ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୱନଦୀପ ରାଜନ Indian Idol-12 ସିଜିନର ୱିନର

ନୂଆଦିଲ୍ଲୀ: ଦେଶର ସବୁଠାରୁ ପପୁଲାର ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲ୍-୧୨ ସିଜିନର ପରିସମାପ୍ତି ଘଟିଛି । ବହୁ ସମୟ ଧରି ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲା । ତେବେ ଚଳିତ ସିଜିନର ୱିନର ହୋଇଛନ୍ତି ପବନଦୀପ ରାଜନ । ପବନଦୀପଙ୍କ ଗୀତକୁ ଉଦିତ ନାରାୟଣ, ଆଲକା ୟାଗ୍ନିକ, ଅମିତ କୁମାର, ଲତା ମଙ୍ଗେସ୍କରଙ୍କ ପରି ବଲିଉଡର ଅନେକ ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକମାନେ ଖୁବ୍ ପ୍ରଶଂସା କରିଥିଲେ । ବିଶିଷ୍ଟ […]

କଳା ଓ ସଂସ୍କୃତି ଧର୍ମ

ଅଗଷ୍ଟ ୧୫ ପରେ ଚମକିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ : ରହିବ ନାହିଁ କୌଣସି ଅଭାବ, ସବୁ ସ୍ଥାନରୁ ମିଳିବ ଲାଭ

ନୂଆଦିଲ୍ଲୀ ୧୪/୦୮ : ଅଗଷ୍ଟ ୧୭, ୨୦୨୧ ରେ ସୂର୍ଯ୍ୟ ଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଏକ ବିଶେଷ ସ୍ଥାନ ଦିଆଯାଇଛି । ସମସ୍ତ ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କୃପାରୁ ଜଣେ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସୁଖ ଅନୁଭବ କରେ । ଅଗଷ୍ଟ ୧୭, ୨୦୨୧ ରେ ସୂର୍ଯ୍ୟ ଦେବ ସିଂହ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା ସମସ୍ତ ରାଶି ଉପରେ ଶୁଭ-ଅଶୁଭ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଡାଏଟରେ ସାମିଲ କରନ୍ତୁ ଏହିସବୁ ଜିନିଷ: ବୟସ ହେବା ଯାଏଁ ଝଡିବନି କେଶ

ଭୁବନେଶ୍ୱର ୧୬/୦୮ : କେଶ ଝାଡ଼ିବା ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇଗଲାଣି | କେଶ ଝଡା ରୋକିବା ଏବଂ ଚିକିତ୍ସା କଥା ପଡିଲେ ଅନେକ ଲୋକ ନିଜର ଖାଦ୍ୟକୁ ଅଣଦେଖା କରୁଥିବା ମାମଲା ସାମ୍ନାକୁ ଆସେ | ପୁଷ୍ଟିକର ଖାଦ୍ୟ ଅଭାବରୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ | କିନ୍ତୁ ସଠିକ୍ ଖାଦ୍ୟ ଖାଇବା ଦ୍ୱାରା କେଶ ଝଡ଼ିବା ରୋକିବାରେ ସାହାଯ୍ୟ ମିଳିଥାଏ | ଏହା ଦ୍ୱାରା କେଶ ମୋଟା ଲମ୍ବା ଏବଂ ସୁସ୍ଥ […]

କଳା ଓ ସଂସ୍କୃତି ଧର୍ମ

ଏଥର ପଶ୍ଚିମବଙ୍ଗରେ ହେବ ଅନନ୍ୟ ଦୂର୍ଗାପୂଜା, ୪ ମହିଳା ପୂଜାରୀ କରିବେ ମାଁଙ୍କ ଆରାଧନା

କୋଲକାତା ୧୨।୮: ଦୂର୍ଗାପୂଜା ଲାଗି ପ୍ରସିଦ୍ଧ ପଶ୍ଚିମବଙ୍ଗରେ ଆଗାମୀ ଦୂର୍ଗାପୂଜା ଆୟୋଜନ ଦେଶର ସାଂସ୍କୃତି ଆୟୋଜନରେ ନୂଆ ଇତିହାସ ରଚିବ। ଏଠାକାର ଏକ ଦୂର୍ଗାପୂଜା କମିଟି ପାରମ୍ପରିକ ପୂଜାରେ ପରିବର୍ତ୍ତନ ଆଣିବାକୁ ଘୋଷଣା କରିଛନ୍ତି। ଏଥିରେ ୪ ଜଣ ମହିଳା ବିଦ୍ୱାନଙ୍କ ଦ୍ୱାରା ଆଗାମୀ ଦୂର୍ଗାପୂଜା ଆୟୋଜନ କରିବେ ବୋଲି ଘୋଷଣା କରିଛନ୍ତି। ଯଦି ଲୋକେ ଏହାକୁ ଗ୍ରହଣ କରିବେ ପୂଜା କମିଟି ଆଗାମୀ ବର୍ଷମାନଙ୍କରେ ମଧ୍ୟ ମହିଳା ପୂଜକଙ୍କ ଦ୍ୱାରା ମା ଦୂର୍ଗାଙ୍କ ଆବାହନ କରିବେ […]

କଳା ଓ ସଂସ୍କୃତି ଧର୍ମ

ଦେଶର ଏହି ଶିବ ମନ୍ଦିରରେ ନାଗ-ନାଗୁଣୀ କରନ୍ତି ପୂଜା, ଜାଣନ୍ତି କେଉଁଠି

ନୂଆଦିଲ୍ଲୀ ୧୩/୦୮ : ପବିତ୍ର ଶ୍ରାବଣ ମାସରେ ଶିବ ପୂଜାର ବିଶେଷ ମହତ୍ତ୍ୱ ରହିଛି । ସମସ୍ତେ ଜାଣନ୍ତି ଯେ ଭଗବାନ ଶିବ ତାଙ୍କ ବେକରେ ସାପକୁ ମାଳ ପରି ଧାରଣ କରିଛନ୍ତି । ଶ୍ରାବଣ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ନାଗ ପଞ୍ଚମୀ ପର୍ବ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ସର୍ପ ଦେବତାଙ୍କୁ ପୂଜା କରିବା ଦ୍ୱାରା ସର୍ପ ଦୋଷ ଏବଂ ସର୍ପ ଭୟରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଗକୁ ୧୮ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି: ଡିଏମଇଟି

ଭୁବନେଶ୍ବର: ଜୁଲାଇ ୨୧ ତାରିଖର ପିଆଇବି ବୁଲେଟିନ ଅନୁସାରେ ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ଶିଶୁଙ୍କ ସିଭିଅରିଟି କମ୍ ରହିଛି। ସଂକ୍ରମଣ ଉପରମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ। ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ସେ କହିଛନ୍ତି,୧୮ ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇ ସାରିଲେଣି। ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଏଥିଲାଗି […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେଲା

ଭୁବନେଶ୍ବର: ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହୋଇଛି। ପୂର୍ବରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ରାଜ୍ୟ ସରକାର ଦେଇଥିଲେ। ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ। ଆଜି ନବମ ଶ୍ରେଣୀର ବହୁ ଛାତ୍ରଛାତ୍ରୀ ନିଜନିଜର ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ନେଇ ବିଦ୍ୟାଳୟକୁ ଆସିଛନ୍ତି। ବିଦ୍ୟାଳୟରେ କରୋନା କଟକଣା ମଧ୍ୟରେ ଶିକ୍ଷାଦାନ କରାଯାଉଛି। ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ […]

ଦେଶ ବିଦେଶ ଧର୍ମ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। କୌଣସି ନୂଆ ଦାୟିତ୍ବ ଆପଣ ଅତିଶୀଘ୍ର ପାଇବେ। ପ୍ରେମିକା ସହ ଲାଗି ରହିଥିବା ମନାନ୍ତର ଦୂର ହେବ। ବୃଷ: ସନ୍ତାନ ଆପଣଙ୍କୁ ଶୁଭ ଖବର ଦେବେ। ଆପଣ ଲୋକମାନଙ୍କର ସହଯୋଗ ପାଇବେ। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କୁ ସୁନାମ ମିଳିବ। ମିଥୁନ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ଖର୍ଚ୍ଚ ବୃଦ୍ଧି ହେତୁ ଚିନ୍ତିତ ରହିବେ। ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ। କର୍କଟ: ବନ୍ଧୁ ସହ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ପ୍ରାବୃଟ ରାସ- ଝୁଲଣ ଯାତ

ଶ୍ରବଣାନକ୍ଷତ୍ରଯୁକ୍ତ ଶ୍ରାବଣ ମାସର ଅଧିପତି ସ୍ୱୟଂ ‘ଶ୍ରୀଧର’ ହେଲେ ମଧ୍ୟ, ଏହି ମାସଟି ସଂପୂର୍ଣ୍ଣ ରୂପେ ଶିବଙ୍କ ନିମିତ୍ତ ସମର୍ପିତ। ଶିବରୂପୀ ଶ୍ରୀବଳଭଦ୍ରଙ୍କର ଏହା ଜନ୍ମମାସ। କିନ୍ତୁ ଏହି ମାସରେ ଶ୍ରୀମନ୍ଦିରରେ ଏବଂ ସମଗ୍ର ଓଡ଼ିଶାର ରାଧାକୃଷ୍ଣ ମନ୍ଦିର ଓ ବୈଷ୍ଣବ ମଠମାନଙ୍କରେ ମହା ସମାରୋହରେ ପାଳିତ ହୁଏ ଝୁଲଣ ଯାତ୍ରା। ଶ୍ରୀମନ୍ଦିରର ଦ୍ୱାଦଶଯାତ୍ରା ମଧ୍ୟରେ ଏହାର ପ୍ରତିଷ୍ଠା ନଥିଲେ ମଧ୍ୟ, ଏହି ପର୍ବ ଶ୍ର୍ରୀମନ୍ଦିର ସମେତ ସମଗ୍ର ଓଡ଼ିଶାରେ ବିଶେଷ ମହତ୍ତ୍ୱ ରଖେ। ତେଣୁ ଲୋକ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୭ ମାସର ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ ଥିବା ଜଣାଯାଇଛି। ଭିମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକଙ୍କ ସୂଚନା ଅନୁସାରେ ଉଭୟ ଶିଶୁ ଅସୁସ୍ଥତା ଯୋଗୁଁ ଭିମସାରରେ ଭର୍ତ୍ତି ହୋଇଥିଲେ। ମାତ୍ର ଆଣ୍ଟିଜେନ ଟେଷ୍ଟରେ ଉଭୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭିମସାର କୋଭିଡ ସେଣ୍ଟରରେ ଉଭୟଙ୍କ ଚିକିତ୍ସା ଜାରି ରହିଛି। ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା […]