କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଆଜିଠାରୁ ସେବାୟତଙ୍କ ପରିବାର ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠାରୁ ସେବାୟତଙ୍କ ପରିବାର ପାଇଁ ଖୋଲିଛି ଶ୍ରୀମନ୍ଦିର। ଆଜି ସକାଳ ୫ଟା ୫୦ ମିନିଟ ସମୟରେ ଶ୍ରୀମନ୍ଦିରର ପହଡ଼ ଖୋଲିଥିଲା। ଏହାପରେ ଯଥା ସମୟରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସେବାୟତଙ୍କ ପରିବାରବର୍ଗ ଶ୍ରୀଜୀଉଙ୍କର ଦର୍ଶନ କରିଛନ୍ତି। ସେବାୟତଙ୍କ ପରିବାର ସଦସ୍ୟ ନିଜର ପରିଚୟପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିଛନ୍ତି। ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ମହାପ୍ରଭୁଙ୍କର ଦର୍ଶନ କରିପାରିବେ। ଅପରପକ୍ଷରେ ପ୍ରଥମ ଦୁଇଦିନ ଅର୍ଥାତ୍ ଅଗଷ୍ଟ ୧୨ ଓ ୧୩ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬,୬୯୭କୁ ବୃଦ୍ଧି ପାଇଛି। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୭ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୧୮ ଜଣ […]

କଳା ଓ ସଂସ୍କୃତି ଧର୍ମ

ସ୍ବପ୍ନରେ ଦେଖୁଛନ୍ତି କି ସାପ ? ନାଗ ପଞ୍ଚମୀରେ କରନ୍ତୁ ଏହି ଉପାୟ, ଦୂର ହେବ ସର୍ପ ଭୟ

ଭୁବନେଶ୍ୱର ୧୦/୦୮ : ଶିଶୁ, ମହିଳା ଏବଂ ବୟସ୍କମାନେ ମଧ୍ୟ ବେଳେବେଳେ ସ୍ୱପ୍ନରେ ସାପ ଦେଖିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ଅଭିଯୋଗ କରିଛନ୍ତି ଯେ ସାପ ସେମାନଙ୍କୁ ସ୍ୱପ୍ନରେ କାମୁଡିଥାଏ ଯେଉଁଥିପାଇଁ ତାଙ୍କୁ ଭୟ ଲାଗେ। ଏପରି ସ୍ୱପ୍ନ ଦେଖିବାର ଅନେକ କାରଣ ଅଛି। ଯେତେବେଳେ ଆମେ ସେମାନଙ୍କ ସହ ଜଡିତ ଦୃଶ୍ୟ ଦେଖିବା ସେତେବେଳେ ଅଧିକାଂଶ ସ୍ୱପ୍ନ ଆମ ପାଖକୁ ଆସିଥାଏ। ସାଧାରଣତଃ ସାପ ସହ ସମ୍ବନ୍ଧିତ ଦୃଶ୍ୟ ଦେଖିଲେ ତାହା ସ୍ବପ୍ନରେ ଆସିଥାଏ। ଅଧିକାଂଶ […]

ଦେଶ ବିଦେଶ ମନୋରଞ୍ଜନ

ଦୁର୍ଘଟଣାରେ ଗୁରୁତର ହେଲେ ପ୍ରକାଶ ରାଜ, ଅସ୍ତ୍ରୋପଚାର ପାଇଁ ଗଲେ ହାଇଦ୍ରାବାଦ

ହାଇଦ୍ରାବାଦ: ସିନେମା ସିଙ୍ଘମ, ଘିଲ୍ଲି, ୱାଣ୍ଟେଡ, ଅନ୍ନିୟା ଏବଂ ପୋକରିରେ ଜୀବନ୍ତ ଅଭିନୟ କରି ଲୋକଙ୍କ ମନରୋଞ୍ଜନ କରିଥିବା ଅଭିନେତା ପ୍ରକାଶ ରାଜ ଗୁରୁତର ହୋଇପଡିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ନେଇ ପ୍ରକାଶ ରାଜ ନିଜ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ଟୁଇଟରେ ଅଭିନେତା ଲେଖିଛନ୍ତି, ‘ଏକ ଛୋଟ ଦୁର୍ଘଟଣା…ଏକ ଛୋଟ ଫ୍ୟାକଚର….ସର୍ଜରି ପାଇଁ ଯିବାକୁ ପଡିଛି ହାଇଦ୍ରାବାଦ। ମୋର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା କରିବାର […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବେକାରଙ୍କୁ ରୋଜଗାରର ଅବସର ପ୍ରାପ୍ତ ହେବ। ବୃଷ: କୌଣସି କ୍ଷେତ୍ରରେ ଜୀବନସାଥୀଙ୍କ ସଫଳତା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ ଲଗାଇବେ। ମିଥୁନ: ଅଫିସରେ କାମର ବୋଝ ବଢ଼ିପାରେ। କାମ ସଂପୂର୍ଣ୍ଣ କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଆପଣଙ୍କୁ ଲାଭର ସୁଯୋଗ ମିଳିବ। କର୍କଟ: କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

କାଳିଆ ପାଖକୁ ନେଇପାରିବେ ନାହିଁ ଭୋଗ, ଫୁଲ ଏବଂ ଦୀପ, ପ୍ରବେଶ ପାଇଁ ଟିକାକରଣ ପ୍ରମାଣପତ୍ର ଜରୁରୀ

ପୁରୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା। ସଂକ୍ରମଣ କମ କରିବା ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ହେଲେ ମନ୍ଦିର ଖୋଲିବା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଏନେଇ ଏସଓପି ଜାରି କରିଛନ୍ତି। -ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟ ୧୬ରୁ ମନ୍ଦିର ଖୋଲିବାକୁ ଥିବା ବେଳେ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଅଗଷ୍ଟ ୧୫ ସୁଦ୍ଧା ସବୁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆରଟିପିସିଆର ଟେଷ୍ଟ ଲ୍ୟାବ

ଭୁବନେଶ୍ୱର: ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ RTPCR (ଆରଟିପିସିଆର) ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ । ମୋଟ ପଜିଟିଭ ମାମଲାରୁ ପାଖାପାଖି ୧୦% ନମୁନା ଆଇଏଲଏସକୁ ପଠାଇବା ଲାଗି ସବୁ ସେଣ୍ଟିନେଲ ସାଇଟ ଓ ଲାବୋରେଟୋରିକୁ କୁହାଯାଇଛି । ଆଉ ସେମାନେ ପଠାଉଛନ୍ତି । ଏବେ ସୁଦ୍ଧା ୧୪ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ ରହିଛି । ଆଉ ୧୬ ଜିଲ୍ଲାରେ ଲ୍ୟାବ ସ୍ଥାପନ ଲାଗି ଟେଣ୍ଡର ଦିଆସରିଛି । ବିଏସଏଲ୨ […]

ଖେଳ ଦେଶ ବିଦେଶ ରାଜ୍ୟ

ପୁରୁଷ ହକି ଖେଳାଳିଙ୍କୁ ୨.୫କୋଟି ଓ ମହିଳା ଖେଳାଳିଙ୍କୁ ୫୦ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବ‌ା ୪ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରୁ ଭାରତୀୟ ହକି ଟିମରେ ଥିବା ୨ଜଣ ପୁରୁଷ ହକି ଖେଳାଳି ଏବଂ ୨ଜଣ ମହିଳା ହକି ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଛି। ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ୨.୫କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଥିବା ବେଳେ ରାଜ୍ୟ ପୁଲିସ ବିଭାଗରେ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବରେ ନିଯୁକ୍ତି ପାଇଁ ନିଯୁକ୍ତି […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଙ୍କ ଆନ୍ଦୋଳନ ସିନ୍ଧ୍ରିମାଳ କେଜିବିଭିର ପ୍ରଧାନ ଶିକ୍ଷୟିତ୍ରୀ ନିଳମ୍ବନ ଘଟଣା

ମାଲକାନଗିରି: ଆମ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫେରାଇ ଦିଅ। ବର୍ଷା ହେଉ ବା ଖରା ହେଉ ଆମେ ଧାରଣାରୁ ହଟିବୁ ନାହ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଳମ୍ବନ ତୁରନ୍ତ ପ୍ରତ୍ୟାହାର କରାଯାଉ ଭଳି ସ୍ଲୋଗାନ ଦେଇ ମାଲାକନଗିରି ନିକଟସ୍ଥ ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ଛାତ୍ରୀମାନେ ସ୍କୁଲ ସମ୍ମୁଖରେ ବସି ଧାରଣା ଦେଉଥିବା ଦେଖିବାକୁ ମିଳିଛି। ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବାରୁ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବାହାରେ ବସିଥିବା ଦେଖିବାକୁ ମିଳିଥିଲା। ତେବେ ସଂପୂର୍ଣ୍ଣ ଘଟଣା ହେଲା […]

କଳା ଓ ସଂସ୍କୃତି ଧର୍ମ

ରକ୍ଷା ବନ୍ଧନରେ ରାଶି ଅନୁସାରେ ଭଉଣୀମାନେ ବାନ୍ଧନ୍ତୁ ରାକ୍ଷୀ, ଚମକିବ ଭାଇର ଭାଗ୍ୟ

ନୂଆଦିଲ୍ଲୀ ୧୦/୦୮ : ସମ୍ପର୍କର ପ୍ରତୀକ ରାକ୍ଷୀ । ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢ କରିଥାଏ ରାକ୍ଷୀ । ଆଗକୁ ଆସୁଛି ଗହ୍ମା ପୂର୍ଣ୍ଣିମା ଅର୍ଥାତ ରାକ୍ଷୀ । ସଭିଏଁ ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି । ରାକ୍ଷୀ ପାଇଁ ଏବେ ଠାରୁ ବଜାରକୁ ଆସିଛି ଭିନ୍ନ ଭିନ୍ନ ରଙ୍ଗର ଡିଜାଇନ୍ ରାକ୍ଷୀ । ସବୁ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ତାଙ୍କ ସୁଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ସହ ଭାଇମାନେ […]