ଜୁଲାଇ ୨୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
ମେଷ – କାର୍ଯ୍ୟରେ ଉନ୍ନତି ଘଟିବ । ଧନକ୍ଷୟ ହେବାର ସୂଚନା ମିଳୁଛି । ଇର୍ଷା ପରାୟଣ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ । ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ । ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି । ଛାତ୍ରଛାତ୍ରୀ- ସାଠରେ ମନ ଦେବେ । କର୍ମଜୀବି- ଉନ୍ନତିର ମାର୍ଗ […]