ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନ ଯିବାକୁ ଯୋଜନା କରୁଛନ୍ତି କି, ଜାଣିନିଅନ୍ତୁ ବଦଳିଥିବା ସମୟସାରଣୀ

ଭୁବନେଶ୍ୱର: ଆପଣ ପରିବାର ସହ ନନ୍ଦନକାନନ ବୁଲିଯିବାକୁ ଯୋଜନା କରୁଛନ୍ତି କି ? ତେବେ ବର୍ତ୍ତମାନ ନୂଆ ସମୟସାରଣୀ ଜାଣିନିଅନ୍ତୁ | କାରଣ ଆପଣ ଯେଉଁଦିନ ଛୁଟି ଦିନ ଭାବି ନନ୍ଦନକାନନ ଯିବାକୁ ଯୋଜନା କରୁଛନ୍ତି ସେହିଦିନ ନନ୍ଦନକାନନ ବନ୍ଦ ରହିବ | ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ କୋଭିଡ-୧୯ ଗାଇଡଲାଇନକୁ ନଜରରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସବୁ ଶନିବାର ଓ ରବିବାର ପର୍ଯ୍ୟଟକଙ୍କ […]

ଖେଳ ଦେଶ ବିଦେଶ ରାଜ୍ୟ

ମହିଳା ହକି ଟିମ୍‌ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ : ଲଢ଼ୁଆ ପ୍ରଦର୍ଶନ ପାଇଁ ସାବାସି ଦେଲେ

ଭୁବନେଶ୍ୱର: ମହିଳା ହକି ଟିମ୍‌ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍‌ସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ୍‌ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛି ମହିଳା ହକି ଟିମ୍ । ଦଳରେ ଦୁଇଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉପଅଧିନାୟିକା ତଥା ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ନମିତା […]

ଖେଳ

ଦମଦାର ପ୍ରଦର୍ଶନ ସତ୍ତ୍ୱେ ମହିଳା ହକିରେ ହାରିଲା ଭାରତ, ବ୍ରୋଞ୍ଜ ହାତେଇଲା ବ୍ରିଟେନ

ଜାପାନ ୦୬/୦୮: ମହିଳା ହକିରେ ଭାରତର ବ୍ରୋଞ୍ଜ ଆଶା ଧୂଳିସାତ୍ । ଟୋକିଓରେ ଲଢୁଆ ପ୍ରଦର୍ଶନ କରିବା ପରେ ବି ହାରିଛି ଭାରତ । ବ୍ରିଟେନଠାରୁ ୪-୩ରେ ହାରିଲା ଭାରତ । ଫଳରେ ବ୍ରୋଞ୍ଜ ପଦକ ହାସଲ କରିଛି ବ୍ରିଟେନ୍ । ଆଜି ଖେଳ ଆରମ୍ଭରୁ ଭାରତୀୟ ଦଳ ବ୍ରିଟେନକୁ କଡ୍ଡା ଟକ୍କର ଦେଇଥିଲେ । ପ୍ରାୟ ଦୀର୍ଘ ସମୟ ଧରି ବରାବର ରହିଥିଲା ସ୍ଥିତି । ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ରେ ଭାରତ […]

ଖେଳ

ମାନବିକତା ବନାମ ମେଡାଲ, ସମ୍ମାନକୁ ସମାନ ଭାଗ କଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ

ଟୋକିଓ, ୦୫/୦୮ : ମାନବିକତା ବନାମ ମେଡାଲ । ବନ୍ଧୁତ୍ୱର ବିଜୟ । ସମ୍ମାନକୁ ସମାନ ସମାନ କରି ଭାଗ କଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ । ପ୍ରତିଯୋଗିତାର ଖେଳରେ ଦେଲେ ନୂଆ ବାର୍ତ୍ତା । ଲେଖିଲେ ନୂଆ ଇତିହାସ । ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ଏଟାରେ ପୁରୁଷ ଉଚ୍ଚ ଡିଆଁ ବା ହାଇଜମ୍ପ ପ୍ରତିଯୋଗିତାରେ ଦୁଇ ଖେଳାଳି ପରସ୍ପର ମଧ୍ୟରେ ସ୍ୱର୍ଣ୍ଣ ପଦକ ବାଣ୍ଟିଛନ୍ତି । ଏହି ସବୟରେ ଉଭୟ […]

ଖେଳ

ଟୋକିଓ ଅଲିମ୍ପିକ୍ସ୍‌: କ୍ବାର୍ଟର୍ସରେ ପରାସ୍ତ ହେଲେ ଭାରତର ବିନେଶ ଫୋଗାଟ୍‌

ଟୋକିଓ: ଆଜି ୫୩ କେ‌ଜି କ୍ବାର୍ଟର୍‌-ଫାଇନାଲ୍‌ରେ ଆଜି ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗାଟ୍‌ ବେଲାରୁସ୍‌ର ବାନେସା କାଲାଦଜିନ୍ସକାୟାଙ୍କ ଠାରୁ ୧-୪ରେ ପରାସ୍ତ ହୋଇଛନ୍ତି। ଏଥିସହ ସେ କେବଳ ସ୍ବର୍ଣ୍ଣପଦକ ଆଶାରୁ ବଞ୍ଚିତା ହୋଇ ନାହାନ୍ତି, ‌ପ୍ରତିଯୋଗିତାରୁ ବିତାଡ଼ିତ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି। ୟୁରୋପୀୟ ଚାମ୍ପିଅନ୍‌ ଏଭଳି ନିପୂଣା ଭାବେ ତାଙ୍କର କ୍ରୀଡ଼ାକୌଶଳ ପ୍ରଦର୍ଶନ କଲେ ଯେ, ଯେତେ ଉଦ୍ୟମ କଲେ ମଧ୍ୟ ବିନେଶ ତାଙ୍କ କବଳରୁ ମୁକ୍ତ ହୋଇ ପାରିଲେ ନାହିଁ। ତାଙ୍କ ଅକ୍ତିଆରରେ […]

ମନୋରଞ୍ଜନ

ମୁକ୍ତିଲାଭ କଲା କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଜବାବ୍‌’

ବଲାଙ୍ଗୀର : ସାମାଜିକ ବ୍ୟବସ୍ଥାରେ ମହିଳାମାନଙ୍କୁ ଯେଉଁଭଳି ଦୃଷ୍ଟିରେ ଦେଖାଯାଉଥିଲା ତାହା ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି। ନାରୀମାନେ ସ୍ୱୟଂସିଦ୍ଧା, ସେମାନଙ୍କୁ ପ୍ରୋତ୍ସାହିତ କଲେ ଠିକଣା ସମୟରେ ଉଚିତ୍ ଜବାବ ଦେଇ ପାରିବେ। ନାରୀମାନଙ୍କ ଆତ୍ମସୁରକ୍ଷା, ସାହସ ସମ୍ପର୍କିତ ଏକ ଭିନ୍ନ ଧରଣର କାହାଣୀକୁ ନେଇ ବଲାଙ୍ଗୀର ମାଟିର ମନ୍ ମହକନ୍ ଫିଲ୍ମ ପ୍ରଯୋଜନାରେ ରିଲିଜ୍ ହୋଇଛି କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଜବାବ୍‌’। ଏନେଇ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କ୍ଷୁଦ୍ର ଚଳଚ୍ଚିତ୍ରର ଶୁଭ ଉନ୍ମୋଚନ […]

ମନୋରଞ୍ଜନ

ସାଥୀ ତୁ ମୋର ଜନ୍ମ ଜନ୍ମର

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସାଥୀ ତୁ ମୋର ଜନ୍ମ ଜନ୍ମର’ର ଶୁଭ ମହୁରତ ଅନୁଷ୍ଠିତ ହେଇଯାଇଛି। ବନ୍ଧୁତ୍ବ କେବେ ଭାଙ୍ଗେ ନାହିଁ କି ଥମେ ନାହିଁ। ହେଲେ ଆଜିର ସମୟରେ ଯୁବପିଢ଼ି ଗୋଟିଏ ଛୋଟ ଛୋଟ ଭୁଲ ପାଇଁ ନିଜର ବନ୍ଧୁତାକୁ ହରାଇ ବସୁଛନ୍ତି ତାହା ଏହି ଚଳଚ୍ଚିତ୍ର କାହାଣୀରେ ପ୍ରତିଫଳିତ ହେଇଛି। ଏଥିରେ ମୁଖ୍ୟ ଭୂମିକାରେ କାଳିଚରଣ, ମାନସ ଥିବା ବେଳେ ନାୟକ ଭୂମିକାରେ ବବୁଲ୍ ଓ ଭିକ୍କି ରହିଛନ୍ତି। ନାୟିକା ଭୂମିକାରେ ଆନାୟା ଓ […]

ମନୋରଞ୍ଜନ

ପ୍ରେକ୍ଷାଳୟକୁ ଆସିବ ‘ରଘୁ ସର୍ଦ୍ଦାର’

ଓଡ଼ିଆ ସଂଗ୍ରାମୀ ରଘୁ ପଟ୍ଟନାୟକ। ଓଡ଼ିଶାରେ ଜନ୍ମ କିନ୍ତୁ ତାଙ୍କ କର୍ମକ୍ଷେତ୍ର ଥିଲା କୋଲକାତା। ଯେତେବେଳେ ବ୍ରିଟିଶ ଶାସକ ଭାରତୀୟମାନଙ୍କୁ ଅତ୍ୟାଚାର କରିବା ଆରମ୍ଭ କଲେ, ସେତେବେଳେ ରଘୁ ଥିଲେ ଯୁବ ବୟସର। କୋଲକାତାରେ ବଙ୍ଗୀୟ ଲୋକମାନେ ଯେତେବେଳେ ନିରବ ଥିଲେ, ସେତେବେଳେ ପ୍ରଥମେ ରଘୁ ହିଁ ଇଂରେଜ ବିରୋଧରେ ସ୍ବର ଉଠାଇଥିଲେ। ଧୀରେ ଧୀରେ ସେଠାରେ ରହୁଥିବା ଓଡ଼ିଆ ଏବଂ ସ୍ଥାନୀୟ ବଙ୍ଗ ବାସିନ୍ଦା ମଧ୍ୟ ରଘୁଙ୍କ ସହ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସାମିଲ ହେଇଥିଲେ। […]

ମନୋରଞ୍ଜନ

ଭୟଙ୍କର ଅବତାର

ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏବେ ନୂଆ ଚଳଚ୍ଚିତ୍ର ‘କେଜିଏଫ୍–୨’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ସମ୍ଭବତଃ ଏହା ହେବ ତାଙ୍କ ଅଭିନୟ କ୍ୟାରିୟର୍‌ର ସବୁଠୁ ଭୟଙ୍କର ଅବତାର। ବ୍ଲକ୍ ବ୍ଲଷ୍ଟର୍ ମୁଭି ‘କେଜିଏଫ୍’ର ଦ୍ବିତୀୟ ଭାଗ ନିର୍ମାଣ ହେଉଛି। କନ୍ନଡ ସିନେମାର ସୁପରଷ୍ଟାର୍ ୟାଶ୍‌ଙ୍କ ଅଭିନୀତ ଏଇ ଚଳଚ୍ଚିତ୍ରରେ ଖଳନାୟକ ସାଜିଛନ୍ତି ବଲିଉଡ୍ ବଡି ବିଲ୍ଡର ସଞ୍ଜୟ ଦତ୍ତ। ଏଥିରେ ସଞ୍ଜୟଙ୍କ ଚେହେରା ଏତେ ଭୟଙ୍କର ହେଇଛି ଯେ ଦର୍ଶକ ତାଙ୍କୁ ଦେଖିଲେ ଭୟଭୀତ ହେଇଯିବେ। […]

ରାଶିଫଳ

ଅଗଷ୍ଟ ୦୫ ତାରିଖ, ଗୁୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଲକ୍ଷ୍ୟ ହାସଲରେ ସକ୍ଷମ ଓ ନାନାବିଧି ସମ୍ମାନର ଅଧିକାରୀ ହେବେ ।ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଯାନବାହନ ସୁଖ ମିଳିପାରେ । ପ୍ରସନ୍ନତା ଲାଭ କରିବେ ।ଶୁଭରଙ୍ଗ ନୀଳ ।ଶୁଭଅଙ୍କ ୪ । ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ । ରୋଗୀ- ୟୋଗାକରନ୍ତୁ । ଛାତ୍ରଛାତ୍ରୀ- ମିତ୍ରଙ୍କ ସହ ଯୋଗମିଳିବ । କର୍ମଜୀବି- ଜଳଯାତ୍ରା ମନା । ବ୍ୟବସାୟୀ- ପ୍ରଚୁର ଲାଭ ହେବ । ଗୃହିଣୀ- ପରକୁ ଆପଣାର କରିବେ । ବୃଷ–ପରିଶ୍ରମର ମୂଲ୍ୟାଙ୍କନ […]