ଜୁଲାଇ ୩୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
ମେଷ–ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ ।କିନ୍ତୁ ଅଫିସ୍ରେ ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁସନ୍ଦେହ ଦୃଷ୍ଟିରେ ଦେଖିବେ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୭ । ଚାଷୀ-କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ । ରୋଗୀ- ଅସୁସ୍ଥ ଅନୁଭବ କରିବେ । ଛାତ୍ରଛାତ୍ରୀ- ସାଠରେ ମନ ଦେବେ । କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ । ବ୍ୟବସାୟୀ- ସଫଳତା ମିଳିବ । ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ । ବୃଷ–ନିକଟ ସମ୍ପର୍କୀୟ ଆଗରେ […]