ଲୋୟର୍ ପିଏମ୍ଜିରେ ଆଶାୟୀ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ: ମାହାଲା ମାଣ୍ଡା ନାମରେ ଆଡ୍ମିଟ୍ କାର୍ଡ!
ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ଦିନତମାମ ଲୋୟର୍ ପିଏମ୍ଜି ଓ ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଆଶାୟୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରାହ୍ଣ ସୁଦ୍ଧା ସରକାର ସେମାନଙ୍କ ଦାବି ନ ଶୁଣିବାରୁ ସେମାନେ ନବୀନ ନିବାସ ଓ ୫ଟି ଅଧ୍ୟକ୍ଷଙ୍କ ବାସଭବନ ଘେରାଉ କରିବାକୁ ଯାଉଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ବୁଝାସୁଝା କରି ପୁଣି ଲୋୟର୍ ପିଏମ୍ଜିକୁ ଫେରାଇଆଣିଥିଲା। ପରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ […]









