ଫୁଲମାଳ ଧରି ଦୌଡୁଥିଲେ ବର: କନିଆ ଦେଲାନି ଧରା, ଚାଲିଲା କବାଡି ଖେଳ
ନୂଆଦିଲ୍ଲୀ ୨୬/୭: ଆଣ ହିନ୍ଦୁ ଧର୍ମରେ ବିବାହକୁ ନେଇ ଅନେକ ପରମ୍ପରା ରହିଛି । ବିବାହ ସମୟରେ ଫୁଲମାଳ ସହ ଦିଆଯିବାର ପ୍ରଥା ରହିଛି । ବେଦୀରେ ଉଭୟ ବର କନ୍ୟା ପରସ୍ପରକୁ ମାଳ ଦେଇ ସାତ ଜନମର ସାଥୀ ହେବାର ନିଷ୍ପତ୍ତି ନେଇଥାନ୍ତି । ତେବେ ବରମାଳ ଦେବା ସମୟରେ କନିଆ ଧରାଦେଉନଥିବା ଘଟଣା କେବେ କେହି ଦେଖିନଥିବେ । ମଜାଦାର ଭିଡିଓ ଭାଇରାଲ ହେବାକୁ ଯାଉଛି ଯେଉଁଥିରେ ବର ଏବଂ କନ୍ୟା ପରସ୍ପରକୁ ମାଳ […]