁନିଟର ୯୨ ଜଣଙ୍କ […]

ରାଶିଫଳ

ଜୁଲାଇ ୧୫ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆଜି ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ତାହା ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ଏକ ଭିନ୍ନ ପରିସ୍ଥିତିରେ ଜଣେ ଜଣାଶୁଣା ବ୍ୟକ୍ତିଙ୍କ ସାହାର୍ଯ୍ୟ ଲାଭରୁ ଉପକୃତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ । ରୋଗୀ- ଚକ୍ଷୁ ପୀଡା ହେବ । ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ । କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ । ବ୍ୟବସାୟୀ- ସଫଳତା ମିଳିବ । ଗୃହିଣୀ- କାର୍ଯ୍ୟରେ […]

ମନୋରଞ୍ଜନ

ମା’ ହେଲେ ଦିୟା

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ମା’ ହୋଇଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହି ଖବର ସେ ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେ ସମସ୍ତ ଶୁଭେଚ୍ଛୁ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିୟା ଏବଂ ବୈଭବ ସେମାନଙ୍କର ନବଜାତ ଶିଶୁର ନାମ ଦେଇଛନ୍ତି ଅଭିୟାନ। ଫେବୃଆରି ୧୫ରେ ମୁମ୍ବାଇରେ ଏକ ସମାରୋହରେ ଦିୟା ଏବଂ ବୈଭବ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ମନୋରଞ୍ଜନ

କଙ୍ଗନାଙ୍କ ଟିମ୍‌ରେ ନୱାଜୁଦ୍ଦିନ

ବଲିଉଡ୍‌ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକି ଖୁବ୍ ଶୀଘ୍ର ‘ଟିକୁ ୱେଡ୍ସ ଶେରୁ’ରେ ନଜର ଆସିବେ। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ। ନୱାଜୁଦ୍ଦିନ ଖୁବ୍‌ ଶୀଘ୍ର ଫିଲ୍ମରେ କାମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସ୍ ସୋସିଆଲ୍‌ ମିଡିଆରେ ନୱାଜୁଦ୍ଦିନଙ୍କ ଫଟୋ ସେୟାର କରିବା ପରେ ଏହି ଖବର ସୁନିଶ୍ଚିତ ହୋଇଛି। କଙ୍ଗନା ମଧ୍ୟ ନୱାଜଙ୍କ ଫଟୋ ସେୟାର କରି ତାଙ୍କୁ ଟିମ୍‌କୁ ସ୍ୱାଗତ କରିଥିଲେ। କଙ୍ଗନାଙ୍କ […]

ଧର୍ମ

୩ ରଥରେ ସାମାନ୍ୟ ଫାଟ, ସ୍ୱତନ୍ତ୍ର ବୈଷୟିକ ଟିମ୍‌ର ଯାଞ୍ଚ

ପୁରୀ ୧୫।୦୭: ସରିଛି ରଥଯାତ୍ରା । ଆସନ୍ତା ୧୭ ତାରିଖରେ ତିନିରଥର ଦକ୍ଷିଣ ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍ ଦ୍ବାରା ତିନିରଥର ହେଲା ଯାଞ୍ଚ। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ। ତିନିରଥରେ ରହିଛି ସାମାନ୍ୟ ଫାଟ। ଖବର ଅନୁଯାୟୀ, ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ସାମାନ୍ୟ ଫାଟ ରହିଛି । ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ଫାଟ […]

ମନୋରଞ୍ଜନ

ଫିଲ୍ମରେ ସୋନୁ ସୁଦଙ୍କୁ ମାଡ ଦିଆଯାଉଥିବା ଦେଖି ଟିଭି ଭାଙ୍ଗିଦେଲା ପିଲା : ଭିଡିଓ ସେୟାର କଲେ ଅଭିନେତା

ନୂଆଦିଲ୍ଲୀ ୧୫/୦୭ : ବଲିଉଡ ଅଭିନେତା ସୋନୁ ସୁଦ ମହାମାରୀ ସମୟରେ ସମସ୍ତଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ତାଙ୍କୁ ଦେଶର ଲୋକମାନଙ୍କଠାରୁ ଆଶୀର୍ବାଦ ଓ ପ୍ରଶଂସା ମିଳୁଛି । ଏଥି ସହିତ, ସବୁ ବୟସର ଲୋକମାନେ ତାଙ୍କର ଅଦ୍ଭୁତ ପ୍ରଶଂସକ ହୋଇପାରିଛନ୍ତି । ସୋନୁ, ଯିଏ ପ୍ରାୟତଃ ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରନ୍ତି, ସେ ପ୍ରକୃତ ଜୀବନରେ ଜଣେ ହିରୋ । ଏହି କାରଣରୁ ନିକଟରେ ସୋନୁଙ୍କର ଏପରି ଏକ ଛୋଟ ଫ୍ୟାନ୍ସ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବୃଦ୍ଧି ପାଇଁ ଅନୁମତି, ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର ୧୩।୭: ବଢିବ ଯୁକ୍ତ ଦୁଇ ସିଟ୍ । ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ପାଇଁ ମିଳିଛି ଅନୁମତି । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ସରେ ଅନଲାଇନ୍ ମାଧ୍ୟମରେ ଆବୋଦନ କରିବାକୁ ନିର୍ଦ୍ଦେଶ ରହିଛି । ଚଳିତ ବର୍ଷ ମାଟ୍ରିକ ପାସ୍ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ । ରାଜ୍ୟରେ ଯୁକ୍ତ ୨ ସିଟ୍ ସଂଖ୍ୟା ୪ ଲକ୍ଷ […]

ରାଶିଫଳ

ଜୁଲାଇ ୧୩ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆଜି ଆଂଶିକ କାଳସର୍ପଯୋଗ ଆପଣଙ୍କୁ ସ୍ୱାସ୍ଥ୍ୟ ଓ ଅର୍ଥ ସମ୍ପର୍କୀୟ ବ୍ୟତିକ୍ରମ ମାଧ୍ୟମରେ ଚିନ୍ତିତ କରାଇପାରେ । ଘର ଅପେକ୍ଷା ବାହାର ଲୋକଙ୍କ ସକାଶେ ବିଶେଷ ସମୟ ନେଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ । ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି । ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି । ଛାତ୍ରଛାତ୍ରୀ- ବିଜ୍ଞ ହେବେ । କର୍ମଜୀବି- ସହଯୋଗ ମିଳିବ । ବ୍ୟବସାୟୀ- ବିଜୟୀ […]

ମନୋରଞ୍ଜନ

ନିଜର ପୁସ୍ତକକୁ ନେଇ ବିବାଦରେ ପଡିଲେ କରୀନା କପୁର : ଶୀଘ୍ର ଦାଖଲ ହୋଇପାରେ ଅଭିଯୋଗ

ମୁମ୍ବାଇ ୧୩/୦୭ : କରୀନା କପୁର ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି। ଗତ ଶୁକ୍ରବାର ଜୁଲାଇ ୯ ରେ ସେ ଗର୍ଭଧାରଣ ବିଷୟରେ ତାଙ୍କ ପୁସ୍ତକ ଉନ୍ମୋଚନ କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ଏ ବିଷୟରେ ସୂଚନା ଦେଇଛନ୍ତି। କରୀନା କହିଛନ୍ତି, ସେ ତାଙ୍କ ପୁସ୍ତକ କରୀନା କପୁର ଖାନ ପ୍ରେଗ୍ନେସୀ ବାଇବଲରେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣର ଯାତ୍ରା ବିଷୟରେ ବାଖ୍ୟା କରିଛନ୍ତି। ଯେଉଁଥିରୁ ଭଲ […]