ସ୍ମୃତିର ସ୍ବାକ୍ଷର: ଆଜି ବି ଝୁରୁଛି ରାମକୃଷ୍ଣକୁଟୀର
ସେ ଥିଲେ କଟକମାଟିର ସନ୍ତାନ। ମାଟ୍ରିକ ପାସ୍ କରିବା ପର୍ଯ୍ୟନ୍ତ ସେ ଏହି ମାଟିର ପାଣିପବନରେ ଖେଳି ବୁଲି ଛୋଟରୁ ବଡ଼ ହୋଇଥିଲେ। କେବଳ ତାଙ୍କର ଶିକ୍ଷା ଜୀବନର ମୂଳଦୁଆ ଏଇ ମାଟିରୁ ପଡି ନଥିଲା, ସମାଜସେବା, ଆଧ୍ୟାତ୍ମିକ ତଥା ଦେଶପ୍ରେମ ବି ତାଙ୍କୁ ଶିଖାଇଥିଲା ଏହି ମାଟି। ସୁଭାଷ ଚନ୍ଦ୍ର ବୋଷରୁ ନେତାଜୀ ସୁଭାଷ ହେବାର ଲମ୍ବା ଯାତ୍ରା ଭିତରେ ତାଙ୍କ ଜୀବନର ଅନେକ ଘଟଣାର ସାକ୍ଷୀ ଆଉ ସ୍ମୃତି ହୋଇ ରହିଛି କଟକ। ନେତାଜୀଙ୍କ […]









