ଦେଶ ବିଦେଶ ଧର୍ମ

ଗ୍ରହ-ନକ୍ଷତ୍ରଙ୍କ ଗତିବିଧି ହେତୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ ମା’ ଲକ୍ଷ୍ମୀଙ୍କ କୃପା, ଆର୍ଥିକ ସ୍ଥିତି ହେବ ମଜବୁତ

ନୂଆଦିଲ୍ଲୀ ୨୮/୦୭ : ଅନେକ ବଡ ଗ୍ରହ ଅଗଷ୍ଟରେ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗ୍ରହ-ନକ୍ଷତ୍ରଗୁଡିକର ଗତିବିଧି ହେତୁ କିଛି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । ଏହି ମାସରେ କିଛି ରାଶିର ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ । ଜ୍ୟୋତିଷଙ୍କ ଅନୁଯାୟୀ ଅଗଷ୍ଟ ମାସ ଆର୍ଥିକ ଦୃଷ୍ଟିରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଚାଲନ୍ତୁ ଜାଣିବା କେଉଁ ରାଶି ଗୁଡିକର ଅଗଷ୍ଟରେ ଶୁଭ ହେବାକୁ […]

ରାଶିଫଳ

ଜୁଲାଇ ୨୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ- ପରକଥାରେ ଅଯଥା ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଭୁଲ୍ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିବେ । କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ । ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ୟୋଗା କରନ୍ତୁ । ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ । […]

ମନୋରଞ୍ଜନ

ସିନେମାଘରେ ରିଲିଜ୍ ହେବ ସୁଶାନ୍ତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍’, ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟ କଲେ ମନା

ନୂଆଦିଲ୍ଲୀ ୨୮/୦୭ : ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍’କୁ ସିନେମା ଘରେ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ପୁଣି ଥରେ ମନା କରି ଦେଇଛନ୍ତି। ଆଡଭୋକେଟ୍ ବିକାଶ ସିଂ ଏହି ନିଦେ୍ର୍ଦଶ ପାଇଁ ଲଢିଥିଲେ ମଧ୍ୟ ଜଜ୍ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କୁ କୌଣସି ରିଲିଫ୍ ଦିଆଯାଇ ନାହିଁ ତେଣୁ ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତ। ‘ନ୍ୟାୟ ଦ ଜଷ୍ଟିସ୍’କୁ ଦିଲୀପ […]

ମନୋରଞ୍ଜନ

ଫିଲ୍ମ ‘ଦିଲ୍ଲୀ-୬’ ଫ୍ଲପ୍ ହେବା ପରେ ନିଜକୁ ଶେଷ କରିଦେବାକୁ ଚାହୁଁଥିଲେ ରାକେଶ ଓମପ୍ରକାଶ, ବାୟୋପିକରେ ହେଲା ଖୁଲାସା

ମୁମ୍ବାଇ ୨୮/୦୭ : ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରାଙ୍କ ଫିଲ୍ମ ‘ଦିଲ୍ଲୀ-୬’ରେ ଅଭିଷେକ ବଚ୍ଚନ ଏବଂ ସୋନମ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ୨୦୦୯ ରେ ରିଲିଜ୍ ହୋଇଥିଲା, କିନ୍ତୁ ଏହି ଫିଲ୍ମକୁ ଦର୍ଶକ ଏତେ ପସନ୍ଦ କରିନଥିଲେ । ଏହି ଫିଲ୍ମର ବିଫଳତା ହେତୁ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରାଙ୍କୁ ବଡ଼ ଝଟକା ଲାଗିଥିଲା। ଯେଉଁଥି ପାଇଁ ସେ ଆତ୍ମ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଯାହା ଅଭିନେତା ନିକଟରେ […]

ଖେଳ ଦେଶ ବିଦେଶ

ପରଲୋକରେ ଭାରତର ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର, କ୍ରୀଡା ଜଗତରେ ଶୋକ

ନୂଆଦିଲ୍ଲୀ ୨୮/୭ : ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ । ସେ ୮୮ ବର୍ଷ ବୟସରେ ଦୁନିଆରୁ ନେଇଛନ୍ତି ବିଦାୟ । ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ନନ୍ଦୁ ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ସେ ୧୯୫୬ ମସିହାରେ ଏହି ସଫଳତା ହାସଲ କରିଥିଲେ । ତାଙ୍କ ମୃତ୍ୟୁ ପରେ କ୍ରୀଡ଼ା ଜଗତରେ ଶୋକର ଲହରୀ ଖେଳିଯାଇଛି । ନନ୍ଦୁ ନାଟେକର ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟରରେ ଅଲ […]

ଖେଳ ରାଜ୍ୟ

ଟୋକିଓ ଟ୍ରାକ୍‌ରେ ଦୂତି ଚାନ୍ଦ, କରୁଛନ୍ତି ଜୋରଦାର ଅଭ୍ୟାସ

ଭୁବନେଶ୍ୱର ୨୮।୦୭ : ଟୋକିଓରେ ଓଡ଼ିଶାର ଟେକ ରଖିବା ପାଇଁ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ଜୋରଦାର ଅଭ୍ୟାସ । ଟ୍ରାକରେ ନିଜକୁ ପ୍ରସ୍ତୁତ କରୁଛନ୍ତି ଦୂତି । ଟ୍ରାକରେ ଦୂତି ଅଭ୍ୟାସ କରୁଥିବା ବେଳର ଭିଜୁଆଲ ଆସିଛି । ଅଲିମ୍ପିକ୍ସରେ କିପରି ଭଲ ପ୍ରଦର୍ଶନ କରିବେ ସେନେଇ ଅଭ୍ୟାସ ଚଳାଇଛନ୍ତି । ଆସନ୍ତା ୩୦ ତାରିଖରେ ଟ୍ରାକକୁ ଓହ୍ଲାଇବେ ଦୂତି । ୧୦୦ ମିଟର ରାଉଣ୍ଡ ୧ ହିଟ୍ ସକାଳ ୮ଟା ୧୦ରେ ଆରମ୍ଭ ହେବ […]

ଖେଳ ଦେଶ ବିଦେଶ

ପ୍ରତିଯୋଗିତା ଗୋଟିଏ, ବୟସ ସମାନ : ହେଲେ ଜଣେ ପାଇଲେ ସ୍ୱର୍ଣ୍ଣ ଆଉ ଜଣଙ୍କୁ ମିଳିଲା ରୌପ୍ୟ

ଟୋକିଓ ୨୬/୭: ଅଲିମ୍ପିକ୍ସର ଚତୁର୍ଥ ଦିନରେ ବେଶ ଦମ ଦେଖାଇଥିଲେ କିଶୋର ଖେଳାଳି । ତେବେ ସବୁଠାରୁ ବଡ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୧୩ ବର୍ଷର ଦୁଇ କିଶୋରୀ ଖେଳାଳି । ପ୍ରତିଯୋଗିତା ଥିଲା ସ୍କେଟ୍ ବୋର୍ଡିଂ । ପଦକ ପାଇଁ ଚାଲିଥିଲା ଫାଇଟ୍ । ଯେଉଁଥିରେ ଜାପାନର ନିଶିଆ ମୋମୋଜି ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ରୌପ୍ୟ ପଦକ ହାସିଲ କରିଥିଲେ ବ୍ରାଜିଲର ରାଇସା ଲିଲ୍ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଉଭୟ ଖେଳାଳିଙ୍କ ବୟସ […]

ମନୋରଞ୍ଜନ

ନବ୍ୟା ନବେଲି ନନ୍ଦାଙ୍କ ଏହି କାମ ପାଇଁ ଗର୍ବ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ; ବଲିଉଡର ଅନେକ ଷ୍ଟାର କଲେ ପ୍ରଶଂସା ..

ମୁମ୍ବାଇ ୨୬/୦୭ : ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ବଲିଉଡ୍ ଇଣ୍ଡଷ୍ଟ୍ରିରୁ ନଥିଲେ ମଧ୍ୟ ଖୁବ ଲୋକପ୍ରିୟ । ବଚ୍ଚନ ପରିବାରରୁ ଆସିଥିବାରୁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ହେଲେ ତାଙ୍କର ଫିଲ୍ମକୁ ନେଇ କୌଣସି ରୁଚି ନଥିବା ବେଳେ ସେ ଖୁବ୍ କମ୍ ବୟସରେ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଛନ୍ତି । ବର୍ତ୍ତମାନ ନବ୍ୟା ଏଚ୍.ଟି ବ୍ରାଞ୍ଚର କଭରରେ ତାଙ୍କ ନାଁକୁ ସ୍ଥାନ ଦେଇଛନ୍ତି । ଯାହାର ଫଟୋ ନବ୍ୟା ନିଜ […]

ଧର୍ମ

ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ଦେବଗୁରୁ ବୃହସ୍ପତିଙ୍କ ବକ୍ର ଗତିରେ ହୋଇପାରେ କ୍ଷତି

ନୂଆଦିଲ୍ଲୀ ୨୬/୦୭ : ଦେବଗୁରୁ ବୃହସ୍ପତି ବର୍ତ୍ତମାନ କୁମ୍ଭ ରାଶିରେ ବକ୍ର ଗତି କରୁଛନ୍ତି । ବୃହସ୍ପତି କୁମ୍ଭ ରାଶିରେ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ବକ୍ର ଗତି କରିବେ। ଏହା ପରେ ବୃହସ୍ପତି ମକର ରାଶିରେ ପ୍ରବେଶ କରିବେ । ଦେବଗୁରୁ ବୃହସ୍ପତିଙ୍କ ବକ୍ର ଗତି କିଛି ରାଶି ପାଇଁ ଶୁଭ ହେବ ନାହିଁ। ଏହି ରାଶିର ବ୍ୟକ୍ତିମାନଙ୍କୁ ବହୁତ ସତର୍କ ରହିବାକୁ ହେବ । ଆସନ୍ତୁ ଜାଣିବା ବୃହସ୍ପତିଙ୍କ ବକ୍ର ଗତି ଯୋଗୁଁ କେଉଁ ରାଶିର […]

ରାଶିଫଳ

ଜୁଲାଇ ୨୬ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆପଣଙ୍କ ଅସ୍ୱାଭାବିକ ଚିନ୍ତାଧାରା ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ନିରୁତ୍ସାହିତ କରିବ । ଗୃହ, ଭୂମି, ଗାଡିମୋଟର, ବନ୍ଧୁସମ୍ପର୍କକୁ କେନ୍ଦ୍ର କରି କଳହର ସମ୍ଭାବନା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ । ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ । ଛାତ୍ରଛାତ୍ରୀ- ସାଠରେ ମନ ଦେବେ । କର୍ମଜୀବି- କାର୍ଯ୍ୟରେ […]