୩୯ ବର୍ଷରେ ପାଦ ଥାପିଲେ ବଲିଉଡର ଦେଶୀ ଗାର୍ଲ : ବ୍ଲୁ ସୁଇମିଂ ସୁଟରେ ସେୟାର କଲେ ‘ପ୍ରି-ବାର୍ଥଡେ’ ଫଟୋ
ନୂଆଦିଲ୍ଲୀ ୧୮/୦୭ : ବଲିଉଡର ‘ଦେଶୀ ଗାର୍ଲ’ପ୍ରିୟଙ୍କା ଚୋପ୍ରା ଜୋନ୍ସ ଆଜି ୩୯ ବର୍ଷରେ ପାଦ ଥାପିଛନ୍ତି । ୧୮୮୨ ମସିହା ଜୁଲାଇ ୧୮ରେ ଜାମସେଦପୁରରେ ଜନ୍ମ ଗ୍ରହଣ କରିଥିଲେ ବ୍ଲାକ ବିୟୁଟି ପିସି । ସେ କେବଳ ବଲିଉଡରେ ନୁହେଁ ହଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ୨୦୦୦ ମସିହାରେ ମିସ୍ ୱାର୍ଲଡର ମୁକୁଟ ପିନ୍ଧିଥିଲେ । ଏହାସହ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ ବି କରାଯାଇଛି । ସେ ତାଙ୍କ ଜୀବନରେ […]