ଖେଳ

ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ୍ : ପ୍ରଥମ ମୁକାବିଲାରେ ଟିମ୍ ଇଣ୍ଡିଆ ଫେଭରେଟ୍, ବରୁଣ କରିପାରନ୍ତି ପଦାର୍ପଣ

ନୂଆଦିଲ୍ଲୀ,୨୫/୦୭: ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତ ଦିନିକିଆ ସିରିଜରେ ବିଜୟୀ ହେବା ପରେ ଏବେ ଟି୨୦ ସିରିଜ ଉପରେ ଲକ୍ଷ୍ୟ ରଖିଛି । ରବିବାର ସିରିଜର ପ୍ରଥମ ଟି୨୦ ମୁକାବିଲା ଖେଳାଯିବ । ଏହି ସିରିଜରେ ମଧ୍ୟ କୋଚ ରାହୁଲ ଦ୍ରାବିଡ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି । ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ ରବିବାର ପଦାର୍ପଣ କରିପାରନ୍ତି । ସେ ଦୁଇ ଥର ଦଳରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ସୁଯୋଗ ମିଳିନଥିଲା । […]

ଖେଳ

ଭାରତ ପାଇଁ ଗୌରବ : ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ ସୁନା ଝିଅ ପ୍ରିୟା

ନୂଆଦିଲ୍ଲୀ ୨୫/୭ : ବିଶ୍ୱ କ୍ୟାଡେଟ କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ ହାସଲ ହୋଇଛି । ୭୩ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ଭାରତର ପ୍ରିୟା ମଲ୍ଲିକ । ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ବର୍ଣ୍ଣ ଜିତିଲେ ପ୍ରିୟା । ଫଳରେ ତାଙ୍କର ଏହି ସଫଲତା ପାଇଁ ତାଙ୍କୁ ଛୁଟିଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ । ରେଙ୍ଗଲର ପ୍ରିୟା ମଲିକ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । ଏହା ପରେ […]

ଧର୍ମ

ଆସନ୍ତା ୧୦ ବର୍ଷ ଏହି ରାଶି ଉପରେ ଲାଗିବନି ଶନିଙ୍କ ସାଢେ ସାତୀ, ଜାଣନ୍ତୁ ୨୦୨୨-୨୦୩୧ ଯାଏଁ କିପରି ରହିବ ସ୍ଥିତି ?

ନୂଆଦିଲ୍ଲୀ ୨୪/୭: ଶନିଙ୍କ ସାଢେସାତୀ କେବେ ନା କୌଣସି ରାଶିରେ ଲାଗିଥାଏ । ଆଉ ଯେଉଁ ରାଶିରେ ଲାଗେ ପ୍ରାୟ ଶନି ସାଢେ ସାତ ମାସ ମହାଦଶା ପର୍ଯ୍ୟନ୍ତ ରହିଥାଏ । ଯଦି ଜନ୍ମ କୁଣ୍ଡଳୀରେ ଶନି ଦୁର୍ବଳ ଅବସ୍ଥାରେ ଥାଏ, ତେବେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏହି ସାଢେ ସାତୀରେ ଶନିଙ୍କୁ ଉଚ୍ଚ କରାଗଲେ ଲାଭଦାୟକ ପ୍ରମାଣିତ ହୋଇପାରିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୧୦ ବର୍ଷ ମଧ୍ୟରେ […]

ମନୋରଞ୍ଜନ

ଦିନ ଥିଲା ଟ୍ରାଜେଡି କିଙ୍ଗଙ୍କ ପାଇଁ ନାମ ବଦଳାଇଥିଲେ ମନୋଜ କୁମାର, ଜାଣନ୍ତୁ କ’ଣ ଥିଲା କାରଣ

ନୂଆଦିଲ୍ଲୀ ୨୪/୦୭ : ମନୋଜ କୁମାର ‘ରୋଟି, କପଡା ଔର ମକାନ’, ‘ପୁରବ ଔର ପଶ୍ଚିମ’, ‘କ୍ରାନ୍ତି’ ଏବଂ ‘ଉପକାର’ ଭଳି ଅନେକ ଫିଲ୍ମରେ ତାଙ୍କର ଭୂମିକା ପାଇଁ ଜଣାଶୁଣା। ଆଜି ମନୋଜ କୁମାରଙ୍କ ଜନ୍ମଦିନ (ମନୋଜ କୁମାର ଜନ୍ମଦିନ) । ଏହି ଅବସରରେ, ଚାଲନ୍ତୁ ଜାଣିବା ଅଭିନେତାଙ୍କ ଜୀବନ ସହିତ ଜଡିତ କିଛି ରୋଚକ କଥା । ମନୋଜ କୁମାର ପାକିସ୍ତାନର ଆବଟ୍ଟାବାଦରେ ଜନ୍ମଗ୍ରହଣ କରିଥିଲେ ଏବଂ ବିଭାଜନ ପରେ ସେ ନିଜ ପରିବାର ସହିତ […]

ମନୋରଞ୍ଜନ

ମହାମାରୀ ପାଇଁ ବଦଳିଗଲା ବୃତ୍ତି, ଟ୍ୟାକ୍ସି ଚଲାଉଛନ୍ତି ଜଲିଉଡର କଣ୍ଠଶିଳ୍ପୀ

ଖଲ୍ଲିକୋଟ ୨୪/୭: ମହାମାରୀ କରୋନା ବଦଳାଇଦେଇଛି ଜୀବନ ଜୀବିକା । କାହାର ଜୀବନଚର୍ଯ୍ୟା ବଦଳିଛି ତ ଆଉ କାହାର ବୃତ୍ତି । କିଏ ନିଜ ଲୁକାୟିତ ପ୍ରତିଭାକୁ ଚାପିଦେଇଛି ତ ଆଉ କିଏ ନିଜେ ବଚିଂବା ସହ ନିଜ ପରିବାର ପ୍ରତିପୋଷଣ ପାଇଁ ରାହା ଖୋଜୁଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ଅଚଂଳରେ । ଦିନେ ସଙ୍ଗିତ ନିଶାରେ ପେଶା ଭାବି ଆଦରି ଦେଇଥିବା ଷ୍ଟାଇଲିଷ୍ଟ ସିଙ୍ଗର ରାଜ ଏବେ ପାଲଟି ଯାଇଛନ୍ତି ଟ୍ୟାକ୍ସି […]

ମନୋରଞ୍ଜନ

ନମିତାଙ୍କୁ ଛାଡ଼ି ଚାଲିଗଲେ ବୀର

ଫରାରି କୀ ସବାରୀ, ଏକଲବ୍ୟ: ଦ ରୟାଲ୍ ଗାର୍ଡ, ପରିଣୀତା ପରି ସଫଳ ସିନେମାର ପ୍ରଯୋଜକ ଭୀର ଚୋପ୍ରା। ଏପରିକି ତାଙ୍କ ଭାଇ ବିଧୁ ବିନୋଦ ଚୋପ୍ରା ନିର୍ମାଣ କରିଥିବା ଶିକାରା, ଏକ୍ ଲଡକୀ କୋ ଦେଖା ତୋ ଐସା ଲଗା, ପିକେ, ୩-ଇଡିଅଟ୍‌ସ, ଲଗେ ରହୋ ମୁନ୍ନା ଭାଇ, ମୁନ୍ନା ଭାଇ ଏମବିବିଏସ୍, ମିସନ କାଶ୍ମୀର, ୧୯୪୨-ଲଭ୍ ଷ୍ଟୋରି, ଖାମୋଶ ଆଦିରେ ବୀରଙ୍କ ପୂର୍ଣ୍ଣ ସହଯୋଗ ଥିଲା। ବିଧୁ ବିନୋଦଙ୍କ ବଡ଼ ଭାଇ ବୀର ଚୋପ୍ରା […]

ମନୋରଞ୍ଜନ

ତତେ ଷୋହଳକୁ ମତେ ସତର

ନିକଟରେ ମୁନ୍ ଟିଭି ପକ୍ଷରୁ ଏକ ନୂଆ ସିନେମାର ଶୁଭ ମହୁରତ୍‌ ଅନୁଷ୍ଠିତ ହେଇଯାଇଛି। ସିନେମାର ଶୀର୍ଷକ ରହିଛି ‘ତତେ ଷୋହଳକୁ ମତେ ସତର’। ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ଏହାର ପ୍ରଯୋଜନା କରୁଥିବା ବେଳେ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅଶ୍ବିନୀ ଗଡ଼ନାୟକ। ଏଥିରେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ। ଓଡ଼ିଶାର ଗୁଣୁପୁର ଓ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦର ଭିନ୍ନ ଭିନ୍ନ ସ୍ଥାନରେ ଏହାର ସୁଟିଂ ହେବ ବୋଲି ଚଳଚ୍ଚିତ୍ରର […]

ମନୋରଞ୍ଜନ

ଦୀପିକାଙ୍କ ମନ ଭଲ ନାହିଁ

ଦୀପିକା କହିଛନ୍ତି ଆମ ଭିତରେ ଯାହା ଘଟିବ, ତାହା ଗୋପନୀୟ ରହିବା ଉଚିତ। ଜୀବନର କୌଣସି ନିଷ୍ପତ୍ତି ତରବରିଆ ଭାବେ ନେବା ସମ୍ଭବ ନୁହେଁ। ନିଜ ସମସ୍ୟାକୁ କେବଳ ନିଜ ଭିତରେ ନ ରଖି ସେ ସାଧାରଣରେ ପ୍ରକାଶ କରିବାକୁ ଚାହୁଛନ୍ତି। ଦୀପିକାଙ୍କ କହିବା କଥା ହେ‌ଲା, ମଣିଷ ନିଜ ମାନସିକ ଅଶାନ୍ତିକୁ ଯଦି ନିଜ ଭିତରେ ସୀମିତ ରଖେ, ତେବେ ‌ତାହା ତାକୁ ଅଧିକ ଭାରାକ୍ରାନ୍ତ କରିବ। ଲୋକଙ୍କ ପାଖରେ ପ୍ରକାଶ କରିଦେଲେ ମନ ହାଲୁକା […]

ଧର୍ମ

୨୬ରେ ଶ୍ରାବଣର ପ୍ରଥମ ସୋମବାର: କର୍କଟ ରାଶିରେ ବୁଦ୍ଧାଦିତ୍ୟ ଯୋଗ, କୁମ୍ଭ ରାଶିରେ ଗଜକେସରୀ ଯୋଗ

ଆଗାମୀ ଜୁଲାଇ ୨୫ ତାରିଖ ରବିବାର ଠାରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହେବ। ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ। ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏଥର ଶ୍ରାବଣ ମାସ ପ୍ରଥମ ସୋମବାର ଦିନ ଦୁଇଟି ଅତ୍ୟନ୍ତ ଶୁଭ ଓ ବିଶେଷ ଯୋଗ ରହିଛି। ହିନ୍ଦୁ ପାଞ୍ଜି ଅନୁସାରେ ଶ୍ରାବଣ ପ୍ରଥମ ସୋମବାର ଜୁଲାଇ ୨୬ ତାରିଖରେ ପଡୁଛି। ଶ୍ରାବଣ ମାସରେ ସୋମବାରର ବିଶେଷ ମହତ୍ତ୍ୱ ରହିଛି। ଶ୍ରାବଣ ସୋମବାରରେ ଭଗବାନ […]

ଧର୍ମ

ବଦ୍ରିନାଥ ମନ୍ଦିର ପରିସରରେ ନମାଜ ପଢିଲେ ଯୁବକ: ଭିଡିଓ ଭାଇରାଲ ପରେ ଉତ୍ତେଜନା,୧୫ ଜଣଙ୍କ ବିରୋଧରେ ମାମଲା

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ବଦ୍ରିନାଥ ମନ୍ଦିରରେ କିଛି ମୁସଲମାନ ଯୁବକ ନମାଜ ପଢୁଥିବା କରୁଥିବା ଭିଡିଓ ଭାଇରାଲ ପରେ ଉତ୍ତେଜନା । କୁହାଯାଉଛି ଯେ କିଛି ମୁସଲମାନ ଇଦ୍-ଉଲ୍-ଜୁହା ଅବସରରେ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର କମ୍ପ୍ଲେକ୍ସରେ ପ୍ରାର୍ଥନା କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚାମୋଲି ପୋଲିସ ଅଧୀକ୍ଷକ ଯଶବନ୍ତ ସିଂହ ଚୌହ୍ୱାନ ଏହି ଘଟଣାରେ କହିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଅନେକ ମୁସଲମାନ ବଦ୍ରିନାଥ ମନ୍ଦିର […]