ଖେଳ ଦେଶ ବିଦେଶ

ହକି ଦଳ ପାଇଁ ରିଡ୍‌ଙ୍କ ନୂଆ ଟାର୍ଗେଟ୍‌ ଅଷ୍ଟ୍ରେଲିଆଠୁ ୧-୭ ପରାଜୟ ପରେ ବାଲିରେ ଗାର ଟାଣି ବୁଝାଇଥିଲେ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଲିମ୍ପିକ୍ସ କାଂସ୍ୟ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳ ପାଇଁ ଏବେ ନୂଆ ନୂଆ ଟାର୍ଗେଟ୍‌ ଧାର୍ଯ୍ୟ କରିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌। ଆସନ୍ତା ମାସରୁ ଭାରତୀୟ ପୁରୁଷ ହକି ଦଳ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଥିବା ବେଳେ ପରବର୍ତୀ କିଛି ବର୍ଷ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାରେ ଏକାଧିକ ମାଇଲଖୁଣ୍ଟ୍ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି ରିଡ୍‌। ଚଳିତ ମାସରେ ଭାରତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ […]

ଖେଳ ଦେଶ ବିଦେଶ

ଟୋକିଓ ପାରାଲିମ୍ପିକ୍ସ୍‌: ଟେବୁଲ୍‌ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କଲେ ଭାରତର ଭାବିନା ପଟେଲ୍‌

ନୂଆଦିଲ୍ଲୀ: ଜାପାନର ଟୋକିଓରେ ଚାଲିଥିବା ପରାଲିମ୍ପିକ୍ସ୍‌ର ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାର ‘ଉଇମିନ୍‌ସ୍‌ ସିଙ୍ଗଲ୍‌ସ୍‌ କ୍ଲାସ୍‌-ଫୋର୍‌’ରେ ଶନିବାର ଦିନ ବିଶ୍ବର ୩ ନମ୍ବର ଖେଳାଳି ଚୀନ୍‌ର ଚାଙ୍ଗ୍‌ ମିଆଓଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ଭାବେ ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିବା ସହ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେବା ଲାଗି ଭାବିନା ଚାଙ୍ଗ୍‌ ମିଆଓଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରିଛନ୍ତି। ଆଜି ଏହି କ୍ରୀଡ଼ାର ସ୍ବର୍ଣ୍ଣପଦକ ପ୍ରତିଯୋଗିତାରେ ଭାବିନା ଚୀନ୍‌ର […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁରେଖା, ଅପରାହ୍ନରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ୨୭/୦୮: ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ । ଏଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ରହିଛି । ଅପରାହ୍ନରେ ଦଇତାପତି ସେବକମାନେ ଏହି ସେବା କରିବେ । ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ । ରାହୁରେଖା […]

ଖେଳ ଦେଶ ବିଦେଶ

ରୁଟ୍‌ଙ୍କ ଲଗାତାର ଶତକ: ଇଂଲଣ୍ଡ ୩୪୫ ରନ୍‌ରେ ଆଗୁଆ

ଲିଡ୍‌ସ: ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା ପରେ ଭାରତୀୟ ବୋଲରମାନଙ୍କୁ ମଧ୍ୟ ନୟାନ୍ତ ହେବାକୁ ପଡିଛି। ଅନ୍ୟପକ୍ଷରେ ଅତି ସହଜରେ ରନ୍‌ ସଂଗ୍ରହ କରି ଲିଡ୍ସ ଟେଷ୍ଟକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇଯାଇଛି ଇଂଲଣ୍ଡ। ଲଗାତାର ଦ୍ବିତୀୟ ଦିନ ପାଇଁ ଭାରତୀୟ ଖେଳାଳି ସଂଘର୍ଷ କରିବାରୁ ଏବେ ବିରାଟ କୋହଲିଙ୍କ ଦଳକୁ ମ୍ୟାଚ୍‌ ବଞ୍ଚାଇବା ସ୍ଥିତି ଫେରିପାଇବା କାଠିକର ପାଠ ହେବାକୁ ଯାଉଛି। ଭାରତର ପ୍ରଥମ ପାଳି ମାତ୍ର ୭୮ ରନ୍‌ରେ ସୀମିତ ହେବା ପରେ ଗୁରୁବାର ଦ୍ବିତୀୟ ଦିନ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ସକାରାତ୍ମକ ବିଚାର ସୃଷ୍ଟି ହେବ। ବ୍ୟବସାୟରେ ଭଲ ରୋଜଗାର ହେବ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି। ବୃଷ: ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ କାମର ବୋଝ ବଢ଼ିବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ମିଥୁନ: ବାଲ୍ୟ ବନ୍ଧୁ ସହ ଦେଖା ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ଛାତ୍ର କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି। କର୍କଟ: ନୂଆ କାମ ପ୍ରତି […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଶ୍ରୀମନ୍ଦିର ମରାମତି ପାଇଁ ପ୍ରସ୍ତୁତ ହେବ ୫ ବର୍ଷୀୟା ଖସଡ଼ା ହେରିଟେଜ୍‌ କରିଡର ଅନୁମତି ପାଇଁ ଏନ୍‌ଏମ୍‌ଏକୁ ହୋଇଛି ଆବେଦନ

ପୁରୀ: ଶ୍ରୀମନ୍ଦିର ମରାମତି ତଥା ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷୀୟା ଏକ ଖସଡ଼ା ପ୍ରସ୍ତୁତ ହେବ। ଯେଉଁଥିରେ ଶ୍ରୀମନ୍ଦିରର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ସବିଶେଷ ବିବରଣୀ ରହିବ। ରତ୍ନଭଣ୍ଡାର ମରାମତି ବି ଏହା ଅନ୍ତର୍ଭୁକ୍ତ ରହିବ। ପ୍ରତ୍ନତତ୍ତ୍ବ ବିଭାଗ ଏହି ଖସଡ଼ା ପ୍ରସ୍ତୁତ କରିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଏହି ଖସଡ଼ା ପ୍ରସ୍ତୁତ କରିବାକୁ ପ୍ରତ୍ନତତ୍ତ୍ବ ବିଭାଗକୁ ଅନୁରୋଧ କରିଛି। ଯଦ୍ବାରା ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣକୁ ନେଇ ଯେଉଁ ଦ୍ବନ୍ଦ୍ବ ଦେଖାଦେଉଛି, […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁସଂଖ୍ୟା ୭,୬୯୭କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭,୬୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୯ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ଥିବା […]

କଳା ଓ ସଂସ୍କୃତି ଧର୍ମ

ମହାକାଲ ମନ୍ଦିରରେ ସମାପ୍ତ ହେବ ଭିଆଇପି ପରମ୍ପରା: ଭଗବାନଙ୍କ ଦରବାରରେ ସମସ୍ତେ ସମାନ

ଉଜ୍ଜେନ ୨୪/୦୮ : ଉଜ୍ଜେନ ମହାକାଲଙ୍କ ଦରବାରରେ ସମସ୍ତେ ଏକ ସମାନ। ନା କିଏ ଛୋଟ ନା କିଏ ବଡ। ନା କିଏ ସାଧାରଣ ନା କିଏ ସ୍ୱତନ୍ତ୍ର। ସେଥିପାଇଁ ଏଠାରେ ଦର୍ଶନ ପାଇଁ ଭିଆଇପି ପରମ୍ପରା ବନ୍ଦ କରାଯିବ। ଏ ସମ୍ପର୍କରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ସହମତି ଦେଇଛନ୍ତି। ମହାକାଲ ମନ୍ଦିରରେ ଦର୍ଶନ ପାଇଁ ଯାଇଥିବା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଲାଭର ଅବସର ପାଇବେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଅଚାନକ ସାକ୍ଷାତ ହେବ। ପାରିବାରିକ ଜୀବନରେ ଖୁସି ଆସିବ। ବୃଷ: ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ଉତ୍ସାହିତ କରିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ମିଥୁନ: ଆପଣଙ୍କ ମନର ବିଚାର ପ୍ରଗତିର ଦ୍ବାର ଖୋଲିଦେବ। ଅଫିସରେ ବାକି କାମ ସଂପୂର୍ଣ୍ଣ ହୋଇଯିବ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସାମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ କରୁଛୁ ଭିତ୍ତିଭୂମି, ଦରକାରୀ ଔଷଧ ଓ ସରଞ୍ଜାମ ରଖୁଛୁ ମହଜୁଦ : DMET

ଭୁବନେଶ୍ବର ୨୬।୮: କରୋନାର ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛୁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯାହା ଔଷଧ ଓ ସରଞ୍ଜାମ କ୍ରୟ କରି ମହଜୁଦ ରଖୁଛୁ। ଅନ୍ୟମାନଙ୍କ ତାଲିମ ଦେଇ ମାନବସମ୍ବଳ ବୃଦ୍ଧି କରୁଛୁ । ବିଭିନ୍ନ ସମୟରେ ବିଭିନ୍ନ ଆକଳନ ଆସୁଛି । କିନ୍ତୁ ଜୁନ୍ ଶେଷ ସପ୍ତାହରେ ଆକଳନ ଅନୁସାରେ ପ୍ରସ୍ତୁତ କରାଯାଉଛି । ଟାସ୍କଫୋର୍ସ ଅନୁଧ୍ୟାନ କରି ଗାଇଡାନ୍ସ ଦେବେ। ସେହି ଅନୁସାରେ […]