‘ବେଲବଟମ୍’ରେ ଲାରାଙ୍କ ଲୁକ୍ କୁ ନେଇ ଚର୍ଚ୍ଚା, ପ୍ରଶଂସକ କହିଲେ ରିଲ୍ ନା ରିୟଲ୍
ନୂଆଦିଲ୍ଲୀ ୦୪/୦୮ : ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବେଲବଟମ୍’ର ଟ୍ରେଲର୍ ରିଲିଜ୍ ହୋଇସାରିଛି । ବିମାନ ଅପହରଣର ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ଲାରା ଦତ୍ତା, ବାଣୀ କପୁର ଏବଂ ହୁମା କ୍ୟୁରେଶି ପ୍ରମୁଖ ଭୂମିକାରେ ଅଛନ୍ତି। ରିଲିଜ୍ ହୋଇଥିବା ଏହି ଟ୍ରେଲରରେ ଏଗୁଡ଼ିକର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । କିନ୍ତୁ ଟ୍ରେଲରରେ ଲାରା ଦତ୍ତଙ୍କ ଟ୍ରାନ୍ସଫର୍ମେସନ୍ ଲୋକମାନଙ୍କୁ […]