ଜୁଲାଇ ୨୦ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
ମେଷ – ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ । ଗତକାଲି ଆପଣ ଯ।।ହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ । ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ । ରୋଗୀ- ବ୍ୟାୟାମ୍ କରିବା ଉଚିତ୍ । ଛାତ୍ରଛାତ୍ରୀ- ବିଜ୍ଞ ହେବେ । କର୍ମଜୀବି- ସମ୍ମାନିତ ହେବେ । ବ୍ୟବସାୟୀ- ଅର୍ଥ ହାନୀ ହେବ […]