ଖେଳ

ଟୋକିଓ ଅଲମ୍ପିକ କ୍ରୀଡା ଗ୍ରାମକୁ ଗ୍ରାସିଲା ମହାମାରୀ, ସାମ୍ନାକୁ ଆସିଲା ପ୍ରଥମ କେସ୍

ଟୋକିଓ ୧୭।୦୭: ଟୋକିଓ ଅଲିମ୍ପିକ୍ସ ଉପରେ ବଢିବାରେ ଲାଗିଛି ସଂକଟର କଳାବାଦଲ । ଖାସ୍ କରି ଏଠାରେ ଦାଉ ସାଧିଛି କରୋନାର ଗ୍ରହଣ । ସ୍ପୋର୍ଟସ୍ ଭିଲେଜ କମ୍ପ୍ଲେକ୍ସରେ ପ୍ରଥମ କରି କରୋନା କେସ ନଜର ଆସିଥିବା ଅଲିମ୍ପିକ୍ ଆୟୋଜକମାନେ ନିଶ୍ଚିତ କରିଛନ୍ତି । ଫଳରେ ବଢିଛି ଏଠାରେ କରୋନା ସଂକ୍ରମଣ ମାମଲା । ଆସନ୍ତା ୨୩ରେ ଆରମ୍ଭ ହେବାକୁ ଅଛି ଖେଳର ମହାକୁମ୍ଭ । ଯାହାକୁ ନେଇ ଏବେଠାରୁ ଦେଖାଦେଲାଣି ଅନିଶ୍ଚିତତା । କ୍ରୀଡା ଗ୍ରାମରେ […]

ଖେଳ

ଟି-୨୦ ବିଶ୍ବକପ : ପୁଣିଥରେ ମୈଦାନରେ ମୁହାଁମୁହିଁ ହେବେ ୨ ଚିର ପ୍ରତିଦ୍ବନ୍ଦୀ, ଦେଖିବାକୁ ମିଳିବ ମହାଲଢେଇ

ନୂଆଦିଲ୍ଲୀ ୧୬/୦୭ : ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟ୍ବେଣ୍ଟି ଟେଣ୍ଟି ବିଶ୍ବକପ୍‌ ମହାସମର । ଏହା ପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି । ତେବେ କ୍ରିକେଟ ପାଗଳ ଦେଶ କୁହାଯାଉଥିବା ଭାରତ ପାଇଁ ଆଉ ଏକ ରୋମାଞ୍ଚକର ଖବର ଆସିଛି । ମୋଟ ୧୨ଟି ଅଂଶ ଗ୍ରହଣ କରୁଥିବା ଟି-୨୦ ବିଶ୍ବକପରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ହିଁ ରହିଛନ୍ତି । ଅର୍ଥାତ ଲିଗ୍ ପର୍ଯ୍ୟାୟ […]

ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ରାହୁଲ-ଦିଶା : ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ ୧୬/୦୭ : ବିଗ୍ ବସ୍ ୧୪ ଫେମ୍‌ ରାହୁଲ ବୈଦ୍ୟ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ୍ ଦିଶା ପରମାରଙ୍କ ପାଇଁ ଆଜି ବଡ ଖୁସିର ଦିନ । ବହୁ ଦିନର ଅପେକ୍ଷା ପରେ ଦୁହେଁ ଆଜି ବିବାହ କରିଛନ୍ତି । ରାହୁଲ୍ ବର ବେଶ ସାଜି ମଣ୍ଡପରେ ପହଞ୍ଚିଛନ୍ତି , ଦିଶା ମଧ୍ୟ କନିଆ ସାଜି ନାଲି ଲେହେଙ୍ଗାରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଦୁଇଜଣଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । କରୋନା ପ୍ରୋଟୋକଲକୁ […]

ଖେଳ

ଫୁଟ୍‌ବଲ୍‌ରୁ ଅବସର ନେଲେ ରୋବେନ୍‌

ଦି ହଗ୍‌: ନେଦରଲାଣ୍ଡ୍‌ର ମହାନ୍‌ ଫୁଟ୍‌ବଲ ତାରକା ଅର୍ଜେନ୍‌ ରୋବେନ୍‌ ଅବସର ନେଇଯାଇଛନ୍ତି। ୟୁଥ୍‌ କ୍ଲବ୍‌ ଏଫ୍‌ସି ଗ୍ରୋନିଗେନ୍‌ ପକ୍ଷରୁ ଖେଳୁଥିବା ଏହା ତାରକା ଖେଳାଳି ଗୁରୁବାର ତାଙ୍କ ଦୁଇ ଦଶନ୍ଧୀର ଜାଜୁଲ୍ୟମୟ ଫୁଟ୍‌ବଲ୍‌ କ୍ୟାରିୟରର ଅନ୍ତ ଘଟିଲା ବୋଲି ଘୋ‌ଷଣା କରିଛନ୍ତି। ତାଙ୍କ ପିଢ଼ିର ଅନ୍ୟତମ ଶ୍ରେ‌ଷ୍ଠ ୱିଙ୍ଗର ଭାବେ ପରିଗଣିତ ରୋବେନ୍‌ ଗତବର୍ଷ ଏଫ୍‌ସି ଗ୍ରୋନିଗେନ୍‌ ସହ ପୁନର୍ବାର ଯୋଡ଼ି ହୋଇଥିଲେ। ସେ ଚେଲ୍‌ସି, ରିଅଲ୍‌ ମାଦ୍ରିଦ୍‌ ଓ ବେୟର୍ନ ମ୍ୟୁନିକ୍‌କୁ ବିଜୟୀ କରାଇଥିଲେ। […]

ଖେଳ

କିପରି କରୋନା ସଂକ୍ରମିତ ହେଲେ ଋଷଭ ପନ୍ତ, ଫୁଟବଲ ଷ୍ଟାଡିୟମରୁ ନା କ୍ଲିନିକରୁ ?

ଲଣ୍ଡନ : ଟିମ ଇଣ୍ଡିଆର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଓ ଜଣେ ସହାୟକ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଟିମ ଇଣ୍ଡିଆର ଚିନ୍ତା ବଢିଯାଇଛି । ଅନ୍ୟ କୌଣସି ସଦସ୍ୟଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲେ ବି ଆଗକୁ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଟିମ ମ୍ୟାନେଜମେଣ୍ଟର କଠୋର କଟକଣା ସତ୍ତ୍ବେ ପନ୍ତ କିପରି ସଂକ୍ରମିତ ହେଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଗତ କାଲି ଖବର […]

ଧର୍ମ

ପୋଡ଼ପିଠା: ଯଜ୍ଞ‘ପୁରୋଡାଶ’!

ବାହୁଡ଼ାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବା ବେଳେ, ରଥାରୂଢ଼ ଶ୍ରୀଜଗନ୍ନାଥଙ୍କୁ ମାଉସୀ ମା’ ମନ୍ଦିରଠାରେ ପୋଡ଼ପିଠା ଭୋଗ ଅର୍ପଣ ହୁଏ। ଏହା ପ୍ରକୃତରେ ‘ଛେନା-ପୋଡ଼ପିଠା’। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଅତି ସ୍ପଷ୍ଟ ଭାବରେ ଏକଥା ଲେଖାଅଛି। କିନ୍ତୁ ‘ପୋଡ଼ପିଠା’ ବୋଲି କୁହାଗଲେ ମଧ୍ୟ, ଏହା ଠିକ୍ ଅର୍ଥରେ ପୋଡ଼ପିଠା ନୁହେଁ। କାରଣ, ଶ୍ରୀଜଗନ୍ନାଥଙ୍କ ଭୋଗ-ବ୍ୟବସ୍ଥାରେ କୌଣସି ପୋଡ଼ା ସାମଗ୍ରୀ ଲାଗି ହେବାର ବିଧି ନାହିଁ। ଏପରିକି, ଶ୍ରୀମନ୍ଦିରରେ ପ୍ରତିଦିନ ‘ହାତପୋଡ଼ା’ ନାମକ ଏକ ପ୍ରକାରର ପିଠା ଭୋଗ ଲାଗି ହେଲେ […]

ଧର୍ମ

ରଥ ପତାକା ପଞ୍ଚରଙ୍ଗୀ

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ତିନି ରଥର ନାମ- ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ। ଧ୍ୱଜ ଅନୁସାରେ, ଏ ତିନିରଥର ବି ଏକ ବା ଏକାଧିକ ନାଆଁ ଅଛି। ଶ୍ରୀବଳଭଦ୍ରଙ୍କ ରଥର ନାଆଁ ତ ସହଜେ ତାଳଧ୍ୱଜ; କିନ୍ତୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ନାଆଁ କପିଧ୍ୱଜ ବା ଗରୁଡ଼ଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ରଥର ନାଆଁ- ପଦ୍ମଧ୍ୱଜ। କିନ୍ତୁ ଧ୍ୱଜ ଅନୁସାରେ ନାଆଁ ଅଲଗା ଅଲଗା ହେଲେହେଁ, ଏ ତିନିରଥର ଧ୍ୱଜ ବା ପତାକା କିନ୍ତୁ ଗୋଟିଏ ପ୍ରକାରର। ଏହି […]

ରାଶିଫଳ

ଜୁଲାଇ ୧୬ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – କର୍ମକ୍ଷେତ୍ରରେ ଏବଂ ପରିବାର ମଧ୍ୟରେ ନିଜର ପ୍ରତିକ୍ରୀୟା ହଠାତ୍ ପ୍ରକାଶ କରନ୍ତୁ ନାହିଁ । ଅପରାହ୍ନେ ବିଳାସ ବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ଞ୍ଜ । ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ । ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ । ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ । କର୍ମଜୀବି- ଉନ୍ନତିର ମାର୍ଗ ମିଳିବ । ବ୍ୟବସାୟୀ- […]

ମନୋରଞ୍ଜନ

ଆଉ ନାହାଁନ୍ତି ବାଳିକା ବଧୁର ‘ଦାଦି ସା’ ସୁରେଖା ସିକ୍ରି : ହୃଦ୍‌ଘାତ ହେତୁ ୭୫ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ ୧୬/୦୭: ଜଣାଶୁଣା ଟିଭି ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ଆଜି ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ୭୫ ବର୍ଷ ବୟସରେ ହୃଦ୍‌ଘାତ ହେତୁ ତାଙ୍କର ଦେହାନ୍ତ ହୋଇଛି। ପ୍ରସିଦ୍ଧ ସିରିଏଲ ବାଳିକା ବଧୁରେ ଦାଦି ସା ଭୂମିକାରେ ଅଭିନୟ କରିଥିବା ସୁରେଖା ଘରେ ଘରେ ପରିଚିତ ଥିଲେ। ତାଙ୍କ ଦେହାନ୍ତ ହେତୁ ସମଗ୍ର ହିନ୍ଦୀ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି। ଜାତୀୟ ଫିଲ୍ମ ପୁରସ୍କାର ବିଜେତା ସୁରେଖା ସିକ୍ରି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି […]

ମନୋରଞ୍ଜନ

ପୁଣି ବଢିଲା ଟି-ସିରିଜ ମାଲିକ ଭୂଷଣ କୁମାରଙ୍କ ଅଡୁଆ: କାମ ଦେବା ବାହାନରେ ଦୁଷ୍କର୍ମ କରିଥିବା ଅଭିଯୋଗ, ଦାୟର ହେଲା ମାମଲା

ମୁମ୍ୱାଇ ୧୬/୦୭: ପୁଣି ବଢିଲା ଟି-ସିରିଜ୍ କମ୍ପାନୀର ଏମଡି ଭୂଷଣ କୁମାରଙ୍କ ଅଡୁଆ । ଭୂଷଣଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି । ଏହି ବଳାତ୍କାର ମାମଲା ଭୁଷଣ କୁମାରଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନାଗର ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଛି । ଅଭିଯୋଗ ହୋଇଛି ଯେ ଭୂଷଣ କୁମାର ଜଣେ ୩୦ ବର୍ଷୀୟା ଝିଅକୁ ଟି-ସିରିଜ୍ ପ୍ରୋଜେକ୍ଟରେ କାମ କରିବାକୁ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ । କେବଳ ସେତେତି ନୁହେଁ ପୀଡିତା ଅଭିଯୋଗ […]