ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭୂତ ଖାଇଗଲା କୋଭିଡ଼ ସହାୟତା, ବର୍ଷ ବର୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଚାଲିଛି ହରିଲୁଟ୍

ପାଟଣା ୨୬।୦୮: ମୃତ ହିତାଧିକାରୀଙ୍କ ନାଁରେ କୋଭିଡ୍ ସହାୟତା ରାଶି ହଡପ । ଜଣେ କି ୨ ଜଣ ନୁହେଁ, ଏପରି ୧୪ଜଣ ମୃତ ହିତାଧିକାରୀଙ୍କ ନାଁରେ ଏକହଜାର ଟଙ୍କା ଲେଖାଏଁ କୋଭିଡ୍ ସହାୟତା ହଡପ ଅଭିଯୋଗ ହୋଇଛି । କେବଳ, କୋଭିଡ୍ ସହାୟତା ରାଶି ନୁହେଁ, ଏହି ମୃତ ହିତାଧିକାରୀଙ୍କ ନାଁରେ ବର୍ଷ ବର୍ଷ ଧରି ରାସନ୍ ସାମଗ୍ରୀ ମଧ୍ୟ ହଡପ କରାଯାଉଥିବା ସରପଞ୍ଚ ଅଭିଯୋଗ ଆଣିଛନ୍ତି । ସାହାରପଡା ବ୍ଲକ ଉଦୟପୁର ଗ୍ରାମ ପଞ୍ଚାୟତରୁ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅର୍ଥର ଅଭାବ ଅନୁଭବ କରିପାରନ୍ତି। ଜୀବନସାଥୀ ଆପଣଙ୍କ ପ୍ରତି ଦୟାଳୁ ରହିବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ବୃଷ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। ବନ୍ଧୁ ସାହାଯ୍ୟରେ ଜରୁରୀ ପ୍ରସ୍ତୁତି କରିପାରନ୍ତି। ରାଜନୀତିରେ ସଫଳତା ପାଇବେ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇପାରନ୍ତି। ମିଥୁନ: ବରିଷ୍ଠଙ୍କ ସାହାଯ୍ୟ ମିଳିବ। କାରବାରରେ ଆଶାଠୁଁ ଅଧିକ ଲାଭ ହେବ। ଜୀବନସାଥୀଙ୍କୁ ଭଲ ଉପହାର ଦେବା ପାଇଁ ଯୋଜନା କରିପାରନ୍ତି। କର୍କଟ: ଦିନଟି ବ୍ୟସ୍ତତାରେ କଟିବ। ଆପଣଙ୍କ କାମ କିଛି ସମୟ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଅସହାୟ ଡମ୍ବରୁଙ୍କୁ କିଏ ହେବ ସାହା? ନାହାନ୍ତି ସମ୍ପର୍କୀୟ, ହୋଇପାରୁନି ଅସ୍ତ୍ରୋପଚାର

ଜୟପୁର: ଚମ ଧୁଡୁଧୁଡୁ, ଆଖିକୁ ଠିକ୍‌ରେ ଦେଖା ଯାଉନାହିଁ। ଦେହରେ ବଳ ନାହିଁ। ମଳିନ ପଡିଯାଇଛି ମୁହଁ। ପରିଣତ ବୟସର ଶେଷ ଭାଗରେ ଜୀବନ ଜିଇଁବାକୁ ଅହରହ କରୁଛନ୍ତି ସଂଗ୍ରାମ। ବୟସ ୬୦ରୁ ଅଧିକା ହେଲାଣି। ଏ ବୟସରେ ବି ଭାଗ୍ୟ ଦାଉ ସାଧିବାରେ ଲାଗିଛି। କାମ କରି ପେଟ ପୋଷିବା ପାଇଁ ଚେଷ୍ଟା କରୁଥିବା ଡମ୍ବରୁ ପରଜାଙ୍କ ଦୁର୍ଘଟଣାର ଶିକାର ହୋଇ ମାସେ ହେଲା ପଡି ରହିଛନ୍ତି। ନା ସଠିକ୍‌ ଭାବେ ଚାଲିପାରୁଛନ୍ତି, ନା ଦୁଇ […]

ଧର୍ମ

ଶାଶୁଘର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏହି ରାଶିର ଝିଅ, ଧନ-ଧାନ୍ୟର ରହିନଥାଏ ଅଭାବ

ନୂଆଦିଲ୍ଲୀ ୨୪/୦୮ : ଧନୁ ରାଶିର ସ୍ୱାମୀ ଗ୍ରହ ବୃହସ୍ପତି । ଜ୍ୟୋତିଷ ଶାସ୍ତ୍ରରେ ଏହି ଗ୍ରହକୁ ସବୁଠାରୁ ଶୁଭ ଗ୍ରହ ବୋଲି ବିବେଚନା କରାଯାଏ । ଏହି ରାଶିର ଲୋକ ଧାର୍ମିକ ଏବଂ ବୁଦ୍ଧିମାନ ହୋଇଥାନ୍ତି। ଏହି ରାଶିର ଝିଅମାନେ ବହୁତ ଭାଗ୍ୟବାନ ବୋଲି ବିବେଚନା କରାଯାଏ । ବିଶେଷକରି ସେ ତାଙ୍କ ସ୍ୱାମୀ ଏବଂ ପରିବାର ସଦସ୍ୟଙ୍କ ପାଇଁ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଥାନ୍ତି । ସେମାନେ ଯେଉଁ ଘରକୁ ଯାଆନ୍ତି, ସେଠାରେ ଧନ […]

ଦେଶ ବିଦେଶ ମନୋରଞ୍ଜନ

ପୁଲିସରୁ ଅଭିନେତା

ବ୍ରିଟିସ୍‌ ଇଣ୍ଡିଆ ଅନ୍ତର୍ଗତ ବାଲୁଚିସ୍ତାନର ଲୋରାଲାଇଠାରେ ୧୯୨୬ ଅକ୍ଟୋବର ୮ ତାରିଖରେ ଜନ୍ମ ହୋଇଥିଲେ କୁଲଭୂଷଣ ପଣ୍ଡିତ। ଏଇ ପରିଚୟରେ ପ୍ରାୟ ତିରିଶ ବର୍ଷ ବିତିଯାଇଥିଲା। ମୁମ୍ବାଇ ପୁଲିସରେ ସେ ସବ୍‌ଇନ୍ସପେକ୍ଟର ଭାବେ ୧୯୪୯ରୁ ୧୯୫୫ ପର୍ଯ୍ୟନ୍ତ ଚାକିରି କରିଥିଲେ। ଆଙ୍ଗ୍‌ଲୋ ଇଣ୍ଡିଆନ୍ ଝିଅ ତଥା ଏୟାର ହୋଷ୍ଟେସ୍ ଜେନିଫର୍‌ଙ୍କ ସହ ତାଙ୍କର ବିବାହ ହେଇଥିଲା। ମାତ୍ର ପୁଲିସର ବରଦି ଓ ଲାଠି ଛାଡ଼ି ମୁହଁରେ ରଙ୍ଗ ମାଖି କ୍ୟାମେରା ସାମ୍‌ନାକୁ ଆସିବା ପରେ ତାଙ୍କ ନାମ […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିଷେକ: ଭେଟିବାକୁ ପହଞ୍ଚିଲେ ବାପା ଓ ଭଉଣୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ହାତରେ ଆଘାତ ଲାଗିବା ହେତୁ ତାଙ୍କୁ ମୁମ୍ବାଇ ଲିଲାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଅଭିଷେକଙ୍କ ହାତରେ ଆଘାତ କେତେ ଓ କିପରି ଲାଗିଛି ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ତେବେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ ଅଭିଷେକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ଭେଟିବାକୁ ବାପା ଅମିତାଭ ବଚ୍ଚନ ଓ ଭଉଣୀ ଶ୍ବେତା ବଚ୍ଚନ ପହଞ୍ଚିଛନ୍ତି। ଏହାପୂର୍ବରୁ ଅଭିଷେକଙ୍କ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରିପାରନ୍ତି। ବେକାରଙ୍କୁ ଚାକିରି ପ୍ରସ୍ତାବ ମିଳିବ। ବେପାରରେ ଉନ୍ନତି ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ବୃଷ: ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ। ବ୍ୟବସାୟରେ ବୃଦ୍ଧି ଘଟିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ମିଥୁନ: ଜୀବନସାଥୀଠୁଁ ଭଲ ଖବର ଶୁଣିବାକୁ ପାଇବେ। ଘରେ ଖୁସିର ପରିବେଶ ରହିବ। ଆପଣଙ୍କ କାମର ଗତି ବଢ଼ିବ। ଛାତ୍ରଙ୍କୁ ସାକ୍ଷାତକାରରେ ସଫଳତା ହାସଲ ହେବ। କର୍କଟ: ଯୋଜନା ତିଆରି କରି […]

ରାଶିଫଳ

ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ହେବ ଧନ ବର୍ଷା, ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ

ନୂଆଦିଲ୍ଲୀ ୨୩/୦୮ : ଗ୍ରହ-ନକ୍ଷତ୍ରଙ୍କର ସମସ୍ତ ୧୨ ଟି ରାଶି ଉପରେ ପ୍ରଭାବ ପଡିଥାଏ । ଗ୍ରହ- ନକ୍ଷତ୍ରଙ୍କର ସ୍ଥିତି ଯୋଗୁଁ, ବ୍ୟକ୍ତିଙ୍କ ପାଇଁ ସଫଳତା କିମ୍ବା ଧନ ଲାଭ ହେବାର ଯୋଗ ରହିଥାଏ । ଆଗାମୀ ସପ୍ତାହ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି । ଗ୍ରହଗୁଡିକର ଶୁଭ ସ୍ଥାନରେ ରହିବା ହେତୁ, କିଛି ରାଶିର ବ୍ୟକ୍ତିଙ୍କୁ ୨୩ ରୁ ୨୯ ଅଗଷ୍ଟ ମଧ୍ୟରେ ଶୁଭ ଫଳାଫଳ ମିଳିବ । ଏହି […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଏପାଖେ ମୁକ୍ତିଲାଭ, ସେପାଖେ ମହୁରତ

କୋଭିଡ୍ କଟକଣା କୋହଳ ହେବା ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଧୀରେଧୀରେ ସକ୍ରିୟ ହେଉଛି। ସରକାର ଅନୁମତି ଦେବା ପରେ ସ୍ବାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’ ମୁକ୍ତିଲାଭ କରିଛି। ଦୁଇବର୍ଷ ହେବ ଚଳଚ୍ଚିତ୍ରର ସୁଟିଂ ମଧ୍ୟ ବନ୍ଦ ରହିଥିଲା। ସୁଟିଂ ପାଇଁ ଅନୁମତି ମିଳିବା ପରେ ନିକଟରେ କଟକର ଏକ ମନ୍ଦିର ପରିସରରେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହେଇଛି। ଏହାର ଶୀର୍ଷକ ରହିଛି ‘ନାରୀ ନୁହେଁ […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: କାରବାରରେ ସବୁ ବାଧା ଦୂର ହେବ। ବୁଧ ଓ ଗୁରୁବାର: ମନରେ ନୂଆ ଆଶା ଉତ୍ପନ୍ନ ହେବ। ଶୁକ୍ର ଓ ଶନିବାର: କୌଣସି ନୂଆ କାମ ଶିଖିବାର ଅବସର ପାଇବେ। ରବି, ସୋମ ଓ ମଙ୍ଗଳବାର: କାମରେ ଲାଗି ରହିଥିବା ବାଧା ଦୂର ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଅଧିକ ଲାଭ ପାଇବେ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ସୁଖପ୍ରଦ ରହିବ। ରବି, ସୋମ ଓ ମଙ୍ଗଳବାର: […]