ଭାରତକୁ ବଡ ଝଟକା: ଇଂଲଣ୍ଡ ଗସ୍ତରୁ ବାଦ୍ ପଡିଲେ ଓ୍ଵାଶିଂଟନ ସୁନ୍ଦର, ଦଳ ହରାଇଲା ୩ ଖେଳାଳି
ନୂଆଦିଲ୍ଲୀ ୨୨।୦୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଯାଉଛି। ମାତ୍ର ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଲା ଜୋରଦାର ଝଟକା। ସିରିଜ୍ ପୂର୍ବରୁ ଦଳରୁ ବାହାରିଗଲେ ତିନି ଖେଳାଳି। ଶୁବମାନ ଗିଲ୍ ଓ ଅଭେଶ ଖାନଙ୍କ ପରେ ଦଳରୁ ବାଦ୍ ପଡିଲେ ଓ୍ଵାଶିଂଟନ ସୁନ୍ଦର। ଆହତ ଜନିତ ସମସ୍ୟା କାରଣରୁ ସିରିଜ୍ରୁ ବାହାରି ଯାଇଛନ୍ତି ସୁନ୍ଦର। ଓ୍ଵାଶିଂଟନ ସୁନ୍ଦର ଓ ଅଭେଶ ଖାନ ଡରହମରେ ଅଭ୍ୟାସ୍ ମ୍ୟାଚ୍ ଖେଳୁଥିଲେ। ଦୁଇ ଖେଳାଳି […]