ମନୋରଞ୍ଜନ

ଟୋକିଓରେ ବଲିଉଡ୍‌ର ଜଲଓ୍ୱା : ମାଧୁରୀଙ୍କ ହିଟ୍ ଗୀତରେ ପାଣିରେ ନାଚିଲେ ଇସ୍ରାଏଲ୍ ସନ୍ତରଣକାରୀ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ ୦୫/୦୮: ଗତ କିଛି ବର୍ଷ ମଧ୍ୟରେ ବଲିଉଡ ଜଗତ ସମସ୍ତଙ୍କୁ ପ୍ରେରଣା ଦେଇଛି । ବଲିଉଡ ଗୀତର ସମସ୍ତ ଫ୍ୟାନ୍ସମାନେ ସାରା ବିଶ୍ୱରେ ରହିଛନ୍ତି। ଭାରତୀୟଙ୍କ ବ୍ୟତୀତ, ବାହାର ଦେଶର ଲୋକମାନେ ମଧ୍ୟ ହିନ୍ଦୀ ଗୀତର ବିଟ୍ ଉପରେ ନାଚୁଥିବାର ଦେଖିବାକୁ ମିଳିଛି । ହେଲେ ଟୋକିଓ ଅଲିମ୍ପିକ୍ସ ସମୟରେ ଇସ୍ରାଏଲର ଖେଳାଳିମାନେ ବଲିଉଡ୍ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଯାହାକି ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି । ଟୋକିଓ ଅଲିମ୍ପିକ୍ସର ଏକ […]

ଖେଳ

ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ

ନୂଆଦିଲ୍ଲୀ ୦୫।୦୮ : ଅଲିମ୍ପିକରେ ଇତିହାସ ରଚିଛି ଭାରତ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତୀୟ ହକି ଦଳ ପଦକ ବିଜୟୀ ହୋଇଛି । ଏହି ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିନଥିଲା । କିନ୍ତୁ ଲଗାତର ଭାବେ ଗୋଲ କରି ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ କିନ୍ତୁ ଜର୍ମାନୀ ଆଉ ୨ଟି ଗୋଲ୍ କରି […]

ଧର୍ମ ରାଜ୍ୟ

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ, ୧୦ଜଣ ଭୋଇ ସେବାୟତ ନିୟୋଜିତ

ପୁରୀ ୫।୮: ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ । ୧୦ ଜଣ ଭୋଇ ସେବାୟତଙ୍କ ସହାୟତାରେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ ଓ ତାଳଧ୍ବଜ ରଥ ଭଙ୍ଗାଯିବ । ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିବାରୁ ଖୁବଶୀଘ୍ର ରଥ ଭାଙ୍ଗିବାକୁ ଯୋଜନା କରିଛନ୍ତି ମନ୍ଦିର ପ୍ରଶାସନ । ସେପଟେ ଆସନ୍ତା ୧୬ତାରିଖ ସୋମବାରଠାରୁ […]

ଧର୍ମ

ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ବାରିପଦା ୫।୮: ଦୀର୍ଘ ଦିନର ବ୍ୟବଧାନ ପରେ ଆଜିଠାରୁ ଭକ୍ତ ଓ ଭଗବାନଙ୍କର ହେଲା ମିଳନ । ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ମଠ ମନ୍ଦିର । ଏନେଇ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ମୟୁରଭଞ୍ଜ ଜିଲ୍ଲାର ସମସ୍ତ ମଠ ମନ୍ଦିର ବନ୍ଦ ପଡିଥିଲା । ତେବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ମଠ […]

ଖେଳ

ସୁପର ସଣ୍ଡେରେ ହେବ ସୁପର ଫାଇଟ : ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ ଭାରତ-ପାକ୍

ନୂଆଦିଲ୍ଲୀ ୦୪/୦୮: ଅକ୍ଟୋବର ୧୭ରୁ ଆରମ୍ଭ ହେବ ICC ପୁରୁଷ ଟି-୨୦ ବିଶ୍ବକପ୍‌ ୨୦୨୧ । ଏହି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ନଭେମ୍ବର ୧୪ ଯାଏଁ ଓମାନ ଓ ୟୁଏଇରେ ଖେଳାଯିବ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ହେଲେ ଏହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ଗୋଟିଏ ଗ୍ରୁପରେ ଅଛନ୍ତି ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଆଉ ଅକ୍ଟୋବର ୨୪ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ […]

ରାଶିଫଳ

ଅଗଷ୍ଟ ୦୪ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ । ଚାଷୀ- ଉତ୍ତମ ଫଳ ପାଇବେ । ରୋଗୀ- ସତର୍କତାର ଦିନ । ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ । କର୍ମଜୀବି- ପ୍ରଶଂସିତ ହେବେ । ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ […]

ଧର୍ମ

ଅଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ହେବ ମଜବୁତ

ନୂଆଦିଲ୍ଲୀ ୦୪/୦୮ : ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ଜୁଲାଇ ୬, ୨୦୨୧ ରେ ସୂର୍ଯ୍ୟ ପୁନର୍ବସୁ ନକ୍ଷତ୍ରରେ ପ୍ରବେଶ କରିଥିଲେ। ଏହା ପରେ, ଜୁଲାଇ ୨୦ ରେ ସୂର୍ଯ୍ୟ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିଥିଲେ। ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ରାଶିରେ ପଡିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୁଷ୍ୟ ନକ୍ଷତ୍ରରେ ଅଗଷ୍ଟ […]

ଧର୍ମ

ଦୀର୍ଘଦିନ ପରେ ଖୋଲିଲା ମା ବିରଜା ମନ୍ଦିର: କେବଳ କରିହେବ ଦର୍ଶନ, ବେଢା ପରିକ୍ରମା ମନା

ଯାଜପୁର ୦୪/୦୮: ଦୀର୍ଘଦିନ ପରେ ଖୋଲିଛି ମାଆ ଯଜପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । ଧିରେ ଧିରେ କୋଭିଡ ନିୟନ୍ତ୍ରଣକୁ ଆସିବା ପରେ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ଦାୟିତ୍ବ ଦେଇଥିଲେ । ସେପଟେ ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତ୍ୱ ବଢିଯାଇଥିଲା । ଫଳରେ ସେବାୟତ ମାନେ ଅସୁବିଧାର ସମ୍ମୁଖିନ ହେଉଥିଲେ । କୋଭିଡ଼ର ଗାଇଡ଼ ଲାଇନ ମାନି ଉଭୟ ସେବାୟତ ଓ […]

ଧର୍ମ

ଖୋଲିଲା ଶାବର ଶ୍ରୀକ୍ଷେତ୍ର, ଦର୍ଶନ ଦେଲେ ଭାବଗ୍ରାହୀ ବିଭୋର ହେଲେ ଭକ୍ତ

କୋରାପୁଟ ୦୪/୦୮: ଖୋଲିଲା କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଲା ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର । ଦର୍ଶନ ଦେଲେ ମହାପ୍ରଭୁ ଦର୍ଶନ କଲେ ଭକ୍ତ । ଦୀର୍ଘ ଦିନର ବ୍ୟବଧାନ ପରେ ଭକ୍ତଙ୍କୁ ପାଇ ମହାପ୍ରଭୁ ଭି ଆନନ୍ଦିତ ସେବାୟତ ମଧ୍ୟ ଖୁସ । ମନ୍ଦିର କୋଭିଡ କଟକଣାକୁ ନେଇ ମୁଖ୍ୟ ପ୍ରବେଶ ପଥରେ ମାସ୍କ, ସାନିଟାଇଜ, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଥିବା ବେଳେ ଭକ୍ତଙ୍କୁ ଫୁଲ ଓ ପ୍ରସାଦ ମନା ତଥାପି ଦର୍ଶନ ପାଇଁ […]

ଦେଶ ବିଦେଶ ମନୋରଞ୍ଜନ

କପିଲ ଶର୍ମା ସୋ’ ଦେଖିବା ପାଇଁ ବିରାଟ କୋହଲିଙ୍କୁ ଦେବାକୁ ପଡିଥିଲା ୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୦୪/୦୮ : କମେଡି କିଙ୍ଗ୍ କପିଲ ଶର୍ମାଙ୍କ ସୋ’ରେ ସମସ୍ତ ଷ୍ଟାର୍ ଆସିଥାନ୍ତି ଏବଂ ସେମାନଙ୍କ ଜୀବନ ସହ ଜଡିତ କାହାଣୀ ସେୟାର କରିଥାନ୍ତି । ଥରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ କପିଲଙ୍କ ସୋ’କୁ ଆସିଥିଲେ। ସେତେବେଳେ କୋହଲି ଏକ ମଜାଦାର କାହାଣୀ ସେୟାର କରିଥିଲେ କି ଏହି ସୋ’ ଦେଖିବା ପାଇଁ ତାଙ୍କୁ କିପରି ୩ ଲକ୍ଷ ଟଙ୍କା ଦେବାକୁ ପଡିଥିଲା । ବିରାଟ କୋହଲି କହିଥିଲେ, ‘ଯେତେବେଳେ […]