ମନୋରଞ୍ଜନ

ତୁମେ ରୂପବତୀ, ବିତ୍ତବତୀ ଓ ବୁଦ୍ଧିମତୀ ହୁଅ

ସଲମାନ୍ ଖାନ୍ ତାଙ୍କ ପୁରୁଣା ପ୍ରେମିକା ତଥା ପରଦାର ନାୟିକା କ୍ୟାଟ୍ରିନା କୈଫ୍‌ଙ୍କର ଏକ ସୁନ୍ଦର ଫଟୋ ଗତ ୧୬ ତାରିଖରେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଫଟୋ ତଳେ କ୍ୟାଟ୍‌ଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ‘ତୁମେ ରୂପବତୀ, ବିତ୍ତବତୀ ଓ ବୁଦ୍ଧିମତୀ ହୁଅ। ଜୀବନରେ ପ୍ରଚୁର ପ୍ରେମ ପାଇ ସମ୍ମାନର ସହ ଜିଉଥାଅ’। ଦୀର୍ଘ ୪୪ ବର୍ଷ ପରେ ଯେମିତି ଅମିତାଭ ଓ ରେଖାଙ୍କ ପ୍ରେମ କାହାଣୀ ସତେଜ ରହିଛି, ସେମିତି ଅନେକ ବିବାଦ ଓ […]

ମନୋରଞ୍ଜନ

ଦ୍ବିତୀୟ ଥର ପାଇଁ ମାଆ ବନିବେ ନେହା, ସୋସିଆଲ୍‌ ମିଡିଆରେ ଦେଲେ ଖୁସି ଖବର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆ ଓ ସ୍ବାମୀ ଅଙ୍ଗଦ ବେଦୀ ପ୍ରଶଂସକଙ୍କୁ ପୁଣି ଥରେ ଖୁସି ଖବର ଦେଇଛନ୍ତି। ସେମାନଙ୍କ ପୂର୍ବରୁ ଏକ ଝିଅ ଥିବା ବେଳେ ପୁଣି ଥରେ ମାଆ ବନିବାକୁ ଯାଉଛନ୍ତି ନେହା। ନେହାଙ୍କ ଝିଅର ନାଁ ମେହେର୍। ନେହା ତାଙ୍କ ସୋସିଆଲ୍‌ ମିଡିଆ ଅକାଉଣ୍ଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ସ୍ବାମୀ ଅଙ୍ଗଦ, ଝିଅ ନେହାଙ୍କ ସହ ନିଜର ଏକ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି, ଯେଉଁଥିରେ ନେହା ଏକ କଳା […]

ଧର୍ମ

ବିବାହରେ ଆସୁଛି ବାଧା, ଶ୍ରାବଣ ମାସରେ କରନ୍ତୁ ଏହି ଉପାୟ : ମିଳିବ ଇଚ୍ଛାକୃତ ଫଳ

ନୂଆଦିଲ୍ଲୀ ୧୯/୦୭: ଶ୍ରାବଣ ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ବୋଲି ବିବେଚନା କରାଯାଏ । ଚଳିତ ବର୍ଷ ଏହି ଶୁଭ ମାସ ୨୫ ଜୁଲାଇରୁ ଆରମ୍ଭ ହେବ । ବିଶ୍ୱାସ କରାଯାଏ ଯେ ଏହି ସମୟରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କୁ ପୂଜା କରିବା ଦ୍ୱାରା ଇଚ୍ଛାକୃତ ଫଳ ମିଳିଥାଏ । ଏହା ସହିତ, ଅବିବାହିତ ଝିଅ ଏବଂ ପୁଅମାନେ କିଛି ବିଶେଷ ଉପାୟ ଗ୍ରହଣ କରି, ମନପସନ୍ଦ ଜୀବନସାଥୀ ପାଇପାରିବେ । ତେବେ […]

ରାଶିଫଳ

ଏହି ରାଶିର ଝିଅମାନେ ହୋଇଥାନ୍ତି ବୁଦ୍ଧିମାନ, ସ୍ୱାମୀଙ୍କ ପ୍ରତ୍ୟେକ ପଦକ୍ଷେପରେ କରିଥାନ୍ତି ସମର୍ଥନ

ନୂଆଦିଲ୍ଲୀ ୧୯/୦୭: ପ୍ରତ୍ୟେକ ରାଶିର ନିଜସ୍ୱ ବିଶେଷତା ରହିଥାଏ । ରାଶି ଆଧାରରେ ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱର ଆକଳନ କରାଯାଇଥାଏ । ପ୍ରତ୍ୟେକ ରାଶିର ନିଜସ୍ୱ ଭଲ ଏବଂ ମନ୍ଦ ଗୁଣ ରହିଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ରାଶି ବିଷୟରେ କହୁଛୁ, ଯେଉଁ ଝିଅମାନେ ପ୍ରତ୍ୟେକ ପଦକ୍ଷେପରେ ନିଜ ସ୍ୱାମୀଙ୍କୁ ସମର୍ଥନ କରିଥାନ୍ତି ଏବଂ ସେମାନେ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ବିଛା- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ଝିଅମାନଙ୍କର ଆକର୍ଷଣୀୟ […]

ଖେଳ

ଇଟାଲୀରେ ତୃତୀୟ ଲହର ! ୟୁରୋ କପ୍ ବିଜୟ ପରେ ଉତ୍ସବରେ ମାତିଗଲେ ଲୋକେ, ମନରେ ରହିଲାନି ମହାମାରୀ ଭୟ

ଇଟାଲୀ ୧୯/୭ : ଇଟାଲୀରେ ଦେଖାଦେଲାଣି ତୃତୀୟ ଲହର ଆଶଙ୍କା । କାରଣ ୟୁରୋ କପ୍ ବିଜୟ ଉତ୍ସବ ଏବେ କରୋନାର ତୃତୀୟ ଲହରକୁ ବାଟ କଢାଇଛି । ଜୁଲାଇ ୧୨ରେ ଇଂଲଣ୍ଡକୁ ପରାସ୍ତ କରି ଇଟାଲୀ ୟୁରୋ କପ୍ ଜିତିଥିଲା । ଆଉ ବିଜୟ ପରେ ଦେଶରେ ଆରମ୍ଉଭ ହୋଇଥିଲା ବିଜୟ ଉତ୍ସବ । ପ୍ରାୟ ଦେଢ ବର୍ଷ ଧରି କରୋନାର କଟକଣା ପରେ ଇଟାଲୀ ବାସୀ ଦୀର୍ଘ ସମୟ ପରେ ଏହି ଉତ୍ସବ ପାଳନରେ […]

ଖେଳ

ସାନିଆ ମିର୍ଜାଙ୍କୁ ମିଳିଲା ଗୋଲଡେନ୍ ଭିସା : ଏହି ସମ୍ମାନ ପାଇବାରେ ତୃତୀୟ ଭାରତୀୟ

ନୂଆଦିଲ୍ଲୀ ୧୯/୦୭ : ଟେନିସ୍ ଖେଳାଳି ସାନିଆ ମିର୍ଜା ନିଜ ଖେଳ ସହିତ ସମଗ୍ର ବିଶ୍ୱରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥି ସହିତ, ଝିଅମାନଙ୍କ ପାଇଁ ସାନିଆ ମଧ୍ୟ ଏକ ପ୍ରେରଣା । ସାନିଆ ଦୁବାଇରୁ ଗୋଲଡେନ୍ ଭିସା ପାଇଥିବା ତୃତୀୟ ଭାରତୀୟ ହୋଇଛନ୍ତି । ସାନିଆ ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସହ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ରହିପାରିବେ। ୧୦ ବର୍ଷ […]

ଖେଳ

ଇଶାନ କିଶନଙ୍କୁ ମିଳିଲା ଜନ୍ମଦିନର ଉପହାର, ଏମିତି କରିବାରେ ଦ୍ଵିତୀୟ ଭାରତୀୟ କ୍ରିକେଟର

କଲୋମ୍ଵୋ ୧୮।୦୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ ଦିନିକିଆ ଅନ୍ତର୍ଜାତୀୟରେ ପଦାର୍ପଣ କରିଛନ୍ତି। ଏହି ଦୁଇ ଖେଳାଳି ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ସାରିଛନ୍ତି। ଇଶାନ କିଶନଙ୍କ ଆଜି ହେଉଛି ଜନ୍ମଦିନ। ଏମିତି ଏକ ଖାସ୍ ଦିନରେ ତାଙ୍କୁ ମିଳିଛି ବଡ ଉପହାର। ୨୩ ବର୍ଷୀୟ ଏହି ଖେଳାଳି ଭାରତର ଦ୍ଵିତୀୟ ଓ ଅନ୍ତର୍ଜାତୀୟସ୍ତରରେ ୧୬ତମ ଖେଳାଳି ଭାବେ ନିଜ ଜନ୍ମଦିନରେ ଡେବ୍ୟୁ […]

ରାଶିଫଳ

ଜୁଲାଇ ୧୮ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ରାଶିରେ ବଳବାନ ରାହୁ ଏବଂ ଭାଗ୍ୟସ୍ଥ ବୁଧ ଯୋଗୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ଆପଣଙ୍କ ଚେଷ୍ଟା କଦାପି ନିଷ୍ଫଳ ହେବ ନାହିଁ । ନିର୍ମାଣାଧୀନ କାମ ଓ ଅନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସୂଚନା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ । ଚାଷୀ- ଜଳ ସଞ୍ଚୟ କରନ୍ତୁ । ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀ- ବିଦ୍ୱାନ୍ […]

ଧର୍ମ

ଚାରଧାମ ଯାତ୍ରା ବନ୍ଦ, ଏବେ ଲାଇଭ ଷ୍ଟ୍ରିମିଂ ଉପରେ ରୋକ ଲଗାଇଲେ ଉତ୍ତରାଖଣ୍ଡ ସରକାର, କାରଣ କହିଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌ ୧୭/୭: କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆଶଙ୍କା ମଧ୍ୟରେ ଉତ୍ତରାଖଣ୍ଡ ସରକାର କାଉଡିଆ ଯାତ୍ରା ସହିତ ଚାରଧାମ୍‌ ଯାତ୍ରା ପାଇଁ ଏଥର ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ଚାରଧାମ ମନ୍ଦିରର ଗର୍ଭଗୃହରୁ ପୂଜାର ଲାଇଭ୍‌ ଷ୍ଟ୍ରିମିଂ ଉପରେ ମଧ୍ୟ ସରକାର ରୋକ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏଥିପାଇଁ ବେଦର କାରଣ ଦର୍ଶାଇ ଖୁବଶୀଘ୍ର ଏହାକୁ ନେଇ ସତ୍ୟପାଠ ଦାଖଲ କରିବେ ବୋଲି କହିଛନ୍ତି। ସମସ୍ତ ପକ୍ଷର ଯୁକ୍ତି ଶୁଣିବା […]

ଖେଳ

ଟୋକିଓରେ ଦମ୍ ଦେଖାଇବାକୁ ତୟାର ଭାରତୀୟ, ଫୋକସରେ ଷ୍ଟାର ଖେଳାଳୀ ଓ ସମ୍ପର୍କର ପ୍ରତିଯୋଗିତା

ନୂଆଦିଲ୍ଲୀ ୧୮/୭ : ହାତରେ ଆଉ ସମୟ କମ୍ । କ୍ରୀଡା ମହାକୁମ୍ଭରେ ଦମ୍ ଦେଖାଇବେ ଭାରତୀୟ ଖେଳାଳୀ । ୧୨୨ ଜଣିଆ ଭାରତୀୟ ଦଳ ଟୋକିଓ ଅଲମ୍ପିକରେ ସଫଳତାର ଭରସା ଓ ବିଶ୍ବାସ ରଖିଛନ୍ତି । ଆଥଲେଟ ଠାରୁ ଆରମ୍ଭ କରି ତୀରନ୍ଦାଜୀ ସବୁଠି କରିବେ କମାଲ ଭାରତୀୟ ଖେଳାଳୀ । ତେବେ ଏକ ବିଶେଷ ଦୃଷ୍ଟିରୁ ଏଥର ପ୍ରତିଯୋଗିତା ସବୁଠୁ ଟପ୍ । କାରଣ ମୈଦାନରେ ଦେଖିବାକୁ ମିଳିବ ସମ୍ପର୍କର ପ୍ରତିଯୋଗିତା । ସେହିଭଳି […]